ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା (ସ୍ମରଣୀୟ ଲେଖା)

୨୧ଭଜୁ କିନା ରାମ ନାମ

ଭଜୁ କିନା ରାମ ନାମରେ ରାଜନ
ବୋଲୁ କିନା ରାମ ନାମ,
ଭଜି ନପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳ ଯମ ।

ଯଶୋବନ୍ତ ଦାସ  ( ମତାମତ - 1ଟା )

୨୨ଖୋଲାଝର୍କା

ଲକ୍ଷ୍ମୀଧର ନାୟକ

ଚୁପ୍‌ ଚାପ୍‌ ବସିଥିଲି
ମଝିରେ ମଝିରେ ଚାହିଁ ଉଇଲଗା ଛାତେ
ଗଣୁଥିଲି କଡ଼ି କାଠ ବର୍ଗା
ଜୀର୍ଣ୍ଣ ପାଣ୍ଡୁଲିପି ତଳେ ପାଶୋରା ପ୍ରେମର ଛିନ୍ନ ଚିଠି ପରି
ହଠାତ୍‌ ଆଖିରେ ପଡ଼େ ଏକ ଖୋଲା ଝର୍କା ।

ଲକ୍ଷ୍ମୀଧର ନାୟକ  ( ମତାମତ ଦିଅନ୍ତୁ →

୨୩ରକ୍ତ-ସୂର୍ଯ୍ୟ

ବିଶ୍ୱ-ପ୍ରାଚୀ-ଗଗନ-କ୍ଷେତ୍ରେ
ରକ୍ତ-ସୂର୍ଯ୍ୟ ଉଠେ
ବିଶ୍ୱ-ଶୋଷିତ-ମନ-ସରୋବରେ
ରକ୍ତ-ପଦ୍ମ ଫୁଟେ।

ରାମଲକ୍ଷ୍ମଣ ଦାଶ  ( ମତାମତ ଦିଅନ୍ତୁ →

୨୪ଗୁଜବ୍‌

ଦୀପକ ମିଶ୍ର

ଦିନ ଭଳି
ଜହ୍ନ ପଡ଼ିବା କଥା
ଆଦୌ ଗୁଜବ୍‌ ନୁହଁ ॥

ଖରାଭଳି
ଜହ୍ନରେ ବି ଛାଇ ପଡ଼େ ।

ଦୀପକ ମିଶ୍ର  ( ମତାମତ ଦିଅନ୍ତୁ →

୨୫ଜୀବନ ଯେଉଁଠି ଜୀବନ ଚାହେଁ

କୃଷ୍ଣଚନ୍ଦ୍ର ତ୍ରିପାଠୀ

କାହିଁ ସେ ରାଇଜ କାହିଁ ସେ ଭୂଇଁ ? ଜୀବନ ଯେଉଁଠି ଜୀବନ ଚାହେଁ ?
ଝଲମଲ ସିଏ ହେଉଛି କାହିଁ ପ୍ରଭାତୀ ଆକାଶେ ରଙ୍ଗ ପ୍ରାୟେ
କେତେ ଦୂର ଗଲେ ପାଇବି ତାରେ, କିଭଳି ଚାଲିବି ସେ କେଉଁ ଗତିପଥେ
ଗଭୀର ପିପାସା ବକ୍ଷତଳେ ଆକୁଳ ଅଥୟ କରଇ ମତେ !

କୃଷ୍ଣଚନ୍ଦ୍ର ତ୍ରିପାଠୀ  ( ମତାମତ ଦିଅନ୍ତୁ →

୨୬ସର୍ବହରା

ଅନନ୍ତ ପଟ୍ଟନାୟକ

ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା
ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା୤
ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ
ବରଷା କାଦୁଅ ଚକଟି କେତେରେ ଖିନ୍ନ କରିଲୁ ପ୍ରାଣ ୤

ଅନନ୍ତ ପଟ୍ଟନାୟକ  ( ମତାମତ - 1ଟା )

୨୭ନୀରବ

ଉତ୍କଳମଣି ଗୋପବନ୍ଧୁ ଦାସ

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି-ଶଶୀ-ତାରା,
ନୀରବେ ବଢ଼ଇ ତରୁଲତା-ମହୀଧର
ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର୤

ଉତ୍କଳମଣି ଗୋପବନ୍ଧୁ ଦାସ  ( ମତାମତ - 2ଟି )

୨୮ଅଭିଯୋଗ

କୁନ୍ତଳା କୁମାରୀ ସାବତ

ସବୁଦେଇ ଶୂନ୍ୟ କରିଅଛ ମୋତେ
ପୂରାଅ ସକଳ ଦେଇଣ
ନେଲ ମୋତେ ହରି
ନେଲ ମୋତେ ଧରି

କୁନ୍ତଳା କୁମାରୀ ସାବତ  ( ମତାମତ - 1ଟା )

୨୯ଭଲପାଏ ମୁହିଁ

ଭଲପାଏ ମୁହିଁ କଅଁଳ ଫୁଲେ
କାକର ଟୋପି ଟୋପି
ପତର ଆଖି ପତାର ଲୁହ
ବରଷା ଥୋପି ଥୋପି୤

କୁଞ୍ଜବିହାରୀ ଦାଶ  ( ମତାମତ ଦିଅନ୍ତୁ →

୩୦କିଣିଖିଆ ଗୁହାରି

ମନମୋହନ ମିଶ୍ର

ଘେନାକର ସରକାର
କିଣିଖିଆ ଗୁହାରି
କିଣିଖିଆ ଗୁହାରି୤ ଘୋଷା୤

ମନମୋହନ ମିଶ୍ର  ( ମତାମତ ଦିଅନ୍ତୁ →

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ