ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଜଗନ୍ନାଥ ଦାସ

ଅତିବଡ଼ୀ ନାମରେ ପରିଚିତ କବି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀରେ ସଂସ୍କୃତ ଭାଗବତକୁ ନବାକ୍ଷରୀ ଓଡ଼ିଆରେ ରଚନା କରି ବହୁ ଲୋକପ୍ରିୟ ହୋଇଥିଲେ। ଆଜି ମଧ୍ୟ ତାଙ୍କ ରଚିତ ଭାଗବତ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାରିତ ହେଉଛି। ଓଡ଼ିଆ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ନାମରେ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଉଛି।

ଆଉ ଏଣିକିରେ ମନ

ଆଉ ଏଣିକିରେ ମନ ଭୂଲୁ କାହିଁକି? ଉଡ଼ୁଛି କାଳ ଛଞ୍ଚାଣ ମନେ କାହିଁକି? ଅଇରି ତୋ କଳ ପଣା ଛେଦିପକା ବେନି ଡେଣା ଶୂନ୍ୟରେ ବାଜୁଛି ବୀଣା...

ନମସ୍ତେ ପ୍ରଭୁ ଜଗନ୍ନାଥ

ନମସ୍ତେ ପ୍ରଭୁ ଜଗନ୍ନାଥ। ଅନାଥ ଲୋକଙ୍କର ନାଥ। ନମସ୍ତେ ପ୍ରଭୁ ବାସୁଦେବ। ଭକତ ଜନଙ୍କ ବାନ୍ଧବ। ନମସ୍ତେ ପ୍ରଭୁ ହୃଷିକେଶ। ଭକତ ଜନଙ୍କ ବିଶ୍ୱାସ। ନମସ୍ତେ ପ୍ରଭୁ...

ବର୍ଷା

ଏବେ ଗ୍ରୀଷମ କାଳ ଗଲା। ବରଷା ଋତୁ ପ୍ରକାଶିଲା। ସକଳ ଋତୁଙ୍କର ସାର। ଶସ୍ୟ ସମ୍ପଦ ମଞ୍ଚ ପୁର। ମେଘେ ମିଳିଲେ ଶୂନ୍ୟପଥେ। ବିଜୁଳି ଶବଦ ସଙ୍ଗତେ।...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP