3 ଓଡ଼ିଶା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି 1 / 5 କେଉଁ ଦିନକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଭାବେ ପାଳନ କରାଯାଏ? ୨୦ ଫେବ୍ରୁଆରୀ ୨୬ ଫେବ୍ରୁଆରୀ ୧୧ ମାର୍ଚ୍ଚ ୧ ଅପ୍ରେଲ 2 / 5 ଓଡ଼ିଆ ସାହିତ୍ୟର ସର୍ବକାଳୀନ ବହୁଳ ଆଦୃତ ‘ଓଡ଼ିଆ ଭାଗବତ’ କିଏ ରଚନା କରିଥିଲେ? ଜଗନ୍ନାଥ ଦାସ ବଳରାମ ଦାସ ନୀଳକଣ୍ଠ ଦାସ ସାରଳା ଦାସ 3 / 5 ଷୋଳଟି ସ୍ୱରବର୍ଣ୍ଣକୁ ଆଦ୍ୟ ନିୟମରେ ରଖି ସୃଷ୍ଟି ହୋଇଥିବା ଗୀତି କବିତାର ନାମ କ’ଣ? ଷୋଳପଦୀ ଷୋଡ଼ପଦୀ ଷୋଡ଼ଶା ଷୋଡ଼ଶେନ୍ଦୁ 4 / 5 କେଉଁ ଓଡ଼ିଆ କବିଙ୍କୁ ବିଦଗ୍ଧ କବି ଭାବେ ଚିତ୍ରଣ କରାଯାଇଛି? ଉପେନ୍ଦ୍ର ଭଞ୍ଜ ଅଭିମନ୍ୟୁ ସାମନ୍ତ ସିଂହାର ବଳରାମ ଦାସ ଚିନ୍ତାମଣି ମହାନ୍ତି 5 / 5 ସର୍ବପ୍ରଥମ ଓଡ଼ିଆ ଭାଷାକୋଷ- ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ର ସଂକଳକ କିଏ? କୌଣସିଟି ନୁହେଁ ଗୋପାଳଚନ୍ଦ୍ର ପ୍ରହରାଜ ଗୋବିନ୍ଦ ନନ୍ଦ ନୀଳକଣ୍ଠ ଦାସ The average score is 33% 0% ପୁନାରମ୍ଭ