ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା (ସ୍ମରଣୀୟ ଲେଖା)

୪୧ସରୀସୃପ

ସନ୍ଧ୍ୟାର ଆକାଶ ଗୁଜରାଟୀ ରମଣୀର ପାଲଟା ଶାଢ଼ୀପରି ସଫେଦ ଛାୟାପଥ ଅତିପରିଚ୍ଛନ୍ନ, ଦିଗତଳେ ବାଇଗଣୀ ସ୍ୟାହିପରି ସ୍ବଳ୍ପ ମେଘ ଛାୟା କଫି ଓ ବାଦାମ ବନ ପରିବ୍ୟାପ୍ତ ଗୋଦାବରୀ ତଟ ଯାଏ୤ ବହୁଦୂରେ ସ୍ଲେଟ୍‌ଖଣିରୁ ମାନ୍ଦ୍ରାଜୀ କୁଲିର ବସ୍ତିରୁ ନୀଳ ଲଣ୍ଠନର…

ବିନୋଦ ନାୟକ  ( ମତାମତ - 1ଟା )

୪୨ସୂର୍ଯ୍ୟ ଓ ଅନ୍ଧକାର

ସୂର୍ଯ୍ୟ ଓ ଅନ୍ଧକାର କିଏ କହେ ? ସୂର୍ଯ୍ୟ ତା’ର ଆଲୋକର ଉଜ୍ଜ୍ବଳ ଉଦ୍‌ଭାସେ ସୃଷ୍ଟିର ରହସ୍ୟ ଯାହା ଖୋଲିଦେଇ ବିବୃତ୍ତି ପ୍ରକାଶେ୤ ସୂର୍ଯ୍ୟ ବରଂ ସୃଷ୍ଟିର ହୃଦୟ ବେଶୀ ଅବରୁଦ୍ଧ କରେ, ବେଶୀ ଗୋପନୀୟ ପରେ; ସୃଷ୍ଟି କରେ ସଘନ…

ରାଧାମୋହନ ଗଡ଼ନାୟକ  ( ମତାମତ ଦିଅନ୍ତୁ →

୪୩ଆହେ ଓଡ଼ିଶାର ଜନତା

ମନମୋହନ ମିଶ୍ର

ଆହେ ଓଡ଼ିଶାର ଜନତା
ପୋଡ଼ିଯାଉ ମୋର ଲେଖକ ହେବାର
ନଗଲା ଯଦି ମୋ ବାରତା ୤

ମନମୋହନ ମିଶ୍ର  ( ମତାମତ - 2ଟି )

୪୪ଅମୃତମୟ

ସ୍ବଭାବ କବି ଗଙ୍ଗାଧର ମେହେର

ନବ ବିକଶିତ ଫୁଲ ଗନ୍ଧ
ନବ ସରସ କବିତା ଛନ୍ଦ

ସ୍ବଭାବ କବି ଗଙ୍ଗାଧର ମେହେର  ( ମତାମତ - 2ଟି )

୪୫ନାନାବାୟା ଗୀତ

ନନ୍ଦ କିଶୋର ବଳ

ବରଷା ରାତିରେ ଯେ ଯାହାର ଘରେ
ଶୁଅନ୍ତି ସମସ୍ତେ ଯାଇଁ,
କେଉଁଠାରେ କିଏ ଗୀତ ଗାଉଥାଏ
ପିଲା ଶୁଆଇବା ପାଇଁ୤

ନନ୍ଦ କିଶୋର ବଳ  ( ମତାମତ - 8ଟି )

୪୬ଛୋଟରେ ବଡ଼

ବିଦ୍ୟୁତପ୍ରଭା ଦେବୀ

ଛୋଟ ଛୋଟ ଫୁଲ ଛୋଟ ଛୋଟ ଶ୍ୟାମ ଘାସ
ଟିକି ଓଠଧାରେ ନାଲି ଗୁଲୁଗୁଲୁ ହାସ

ବିଦ୍ୟୁତପ୍ରଭା ଦେବୀ  ( ମତାମତ - 1ଟା )

୪୭ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ସନ୍ଥକବି ଭୀମ ଭୋଇ

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ୤ ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ୥୧୥ ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ୤ ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ…

ସନ୍ଥକବି ଭୀମ ଭୋଇ  ( ମତାମତ - 9ଟି )

୪୮ମାଣିକରୁ ମାରିୟମ୍‌

ସନତ୍‌ ରାୟ

ଅଠାନବେ ମସିହାର କେଉଁ ଏକ ପଉଷ କାଳର ଭିଜା ଶୀତୁଆ ସଞ୍ଜରେ ଭେଟିଥିଲି ତାକୁ, ଇବ୍‌ ନଈ ଆରପାରି ବନ୍ଧପାଲି ଗାଁ ମୁଣ୍ଡ ଶାଳବଣ ଉହାଡ଼ରେ ବାଣ୍ଟି ଚାଲିଥିଲା ଦନା ଦନା ହାଣ୍ଡିଆ, ମହୁଲି୤ ଆଠହାତି କସ୍ତା ଖଣ୍ଡିକରେ ଦେହ ତାର…

ସନତ୍‌ ରାୟ  ( ମତାମତ - 1ଟା )

୪୯ଶରତ୍‌

ଭକ୍ତକବି ମଧୁସୂଦନ ରାଓ

(ରାଗ-ମଙ୍ଗଳ) ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି୤ କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ୤ ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ, ଧବଳିତ ଉପବନ ଜନମନ ହରେ୤ ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,…

ଭକ୍ତକବି ମଧୁସୂଦନ ରାଓ  ( ମତାମତ - 2ଟି )

୫୦ଜୀବନ ସଙ୍ଗୀତ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ,
ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ,
ସବୁଥିରୁ କରି ନିଃସ୍ବ
ଶିଖାଇ ଦେଇଛ ଆପଣାର ବୋଲି

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର  ( ମତାମତ - 1ଟା )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ