ସୁଲକ୍ଷଣା
ଶୁଣ ମନ ନିବେଶି ସୁଧୀରେ ଧୀରେ। ସୁରସିକ ଚାଟୁ ସ୍ନେହାକରେ କରେ।
Loading...
ସ୍ମରଣୀୟ ଲେଖା
ଶୁଣ ମନ ନିବେଶି ସୁଧୀରେ ଧୀରେ। ସୁରସିକ ଚାଟୁ ସ୍ନେହାକରେ କରେ।
ମୃତ୍ୟୁଞ୍ଜୟବାବୁ ସବୁଦିନ ଭଳି ବାସ୍କେଟ୍ ଧରି ବଜାର ବାହାରିଲେ। ଘରଣୀ ତାଲିକା କରିଦେଇଛନ୍ତି-ବାଇଗଣ, ସାରୁ, ଖଡ଼ା, ବୋଇତି କଖାରୁ, ଜହ୍ନି ଇତ୍ୟାଦି।
ଚନ୍ଦା ମୁଣ୍ଡଟାକୁ ବାଁ ହାତରେ ଆଉଁସି ମୁହଁ ତଳକୁ କରି ଗଣିଲାପରି ପାଦ ପକାଇ ମାଗୁଣିଆ ତା ଅଗଣା ଭିତିରେ ବୁଲୁଥିଲା।
ବେକରେ ହାଡ଼ ବାନ୍ଧିଲା। ଦାନ୍ତରେ ତିରଣ ଦେଲା। ଜିଭ ଥାଉ ଥାଉ ଖନା ହୋଇ ପହଲି ପଧାନ ବାରଦୁଆର ଶୁଣ୍ଢିପିଣ୍ଡା ବୁଲି ଖପରା ପତେଇଲା।
ବଡ଼ି ବଢ଼ି ଆସିଛି, କାଠଯୋଡ଼ିରେ ପାଣି ଛବିଶ ଫୁଟ। କୁଆଖାଇ ବଡ଼ ସଡ଼କକୁ ଚାଟୁଛି। ଧର୍ମଶାଳା, ଆଳି, ଭଦ୍ରଖ, ଭଣ୍ଡାରିପୋଖରୀ କୁଆଡ଼େ କୁଆଡ଼େ କ’ଣ ପ୍ରଳୟ ହେଲାଣି,..
ଜୀବନର ଯଜ୍ଞେ ଯହିଁ ଦୀନ ଅକିଞ୍ଚନ ଲଭନ୍ତି ଆହୁତି ତହିଁ ପାତିଛ ଆସନ, ହେ ଦରିଦ୍ର ସଖା! ନିଖିଳର ରାଜେଶ୍ବର, କରିବାକୁ ଏ ଜୀବନ ସୁନ୍ଦର ଅମର।
କେହି ରହିନାହିଁ ରହିବ ନାହିଁଟି ଭବ-ରଙ୍ଗ ଭୂମିତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ ।୧।
ଅସ୍ତବ୍ୟସ୍ତ ହୋଇ ବୋଉ ଚୁଆରୁ ଗରାଏ ପାଣିନେଇ ଘର ଭିତରକୁ ଦଉଡ଼ି ଦଉଡ଼ି ଆସୁଥିଲା, କିନ୍ତୁ ଶେଷରେ ଗରାକ ପାଣି ପ୍ରତିବନ୍ଧକ ହେଲା, ସେ ପାହାଚ ଚାରିଟା..
ନୁହେଁ ବନ୍ଧୁ, ନୁହେଁ ଏହା ଚିତା, ଏ ଦେଶ ତିମିର ତଳେ ଏ ଅଲିଭା ମୁକତି ସଳିତା।
ରାଜଧାନୀ ସନ୍ନିକଟସ୍ଥ ରାଜ ଉଦ୍ୟାନରେ ପ୍ରଭାତରେ ଦେଖାଗଲା ଏକ ଅଦ୍ଭୂତପୂର୍ବ ଦୃଶ୍ୟ। କେତେ ରାତ୍ରି ଧରି କ୍ରମାଗତ ଭାବରେ ସୁନ୍ଦର ଉଦ୍ୟାନରେ ବିଭ୍ରାଟ ସୃଷ୍ଟି କରୁଥିବା ଗୋଟିଏ..
ଆରେବାବୁ ଶ୍ୟାମଘନ, ତୁ ଗଲେ ମଧୁ ଭୁବନ କାହା ମୁଖ ଅନାଇ ବଞ୍ଚିବି! ହେବ ଦଶ ଦିଗ ଶୂନ୍ୟ ଅଥିର ହେବ ଜୀବନ ନିଶି ଦିବସରେ ଝୁରୁଥିବି,..
୧୯୩୨ ସାଲ। ଲବଣ ସତ୍ୟାଗ୍ରହୀ ଭାରତର ବିଭିନ୍ନ ସ୍ଥାନରେ ଜେଲବରଣ କରିଚନ୍ତି। ଗୋଟାଏ ବଡ଼ରକମର ସଂଘର୍ଷ ଆଗରେ ବିଫଳ ହେଇ ଗୋରାଶାସକ ଯୋଜନାକରି ଜନସାଧାରଣଙ୍କୁ ଉତ୍ତ୍ୟକ୍ତ କରୁଚି।..
ଦକ୍ଷିଣର ରେଳଗାଡ଼ିରୁ ଜିନିଷପତ୍ର ଓ ପିଲାପିଲି ଓହ୍ଲାଇ ନେଇ ସେତେବେଳର ରାଜଧାନୀକୁ ନୂଆ ବଦଳି ହୋଇଥିବା କର୍ମଚାରୀ ସଦାଶିବ ଯେତେବେଳେ ଷ୍ଟେସନ ଫାଟକ ଟପି ପଦାକୁ ଆସିଲା,..
-ଏ କ’ଣ କହିଲ?-ମଣିଷ କାନରେ ଶୁଣେ! -ଆଉ କ’ଣ ଆଖି ଆଉ ନାକରେ ଶୁଣିବ? -ହଁ, ମଣିଷ ଖାଲି କାନରେ ଶୁଣେ ନାହିଁ।
ଗାଡ଼ି ଚାଲିଛି...ଚାଲିଛି... ଗାଡ଼ିର ମୁଣ୍ଡ ନାହିଁ କି ଗଣ୍ଡି ନାହିଁ, ହୁଣ୍ଡାଙ୍କ ପରି ଗର୍ଜନ କରି ମାଡ଼ିଚାଲିଛି, କିନ୍ତୁ ମନେହେଉଛି ସତେକି ଗୋଟାଏ ମଣିଷ। ମୋ’ ଟିକି..
ଆଦ୍ରବାସେ ଭାଦ୍ରମାସେ କେ ତୁମ୍ଭେ ସୁନ୍ଦରୀ ଅବସ୍ଥିତ ଦଶଦିଗ ରୂପେ ଆଲୋକିତ କରି।
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)