ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା (ସ୍ମରଣୀୟ ଲେଖା)

୩୧କିଣିଖିଆ ଗୁହାରି

ମନମୋହନ ମିଶ୍ର

ଘେନାକର ସରକାର
କିଣିଖିଆ ଗୁହାରି
କିଣିଖିଆ ଗୁହାରି୤ ଘୋଷା୤

ମନମୋହନ ମିଶ୍ର  ( ମତାମତ ଦିଅନ୍ତୁ →

୩୨ଜହ୍ନମାମୁଁ

ସାର୍‌ ବାସୁଦେବ ସୁଢ଼ଳଦେବ

ଅମ୍ବର ସର ଦିଶଇ ମଞ୍ଜୁଳ୤ ମାମୁଁ ତହିଁରେ ତ ପଙ୍କଜ ଫୁଲ୤
ଉଜ୍ଜ୍ବଳ କୁମୁଦ ତାରା ସଙ୍କୁଳ୤ ଗ୍ରହ ଗ୍ରାହରେ ହୋଇଛି ଆକୁଳ୤
ଚନ୍ଦିକ୍ରା ଲହରୀ୤ ଘନ ଘନ ତହିଁ ଅଛି ବିହରି ୤ ୧୤

ସାର୍‌ ବାସୁଦେବ ସୁଢ଼ଳଦେବ  ( ମତାମତ - 3ଟି )

୩୩ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲିରେ

ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲି ରେ
ଜଣାଶୁଣା ସରଣୀ ଛାଡ଼ିଲି ରେ୤

ଯଦୁମଣି ମହାପାତ୍ର  ( ମତାମତ - 1ଟା )

୩୪ବର୍ଷା

ଏବେ ଗ୍ରୀଷମ କାଳ ଗଲା୤ ବରଷା ଋତୁ ପ୍ରକାଶିଲା୤
ସକଳ ଋତୁଙ୍କର ସାର୤ ଶସ୍ୟ ସମ୍ପଦ ମଞ୍ଚ ପୁର୤

ଜଗନ୍ନାଥ ଦାସ  ( ମତାମତ - 2ଟି )

୩୫ପ୍ରିୟ ଭୂମି

ଡକ୍ଟର ମାୟାଧର ମାନସିଂହ

ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ

ଡକ୍ଟର ମାୟାଧର ମାନସିଂହ  ( ମତାମତ ଦିଅନ୍ତୁ →

୩୬ସଙ୍ଗୀତ

ନୀଳକଣ୍ଠ ଦାସ

ସମୀରଣ ବହଇ ମରମରି
ମରମରେ ପୂରଇ ଗିରିଦରୀ;

ନୀଳକଣ୍ଠ ଦାସ  ( ମତାମତ - 1ଟା )

୩୭କବିର ବ୍ୟଥା

କାଳିନ୍ଦି ଚରଣ ପାଣିଗ୍ରାହୀ

ଦେଖରେ ତାରା ଦେଖ ଆକାଶେ
ତୁମରି କବି ଲୋତକେ ଭାସେ

କାଳିନ୍ଦି ଚରଣ ପାଣିଗ୍ରାହୀ  ( ମତାମତ - 1ଟା )

୩୮କାଳିଜାଇ

ଗୋଦାବରିଶ ମିଶ୍ର

‘ଭଲ କରି ନାଆ ବୁହା, ରେ ନାଉରି !
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର୤’

ଗୋଦାବରିଶ ମିଶ୍ର  ( ମତାମତ - 12ଟି )

୩୯ଚିର ସୁନ୍ଦରୀ

ନୁହଁ ତୁମ୍ଭେ ପଲକର ପରାଣର ଦ୍ରୋହ ଗୋ, ନୁହଁ ତୁମ୍ଭେ କ୍ଷଣିକର ଉନ୍ମାଦନା ମୋହ ଗୋ ୤ ନୁହଁ ତୁମ୍ଭେ ବସନ୍ତର ମୋହନ ବିଳାସ, ନୁହଁ ତୁମ୍ଭେ ନନ୍ଦନର ମଳୟ ନିଶ୍ବାସ ୤ ନୁହଁ ତ ଶ୍ରାବଣ ଘନେ ଚପଳାର ସରି,…

ପଦ୍ମଚରଣ ପଟ୍ଟନାୟକ  ( ମତାମତ ଦିଅନ୍ତୁ →

୪୦ଶୀତ

ଭାନୁଜୀ ରାଓ

ଏଥର ଆସିଚି କାଳ ପରିପୂର୍ଣ୍ଣ ଜରା ଓ ମୃତ୍ୟୁର ଏଥର ଆସିଚି ଋତୁ ଲୋଳଚର୍ମା ବୁଢ଼ୀମାନଙ୍କର କତରା କାଖେଇ କୋଳେ, ଇଷତ୍‌ ଉଷ୍ଣତା ପାଇଁ ଉହ୍ମେଇରେ ସ୍ବରଗ ଖୋଜିବା୤ ପବନ ପନିକି ଧରି କେଳଉଛି ରାତିର ଦେହକୁ, ଏ ବର୍ଷ ବୁଢ଼ା…

ଭାନୁଜୀ ରାଓ  ( ମତାମତ - 1ଟା )

ପୃଷ୍ଠା :