ବିଭୁ ଓ ପ୍ରକୃତି
ନିରୋଳ ପଉଷ ସଂଧ୍ୟା, ଗହନ ବନାନୀ, ପର୍ବତ ଉଢ଼ାଳେ ଖସେ ସାୟନ୍ତନ ରବି, ଶୁଭେ ଖାଲି ଏଠି ସେଠି ପତତ୍ରୀର ବାଣୀ ନିର୍ମେଘ ଗଗନ-ଏକ ସ୍ବର୍ଣ୍ଣ ଦୀପ୍ତ..
Loading...
ପଦ୍ୟ ଓ କବିତା
ନିରୋଳ ପଉଷ ସଂଧ୍ୟା, ଗହନ ବନାନୀ, ପର୍ବତ ଉଢ଼ାଳେ ଖସେ ସାୟନ୍ତନ ରବି, ଶୁଭେ ଖାଲି ଏଠି ସେଠି ପତତ୍ରୀର ବାଣୀ ନିର୍ମେଘ ଗଗନ-ଏକ ସ୍ବର୍ଣ୍ଣ ଦୀପ୍ତ..
ତୁମର କରୁଣାର ଯୋଗ୍ୟ ନୁହେଁ ମୁଁ ଯେ- ତୁମ କରୁଣା କିପାଁ ମାଗିବି, ଦେଇଛ ଯେଉଁ ଦୁଃଖ ନିବିଡ଼ ଦାବ-ଦାହ, ନୀରବେ ପ୍ରାଣେ ପ୍ରାଣେ ଭୋଗିବି। ତୁମର..
(ରାଗ-ମାୟାମାଳବଗୌଡ଼ା-ରୂପକ ତାଳ) ଉଠିଲୁ ଏଡ଼େ ବେଗି କାହିଁକି ରେ ଦୁଖିଧନ ଦଧି ମନ୍ଥାଈ ଦେବୁ ନାହିଁଇ କି ରେ ।ପଦ। ଦେହ ପାସୋରି ଦଣ୍ଡେ, ନିଦ ନଗଲୁ..
(ରାଗ-ବଙ୍ଗଳାଶ୍ରୀ) ତୁହି ମା ଧରଣୀ ଜନନୀ ମୋହର ଧରିଛୁ ମା ମୋତେ କୋଳେ, ଲୋଟୁଅଛି ସିନ୍ଧୁ ଚରଣେ ତୋହର ଆହା କି ଉଲ୍ଲାସ-ଭୋଳେ। ରହିଛୁ ଅନାଇ ଅନନ୍ତ..
ଭିଖାରୀ ଗାଉଛି ଗୀତ, ଗାଆରେ ଭିଖାରୀ ଶୁଣୁଛି ମୁଁ, ବାତାୟନ ପାଶେ କାନ ପାରି। ଧୂଳି-ବିମଳିନ ଦେହ, ଜୀର୍ଣ୍ଣ ଦେହ-ବାସ, ଶୀର୍ଣ୍ଣମୁଖେ ଦାରିଦ୍ର୍ୟର ବିଶଦ ବିଳାସ, ଦାଣ୍ଡେ..
(ରାଗ-ଚୋଖି) ତୁହି ମା ଜନମଭୂମି ପବିତ୍ର ଭାରତଭୂମି ତୋହର ସନ୍ତାନ ଆମ୍ଭେ ଅଟୁଁ ସରବେ, ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା ଗାଇବା ତୋହର..
ଚନ୍ଦ୍ର ନୁହଇ ରମଣୀ ମୁଖର ମଞ୍ଜୁଳ ଉପମାନ, ଚନ୍ଦ୍ର ନୁହଇ ସୁଧାନିଧ ଅବା ରୋଟି, ବିଜ୍ଞାନୀ ଆମେ ପୃଥିବୀର ନାଗରିକ, ଅନ୍ତରେ ଆଜି ବୁଝି ପାରିଅଛୁ ନୂତନ..
ଗୌର ଗଉରବ ବିଧୂର ସଉରଭ ମଧୁର କୁହୁରବ ବକ୍ଷପୁଟେ ଧରି ସପନ-ଶିରୀ ସମା କବିତା ମନୋରମା ପାଗଳ ଦିଏ କରି। ଆଖିକେ ସୁଧାରସ ଆଖିକେ ସୀଧୁରସ ଅଧରେ..
ଧୂଳି ହୋଇ ମିଶିଛି ମାଟିରେ କେତେ କେତେ ସମ୍ରାଟର ଘର ସହସ୍ର ସମାଗମ ଯହିଁ ସେଥି ଆଜି ଚରେ ବନେଚର। କିନ୍ତୁ ଦୂରେ ଦରିଦ୍ର ପଲ୍ଲୀରେ କୁଟୀମାଳା..
(ସନେଟ୍) ଜନ୍ମେ ଜନ୍ମେ କରି ଯାହା ଯେତେ ଅନ୍ବେଷଣ, ତୃପ୍ତି ଖୋଜି ଏଣେ ତେଣେ ଧାଇଁଥିବି ଯାହା, ପାଇଛି ଯା ଜନ୍ମେ ଜନ୍ମେ ତୋଷଣ, କଷଣ, ହେ..
ହେ ମୋର କଲମ! ଚିର ବିପ୍ଳବୀ, ହେ ଚିର ମୌନୀ କହ ସାଥୀ ଥିଲ ଅବା ଜୀବନେ ଯୁଗେ ଯୁଗେ ଅହରହ! ମୂଲ୍ୟ ତୁମର କେତୋଟି ପଇସା,..
ମଳୟ ପ୍ରିୟାର ନିଃଶ୍ୱାସ ବୋଲି ପଛକୁ ଦେଲି ମୁଁ ଚାହିଁ, ବକ୍ଷେ ବାଜିଲା ବୈଶାଖ ଶ୍ୱାସ ଫେରିଲା ଲଜ୍ଜା ପାଇ। ଚମ୍ପକେ ପ୍ରିୟା ଗୌର କାନ୍ତି ବଧୂଲି..
ଧର୍ମ ରଖିଛି ଧରି ଶୁଣିଲି ବ୍ୟାଖ୍ୟା ବହୁ ଖୋଜିଲି ଶାସ୍ତ୍ର ଚାଖିବାକୁ ଏତେ ଧର୍ମ-ମଧୁର ମହୁ। ବଡ଼ ଅକ୍ଷର ଭିତରେ ଜଡ଼ିତ ଆଚାର ନିୟମ ଥୋଡ଼ା ନ..
କାହାକୁ ଅଛପା ଅଛି, ମାନବ ସମାଜେ ସେ ଅତି ନାସ୍ତିକ ଜଣେ ମନେ ବାକ୍ୟେ କାର୍ଯ୍ୟେ? ବ୍ରାହ୍ମଣ କୁଳେ ତା ଜନ୍ମ, ନାହିଁ ଉପବୀତ; ମ୍ଳେଛ ଅନ୍ନ..
ହେ ବିଧାତା ପ୍ରାଣପତି, ଦିନୁ ଦିନୁ ଆୟୁ ଯାଏ ସରି, ଖାତା ପତ୍ର ଦେଖି ଥରେ ବୁଝ ଦେଖି କିବା ଅଛି ଜମା, ଅନ୍ୟାୟର ଖରଚରେ ଖାତା..
ଦୂରେ ତାଳବଣ ଆକାଶେ ଶୁଣାଏ ମାଟିର କବିତା କି ସେ ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ। କ୍ଷେତ ପରେ କ୍ଷେତ କାଶଫୁଲ ଆଉ ବେଣାରେ..
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)