ବର୍ଷା
ପ୍ରସ୍ରବଣ-ଶଇଳେ କଲେ ବସତି ସୌମିତ୍ରି ସଙ୍ଗେ ପ୍ରଭୁ ରାଘବପତି; ବହଇ ଗୋଦାବରୀ ସେ ଗିରିପାଦେ ଶିଳା ବନ୍ଧୁର ଶେଯେ ଝର୍ଝରନାଦେ ।୧।
Loading...
ପଦ୍ୟ ଓ କବିତା
ପ୍ରସ୍ରବଣ-ଶଇଳେ କଲେ ବସତି ସୌମିତ୍ରି ସଙ୍ଗେ ପ୍ରଭୁ ରାଘବପତି; ବହଇ ଗୋଦାବରୀ ସେ ଗିରିପାଦେ ଶିଳା ବନ୍ଧୁର ଶେଯେ ଝର୍ଝରନାଦେ ।୧।
ଅନୁସରି ତ, ପ୍ରଭୋ, କାଳଯାକ ଗଲା ସରି ତ। କର ବିତରଣ କଲେ କେତେ ଉଣା ହୁଅନ୍ତା କରୁଣା-ସରିତ? ।୦।
ଯାହାକୁ ରଖିବେ ଅନନ୍ତ। କି କରିପାରେ ବଳବନ୍ତ॥ କାଳର ବଶ ଏ ଜଗତ। ପ୍ରାଣୀଏ କାଳର ଆୟତ୍ତ॥
ଶୈଶବ-ସୀମାନ୍ତେ ଯେବେ କରି ଧୂଳିଘର କ୍ରୀଡ଼ାରେ ଆସକ୍ତ ଥିଲି ସାଥି-ସଙ୍ଗତର,
ଉଠ ଗୋ ଦୁଖିନୀ ଉତ୍କଳ ଜନନୀ! ପାହିଛି ବିଷାଦ ଯାମିନୀ ତବ, ଉଠି ଦେଖ ନଭେ ନବ ଦିନମରି ଶୁଣ ସୁପ୍ରଭାତେ ବିହଙ୍ଗ ରବ। ନବୀନ ଚେତନେ..
ସାଥି, ଚିର ସହଯାତ୍ରୀ! ଯାତ୍ରାର ଆରମ୍ଭ ଏକସଙ୍ଗେ, ତାର ସମାପନ ଦୁହିଁଙ୍କର ଫଳ ବ୍ୟବଧାନର ଅବକାଶ ସେଠାରେ ଆଦୌ ନାହିଁ।
କି ମୋହନିଦ୍ରା ମୋତେ ଘୋଟିଥିଲା କିପାଁ ଏ ପାପ ଆଖି ନ ଫିଟିଲା।
ପଶ୍ଚିମର ଚକ୍ରବାଳେ ବୁଡ଼ଇ ଭାସ୍କର ପ୍ରଶାନ୍ତ ଦିନାନ୍ତ-ଛାୟା ଆବରେ ଅମ୍ବର।
ଛନ୍ଦ ବାବୁ ମୋର କୋମଳ ବସନ ଅଙ୍ଗକୁ ଯହିଁରେ ନ ହେବ ପୀଡ଼ା ଦେବ ଦେଲେ ଦିଅ ଏ ମନ୍ତ୍ର ଭୂଷଣ ଯାହା ଘେନି ମୋର ନ..
ବିଶ୍ବଜୀବନ ହେ ତୁମ୍ଭଙ୍କୁ କରୁଣାସିନ୍ଧୁ ବୋଲିବାକୁ ମନ ବଳୁ ନାହିଁ ଯେଣୁ ସିନ୍ଧୁ ତୁମ୍ଭ କୃପାବିନ୍ଦୁ।
ଯନ୍ତ୍ର ତତେ କି ମନ୍ତ୍ର ଦେଉଛି ମାଟିର ମଣିଷ ଆରେ, ମୁଗ୍ଧ ତୋହାର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ? ମଥା ତୋଳି ସେଇ ଯନ୍ତ୍ର ଯେ..
(ରାଗ- ଜୟନ୍ତ, କଳାକାଇଁଚ ବାଣୀ) ଧୀରେ ଘେନ କାନନରେ କୃଷ୍ଣ ବିଳମ୍ୱିତ ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ। କଳାମାଣିକ ରେ! ନିଧନ ସଙ୍ଖାଳି ମୋର ଦରିଦ୍ର..
ବ୍ରଜକୁ ଚୋର ଆସିଛି ଘେନିଯିବ, ଶୁଅ ତୁନି ହୋଇ ରେ। ରଙ୍କର ଧନ ମୋ’ ଗୋକୁଳ-ଚନ୍ଦ୍ରମା, ନିଶି ପାଇ ନାହିଁ ରେ। ।୧।
ଭାବିଛି ସମସ୍ତ ପଥ ମୁଖ ଛବି ତାର କେମନ୍ତେ ମୋ ପାଶେ ପୁଣି, ତାର ଅଭିସାର ହୋଇବ ବିରହ ପରେ; ଭାଷି ମୁଁ କି ବାଣୀ ଡାକିବି..
ପ୍ରଦୀପ ଜଳୁଛି କିପାଁ? ଲିଭାଅ ତାହାରେ ତବ ରୂପ-ଶିଖା ଜଳ ଘନ ଅନ୍ଧକାରେ। ଠିଆ ହୁଅ କକ୍ଷ ମଧ୍ୟେ, ଧୀରେ ଧୀରେ ଧୀରେ ଅଙ୍ଗ ଆବରଣ ଅଙ୍ଗ..
ନିରୋଳ ପଉଷ ସଂଧ୍ୟା, ଗହନ ବନାନୀ, ପର୍ବତ ଉଢ଼ାଳେ ଖସେ ସାୟନ୍ତନ ରବି, ଶୁଭେ ଖାଲି ଏଠି ସେଠି ପତତ୍ରୀର ବାଣୀ ନିର୍ମେଘ ଗଗନ-ଏକ ସ୍ବର୍ଣ୍ଣ ଦୀପ୍ତ..
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)