ଓଡ଼ିଆ ଭାଷାରେ କେତେକ ବିଭ୍ରାଟ
ଅନେକ ଲେଖାରେ ଓ ଛାପାରେ ଚନ୍ଦ୍ରବିନ୍ଦୁଯୁକ୍ତ ଉଚ୍ଚାରଣବିଶିଷ୍ଟ ଅକ୍ଷରମାନଙ୍କ ଉପରେ ଚନ୍ଦ୍ରବିନ୍ଦୁଯୁକ୍ତ ଉଚ୍ଚାରଣବିଶିଷ୍ଟ ଅକ୍ଷରମାନଙ୍କ ଉପରେ ଚନ୍ଦ୍ରବିନ୍ଦୁ ଚିହ୍ନ ଦିଆଯାଉ ନଥିବା ଦେଖାଯାଏ।
Loading...
ଗଦ୍ୟ ଓ ଗଳ୍ପ
ଅନେକ ଲେଖାରେ ଓ ଛାପାରେ ଚନ୍ଦ୍ରବିନ୍ଦୁଯୁକ୍ତ ଉଚ୍ଚାରଣବିଶିଷ୍ଟ ଅକ୍ଷରମାନଙ୍କ ଉପରେ ଚନ୍ଦ୍ରବିନ୍ଦୁଯୁକ୍ତ ଉଚ୍ଚାରଣବିଶିଷ୍ଟ ଅକ୍ଷରମାନଙ୍କ ଉପରେ ଚନ୍ଦ୍ରବିନ୍ଦୁ ଚିହ୍ନ ଦିଆଯାଉ ନଥିବା ଦେଖାଯାଏ।
ସମସ୍ତେ ବିମର୍ଷ ହୋଇ ଫେରିଗଲେ, ନଈଆଡ଼କୁ କାହାର ମନ ଗଲା ନାହିଁ।
ଭୀଷଣ ବେଗରେ ଅସୀ ସଞ୍ଚାଳନ କରି ପ୍ରଥମ ଅଶ୍ୱାରୋହୀର ମସ୍ତକରେ ଆଘାତ କଲା, ସେ ଭୂତଳେ ପତିତ ହେଲା।
ମୋ ରାଇଜରେ ସିନା ହାତ ଗୋଡ଼, ପେଟ ପିଠି, ନାକ ନିଶ, କଲମ ବଲମ ଖେଳାଇବାକୁ ମୋତେ ସୁବିଧା ଥିଲା, ପର ମୁଲକରେ ତା ସବୁ କରି..
ଅବିଶ୍ରାନ୍ତ ଭାବରେ ଅସରାକୁ ଅସରା ମେଘ ବର୍ଷୁଥିବାରୁ ରାଜପଥମାନଙ୍କରେ ଆଣ୍ଠୁଏ ଲେଖାଏଁ ପାଣି ଜମି ଗଲାଣି। ମଧ୍ୟେ ମଧ୍ୟେ ଧଡ଼ ଧଡ଼ କରି ଖଣ୍ଡିଏ ଜୀର୍ଣ୍ଣ ଶକଟ..
ଆଜି ଅମାବାସ୍ୟାର ରାତ୍ରି, ସେଥିରେ ପୁଣି ଆକାଶ ଘନ ମେଘାଛନ୍ନ, ସୁ ସୁ ପବନ ବହୁଅଛି। ଏପରି ସମୟରେ ସୁଦୂରବର୍ତ୍ତୀ ଭଗ୍ନ ଗୃହରେ କିଏ ଅସ୍ପଷ୍ଟ ଦୀପାଲୋକରେ..
ଯଦୁମଣି ଏ ଘଟଣାରେ ଏକାନ୍ତ ବିବ୍ରତ ହୋଇ ଗୋଟିଏ କବିତା ରଚନା କରି ହୁରିଆ ପିଲାଙ୍କୁ ଶିଖାଇ ଦେଲେ। ପିଲାଏ ସେ ଗୀତ ସଞ୍ଜ , ସକାଳ..
ଖଣ୍ଡପଡ଼ା ରାଜାଙ୍କର ଦନ୍ତାହାତୀ ନାଁ ପାରିଜାତକ ଥିଲା। ପଣ୍ଡିତଙ୍କ କଥାର ଉଦ୍ଦେଶ୍ୟ ‘ତୁମଠୁ ଆମ ରାଜା କେତେ ଉଚ୍ଚରେ ଏବଂ କେତେ ମହାନ୍ ଅଟନ୍ତି। ଆମେ କେତେ..
ପାଇକ ଡକରା ଶୁଣି ତାଳପତ୍ର ଖଣ୍ଡିକରେ ଲେଖି ଦେଲେ, ଲେଖନ ମୂନରେ ପଦଟିଏ। ପାଇକକୁ କହିଲେ ଯେ ତୋତେ ପଠେଇଛି, ତା ହାତରେ ଏହି ପତ୍ରଖଣ୍ଡ ଦେଇଦେବୁ।
ଠିକ୍ ଏଇ ସମୟରେ ବହୁ କାଳ ଅପେକ୍ଷା କରିଥିବା ଧୂମାଳ ତୋଫାନ ଉତ୍ତର-ପଶ୍ଚିମ କୋଣରୁ ମାଡ଼ିଆସିଲା।
ମାଗୁଣିଆ ଆଖିକୁ ଦେଖାଗଲା ଗାଁର ଜେନାଘର ବଡ଼ ବୋହୂର ଦୁର୍ଦ୍ଦଶା କଥା। ଜେନାଙ୍କ ବଡ଼ପୁଅ ଅକାଳରେ ମଲା ପରେ ତା’ ସ୍ତ୍ରୀକୁ ନାନା ଦୋଷ ଦେଇ ଘରୁ..
ସେଇ ମେଘ ଅନ୍ଧାର ରାତିରେ ବିଲ ମଝିରେ ଗୋଟାଏ ଭାଡ଼ି ତିଆରି କରି ଅଟା ଖଣ୍ଡେ ଜାଳି ପହଲି ବିଲ ଜଗିଚି।
କାଇଁକି ସେମତି ଗୋଟାଏ ଗଡ଼ର ଗଡ଼ର ହଉଚୁ କହିଲୁ? ମନ ହଉଚି ତ ଯାଆ, ଏକା ଗୋଟାଏ ବଦଳା ଠିକଣା କରି ଦେଇଯିବୁ।
ଅସ୍ତବ୍ୟସ୍ତ ହୋଇ ବୋଉ ଚୁଆରୁ ଗରାଏ ପାଣିନେଇ ଘର ଭିତରକୁ ଦଉଡ଼ି ଦଉଡ଼ି ଆସୁଥିଲା, କିନ୍ତୁ ଶେଷରେ ଗରାକ ପାଣି ପ୍ରତିବନ୍ଧକ ହେଲା, ସେ ପାହାଚ ଚାରିଟା..
ରାଜଧାନୀ ସନ୍ନିକଟସ୍ଥ ରାଜ ଉଦ୍ୟାନରେ ପ୍ରଭାତରେ ଦେଖାଗଲା ଏକ ଅଦ୍ଭୂତପୂର୍ବ ଦୃଶ୍ୟ। କେତେ ରାତ୍ରି ଧରି କ୍ରମାଗତ ଭାବରେ ସୁନ୍ଦର ଉଦ୍ୟାନରେ ବିଭ୍ରାଟ ସୃଷ୍ଟି କରୁଥିବା ଗୋଟିଏ..
୧୯୩୨ ସାଲ। ଲବଣ ସତ୍ୟାଗ୍ରହୀ ଭାରତର ବିଭିନ୍ନ ସ୍ଥାନରେ ଜେଲବରଣ କରିଚନ୍ତି। ଗୋଟାଏ ବଡ଼ରକମର ସଂଘର୍ଷ ଆଗରେ ବିଫଳ ହେଇ ଗୋରାଶାସକ ଯୋଜନାକରି ଜନସାଧାରଣଙ୍କୁ ଉତ୍ତ୍ୟକ୍ତ କରୁଚି।..
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)