ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ବ୍ରହ୍ମାନନ୍ଦ ପଣ୍ଡା

ସମ୍ପୂର୍ଣ୍ଣ ନୂତନ ଶୈଳୀର ଗଳ୍ପ ଲେଖକ ହିସାବରେ ବ୍ରହ୍ମାନନ୍ଦ ପଣ୍ଡାଙ୍କ (୧୯୨୨-୧୯୯୭) ନାମ ଉଲ୍ଲେଖଯୋଗ୍ୟ। ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମେ ସେ ବହୁସଂଖ୍ୟକ ଆଭାସଧର୍ମୀ କୁନି ଗଳ୍ପ ଲେଖିବାର ପ୍ରୟାସ କରିଛନ୍ତି।

ରାଜନୈତିକ ଚିନ୍ତାଭିତ୍ତିକ ଓ ବ୍ୟକ୍ତିଗତ ଅହଂସିକ୍ତ କାହାଣୀଗୁଡ଼ିକ ତାଙ୍କ ଲେଖନୀରେ ରୁଦ୍ଧିମନ୍ତ ହୋଇପାରିଛି। ଲେଖକଙ୍କ ଗଳ୍ପଗୁଡ଼ିକ ଜୀବନର ବିଭିନ୍ନ ସ୍ତର ଓ ସାମାଜିକ ଚରିତକୁ ନେଇ ପର୍ଯ୍ୟବସିତ। ମାନବିକ ଅନୁଭୂତିକୁ ନିରାଭରଣ ଶୈଳୀ ଓ ଆଭାସଧର୍ମୀ କଥନିକା ମାଧ୍ୟମରେ ଲେଖକଙ୍କ ଅଧିକାଂଶ ଲେଖା ପ୍ରକାଶ କରିବା ହେଉଛି ବିଶେଷତ୍ୱ।

ସେ ଏକାଧାରରେ ଜଣେ ରାଜ ନେତା, ସମାସେବୀ, ସାହିତ୍ୟିକ ଓ ଆଧ୍ୟାତ୍ମିକ ସାଧକ ଥିଲେ। ଜଣେ ଅନୁବାଦକଭାବେ ମଧ୍ୟ ସେ ନିଜର ପ୍ରଜ୍ଞା ଓ ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କର ପ୍ରକାଶିତ ଗଳ୍ପଗ୍ରନ୍ଥ ମଧ୍ୟରେ ‘ସାଧାରଣ ସତ୍ୟ’,‘କଳା ଓ କଳ୍ପନା’, ‘ଆତ୍ମ ପରିଚୟ’, ‘ପ୍ରାନ୍ତ ଯମକ’ ଆଦି ଅନ୍ୟତମ।

ଦେଢ଼ପଇସା

୧୯୩୨ ସାଲ। ଲବଣ ସତ୍ୟାଗ୍ରହୀ ଭାରତର ବିଭିନ୍ନ ସ୍ଥାନରେ ଜେଲବରଣ କରିଚନ୍ତି। ଗୋଟାଏ ବଡ଼ରକମର ସଂଘର୍ଷ ଆଗରେ ବିଫଳ ହେଇ ଗୋରାଶାସକ ଯୋଜନାକରି ଜନସାଧାରଣଙ୍କୁ ଉତ୍ତ୍ୟକ୍ତ କରୁଚି।...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP