/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ଗଳ୍ପ

ମୋ ଘର ଶ୍ରୀଜଙ୍ଗ

ଅଫିସ୍ ବେଳ ହୋଇଗଲାଣି, ହରିମୋହନ ତରତର ହେଲେଣି ଅଫିସ୍‌କୁ ଯିବା ପାଇଁ। ମୋଟରଗାଡ଼ି ଆସି ପୋର୍ଟିକୋରେ ଲାଗିଗଲାଣି। ମନ୍ତ୍ରୀଙ୍କ ସହିତ ଅଫିସ୍‌ରେ ସହଜରେ ଦେଖା ହୋଇପାରେ ନାହିଁ..

ଚଢ଼େଇ

ବୈଶାଖର ଆରମ୍ଭ। ଦିନ ସାଢ଼େ ତିନିଟାବେଳ। ଢଳିଲା ଖରା ବି ଜଳୁଛି। ସାମ୍ନାରେ ବାଁ’କୁ ଦୋ’ଟି କୃଷ୍ଣଚୂଡ଼ା ଗଛ, ଇଟା ବର୍ଣ୍ଣର ଫୁଲ ଲଦି ହୋଇଛି, ମଝିରେ..

ବଂଶୀ ଓ ବନ୍‌ଶୀ

ବିସ୍ତୃତ ଏକ ପ୍ରାନ୍ତର ବକ୍ଷରେ କ୍ଷୁଦ୍ର ଜଳପୂର୍ଣ୍ଣ ସରୋବରଟିଏ। ଅନତିଦୂରରେ, ପଥ ପାର୍ଶ୍ବରେ ଗୋଟିଏ ଭଗ୍ନସ୍ତୂପାକୃତି ଦେବାଳୟ। ମୃତଗୌରବ ଦେବାଳୟର ଜୀବନ୍ତ ପ୍ରତୀକ ସ୍ବରୂପ ତାର ଜୀର୍ଣ୍ଣ..

ଗୁରୁ ଘଣ୍ଟାଳ

ନିହାତି ଏ ଗାଁଟାକୁ ନ ଛାଡ଼ିଲେ ନୁହେଁ। ଚାରିଆଡ଼ୁ ଯେମିତି କେଞ୍ଚାକେଞ୍ଚି ଚାଲିଛି, ଶେଷରେ ଏ ପ୍ରାଣଟା ବି ଯିବ। ନ ହେଲେ ଏ ଗାଁ ଲୋକେ..

କ୍ଷଣିକା

ସୂର୍ଯ୍ୟ ଉଠି ନଥା’ନ୍ତି। ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି। ଖରାଦିନ। ମଟର ବସ୍‌ କଟକ ଷ୍ଟେସନ୍‌ ଛାଡ଼ିଲା। ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା। ମୋର ସେଇଆଡ଼େ..

ବିଶେଷ ସମ୍ବାଦ

ମୁଁ ଶୋଇ ଶୋଇ ଖବର କାଗଜ ପଢ଼ୁଛି। ପ୍ରଶାନ୍ତି ଶୋଇ ଯାଇଛି। ମଶାମାନେ ମୋ କାନ ପାଖରେ ବିରକ୍ତିକର ଶବ୍ଦ କରୁଛନ୍ତି। କୋରାପୁଟ ଜିଲ୍ଲାରେ ସମସ୍ତ ବସ୍‌..

ପ୍ରତିଭା ପୂଜା

ଆମ୍ଭମାନଙ୍କ ଦେଶରେ ଲୋକମାନେ ଅନ୍ୟାନ୍ୟ ବିଷୟ ପରି ପ୍ରତିଭା ପୂଜା ବିଷୟରେ ବଡ଼ ପଶ୍ଚାତ୍‌ପଦ। ସଭ୍ୟ ଦେଶମାନଙ୍କରେ ପ୍ରତିଭାଶାଳୀ ବ୍ୟକ୍ତିମାନେ ରାଜକୋଷରୁ, ସଭାସମିତିରୁ ବୃତ୍ତି ଓ ପ୍ରତିଭା..

ଘାସ

କୁଆଁର ପୁନେଇଁ ତିଆସି ଦିନ-ଦୁଇ ଘଡ଼ି ଅନ୍ଧାର। ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି। ରାସ୍ତା ସେତେ ଚହଳ ନ ଥିଲା। ଦଣ୍ଡେ ପହରେ..

ଆକର୍ଷଣ

(ସତ୍ୟ ଘଟଣା ମୂଳକ ଗଳ୍ପ) ଏକ ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ କେତେବେଳେ ବା ଦୁଃଖ ହୁଏ। ଯେତେବେଳେ କାମଦାମ କିଛି..

ନାୟଗ୍ରା ଓ ଦେବଯାନୀ

ସମ୍ମୁଖରେ ଭୀମକାନ୍ତ ନାୟଗ୍ରା ପ୍ରପାତ ସ୍ବୟଂଭୁ ଶଙ୍କରଙ୍କ ମୌଳି ଉପରେ ଚତୁର୍ଥୀ ଚନ୍ଦ୍ର। ଚତୁର୍ଥୀ ଚନ୍ଦ୍ରର ଆକାର ନାୟାଗ୍ରା ପ୍ରପାତର। ‘‘ପବନଃ ପବତାମସ୍ମି ରାମଃ ଶସ୍ତ୍ରଭୃତାମହମ୍‌ ଝଷାଣାଂ..

ଜାତୀୟ ସଂସ୍କୃତିକୁ ଓଡ଼ିଶାର ଦାନ

‘ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା। ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି। ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ। ଏହା..

ମୁଣ୍ଡି ସାହାଡ଼ା

ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି। ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର। ତେଣିକି ଗାଁ ଦାଣ୍ଡ। ଛୋଟ ଗାଁଟିର ନାମ ବିକ୍ରମପୁର। ବାହୁଦା ନଈର..

ବୁଢ଼ାଶଙ୍ଖାରି

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା। ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି..

ପହିଲା ପରେ

ଘରେ ଆସି ଗୋଡ଼ ଦେଲାକ୍ଷଣି ସାନପୁଅ ଟୁନୁ ଆସି କହେ- ବାପା ବିସ୍କୁଟ୍‌? ବାପା ପୁଅଟିକୁ ଗେଲ କରି କାଖକୁ ଟେକି ନିଅନ୍ତି ଆଉ ତା ଗାଲରେ..

NEWSLETTER

Enter your email address below to subscribe to my newsletter

ଆପଣଙ୍କ ଭୋଟ

How Is My Site?

View Results

Loading ... Loading ...
ଲୋକପ୍ରିୟ ଲେଖା
ପ୍ରବାସରେ ସାହିତ୍ୟ
advertisement
ads
ପାଠକୀୟ ମତାମତ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP