ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଗଦ୍ୟ ଓ ଗଳ୍ପ

ଭୋଜି

ପଡ଼ିଆରେ ଦଳ ଦଳ ହୋଇ ପିଲା ବୁଲୁଛନ୍ତି। ଚିହ୍ନା ପିଲାଙ୍କୁ ଦେଖି ଭାଇର ହାତଧରି ରମା ତାଙ୍କ ପାଖକୁ ଗଲା। ଦଳକଯାକ ବିନକୁ ଚାହିଁଛନ୍ତି-ସମସ୍ତଙ୍କ ଓଠରେ ମୁରୁକି..

କଙ୍କାଳର ସ୍ମୃତିଲିପି

ପଦ୍ମପଲାଶ-ଲୋଚନ….ଅର୍ଦ୍ଧେନ୍ଦୁଲଲାଟ…ଚନ୍ଦ୍ରମୁଖ….ଜବାଧର….ଗୋଲାପଗଣ୍ଡ….ମୃଣାଳବାହୁ……ଚମ୍ପକାଙ୍ଗୁଳି- ଜୀବନ୍ତ ଓ ଯୌବନକୁ ଘେନି ତ କାବ୍ୟ। ଏ ତ ଗୋଟାଏ କଙ୍କାଳ-ଉଲଗ୍ନ…ନିରଳଙ୍କାର; କାହାର ଗେଲବସର ପୁତ୍ର ଥିଲା ସେ। କାହାର ଅଲିଅଳି କନ୍ୟା? କାହାର..

ଚୋରାବାଲି

‘ଖାଲି ଦୁଃଖ, ଦୁଃଖ। ଖାଲି ଭୋକିଲା ପେଟ, ଛିଣ୍ଡା ଲୁଗା। ଏମିତି ଲୁହବୁହା କଥା ଶୁଣି ଶୁଣି ହାଲିଆ ଲାଗିଲାଣି।’ ‘ତେବେ?’ ‘ତେବେ- ଦୁନିଆରେ କ’ଣ ଆମୋଦ..

ଅନୁରକ୍ତି

ବୈଶାଖର ପ୍ରଚଣ୍ଡ ରୌଦ୍ର। ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲି ଯାଇଛନ୍ତି। ମୁଁ ଏଠି ଏକା। ହୋଟେଲ୍‌ରେ ଖାଉଥାଏଁ। ମନ..

କନ୍ୟାରତ୍ନ

‘ପୁଅକୁ ପକା, ଝିଅ ଥିଲେ ମୋର ଷାଠିଏ ଟଙ୍କା’- ଏ ପ୍ରବାଦଟି ଆମ୍ଭେ ପିଲାବେଳେ ଗାଁର ଜଣେ ଦି’ ଜଣ ମାଉସୀ ସ୍ଥାନୀୟା ଭଦ୍ରମହିଳା କହିବାର ଶୁଣିଥିଲୁ।

ଦଉଡ଼

ସମୁଦ୍ରର ବାଲିପନ୍ତା ଉପରେ ସେ ଗୋଟାଏ ଲମ୍ବ ଲଟା, ତା ଚେର ପାଇଁ ମାଟି ନାହିଁ, ଖାଲି ଘୁଙ୍ଗା ବାଲି, ମିଠା ପାଣି ନାହିଁ। ସମୁଦ୍ରର ଉଛୁଳା..

ନିସ୍ତରଙ୍ଗ

ମିତା! ବୋଧହୁଏ କାନ୍ଦି ପକାଇଥାନ୍ତା କିମ୍ବା ମନକୁ ମନ ହସିଥାନ୍ତା। ଅଥଚ ସେ କାନ୍ଦିଲାନି କି ହସିଲାନି।

ଉତ୍ତରଣ

ଶମ୍ଭୁଚରଣ କବି ବନିଯିବା ଆମ ପାଖରେ ଯେତିକି ଆଶ୍ଚର୍ଯ୍ୟଜନକ ଘଟଣା ନ ଥିଲା, ତା’ଠୁ କାହିଁକି କେତେଗୁଣ ବିସ୍ମୟକର ଘଟଣା ଥିଲା ଶମ୍ଭୁଚରଣ ଦାତାକର୍ଣ୍ଣ ବନିଯିବା। ଏମିତିରେ..

ସାହିତ୍ୟର ଗୁଣ

ଉତ୍କଳ ସାହିତ୍ୟର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ତଥାପି ଯେଉଁମାନେ ଏହି ସାହିତ୍ୟର ଅନୁଶୀଳନରେ ବ୍ରତୀ, ସେମାନେ ଜାଣନ୍ତି, ଆମ୍ଭମାନଙ୍କ ମାତୃଭାଷାର ସାହିତ୍ୟରେ କ’ଣ..

ଦେବୀ

ମଦନ ଯେତେବେଳେ ଧୀରେ ଧୀରେ ଆଖି ଖୋଲି ଯନ୍ତ୍ରଣାରେ ଦୀର୍ଘ ‘ଉଃ’ ଶବ୍ଦ କଲା, ସେ ଜାଣିପାରିଲା ନାହିଁ ସେ କେଉଁଠି ଅଛି। ଡେବିରି ଆଣ୍ଠୁ ତଳକୁ..

ଏବେ ମଧ୍ୟ ବଞ୍ଚିଛି

ବେଣୁଧର କ’ଣ କରିବ କିଛି ଠିକ୍‌ କରିପାରିଲା ନାହିଁ। ଯେତେବେଳେ ଗାଁ’ଯାକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆହୁଏ। ଭାବେ,..

ମୋ ଘର ଶ୍ରୀଜଙ୍ଗ

ଅଫିସ୍ ବେଳ ହୋଇଗଲାଣି, ହରିମୋହନ ତରତର ହେଲେଣି ଅଫିସ୍‌କୁ ଯିବା ପାଇଁ। ମୋଟରଗାଡ଼ି ଆସି ପୋର୍ଟିକୋରେ ଲାଗିଗଲାଣି। ମନ୍ତ୍ରୀଙ୍କ ସହିତ ଅଫିସ୍‌ରେ ସହଜରେ ଦେଖା ହୋଇପାରେ ନାହିଁ..

ଚଢ଼େଇ

ବୈଶାଖର ଆରମ୍ଭ। ଦିନ ସାଢ଼େ ତିନିଟାବେଳ। ଢଳିଲା ଖରା ବି ଜଳୁଛି। ସାମ୍ନାରେ ବାଁ’କୁ ଦୋ’ଟି କୃଷ୍ଣଚୂଡ଼ା ଗଛ, ଇଟା ବର୍ଣ୍ଣର ଫୁଲ ଲଦି ହୋଇଛି, ମଝିରେ..

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP