ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ ଅନ୍ୟ ଗ୍ରାମେ…
ସ୍ବଭାବ କବି ଗଙ୍ଗାଧର ମେହେର ( ମତାମତ - 17ଟି )
କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି, କି ଅମୃତେ ତୋ ତନୁ ଗଢ଼ିଲା ବିହି? ତୋ ରୂପ-ଦରଶନେ ମୋର ହୃଦୟ ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ୧ ଢଳ ଢଳ ସୁନୀଳ ସରସୀ ଜଳ, ଢଳ ଢଳ ଶ୍ୟାମଳ ନଳିନୀ ଦଳ, ଢଳ…
ଭକ୍ତକବି ମଧୁସୂଦନ ରାଓ ( ମତାମତ - 5ଟି )
ତୁମକୁ ବା ସଚ୍ଚିବାବୁ ଦେଖିଥିଲେ କେବେ ଜାଣେନାହିଁ ଅଳକା ସାନ୍ୟାଲ ସେତେବେଳେ ଆକାଶରେ ସ୍ବର୍ଣ୍ଣ ଚିତା ବାଘ ଅବା ହରିଣର ଛାଲ ଅବା ଥିଲା ଗୋଲ ହୋଇ ହଳଦିଆ ଜହ୍ନର ମଶାଲ ମୁଁ ତୁମକୁ ଦେଖେ ଆଜି ତୁମେ ଦିଅ ବ୍ଲାଉଜ୍ର…
ଗୁରୁପ୍ରସାଦ ମହାନ୍ତି ( ମତାମତ - 1ଟା )