ପରିବର୍ତ୍ତନ
ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି ସମୟକୁ ଜୀବନ୍ତ ସାବ୍ୟସ୍ତ କରିବାର ଏକ ପ୍ରୟାସ ନିରବଛିନ୍ନ ଅବା ଆବର୍ତ୍ତନର ପରିଧିରେ ଶୀର୍ଷତ୍ୱର ଏକ ବୃଥା ପ୍ରହସନ। (୧) କେତେବେଳେ..
Loading...
ଉଦୀୟମାନ ପ୍ରତିଭା
ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି ସମୟକୁ ଜୀବନ୍ତ ସାବ୍ୟସ୍ତ କରିବାର ଏକ ପ୍ରୟାସ ନିରବଛିନ୍ନ ଅବା ଆବର୍ତ୍ତନର ପରିଧିରେ ଶୀର୍ଷତ୍ୱର ଏକ ବୃଥା ପ୍ରହସନ। (୧) କେତେବେଳେ..
କବିତା: ଗୋଟେ ସରଳ, ତରଳ, ସାବଲୀଳ କନ୍ୟାର ପ୍ରତିବିମ୍ବ ଗପ: ଗୋଟେ ଜିଜ୍ଞାସୁ ପୁରୁଷର କାୟା ଛନ୍ଦରେ ବନ୍ଧା ଭାବର ଘୁଙ୍ଗୁର, ପାଦେ ପାଦେ ସ୍ରୋତର ତାଣ୍ଡବ..
ଜୀବନ ନଉକା ଋଣରେ ବୋଝେଇ କି ଦାନ ମାଗିବି ଆଉ, ରଣ କରିବାକୁ ପଣ ବି ତ ନାହିଁ ଆଶୀର୍ବାଦ ଟିକେ ହେଉ। ଧନଜନ ମୋର ବଇର..
ମଣିଷ ଜୀବନ ପାଣିରେ ଫୋଟକା କେତେବେଳେ ଲିଭିଯିବ କାହିଁ ପାଇଁ ଏତେ ମାନ ଅଭିମାନ କ୍ରୋଧ ଘୃଣା ଆଉ ଗର୍ବ। କି ନେଇ ଆସିଛୁ କି ନେଇ..
ଟିକି ଚଢ଼େଇ ମୋ ଟିକି ଚଢ଼େଇ ଟିକି ଟିକି ପର ଦେବୁ ହଲେଇ। ଟିକି ଥଣ୍ଟେ କିଚିମିଚିରି କରି ଟିକି ଟିକି ଆଖି ମିଟିକା ମାରି। ଏ..
ସିଲଟ ଖଡ଼ି ଗଲାଣି ଉଡ଼ି, କଲମ ଖାତା ଜାବୁଡ଼ି, ଓଡ଼ିଆ ଛାଡ଼ି ଯାଏ ସେ ମାଡ଼ି, ତୁଣ୍ଡରେ ଇଂରାଜୀ ରଡ଼ି। ବର୍ଣ୍ଣବୋଧଟି ଖାଉଛି ମାଟି, ଭାଷାରେ ଅନେକ..
ହେ ବନଲତା! କଥା କହ ତୁହି ଆଜି; କାହିଁ ସେଇ ରୂପ ତୋହରି ସରାଗ କାହିଁକି ଦେଇଛୁ ତେଜି? ଶୀତଳ-ସମୀର ବହି ଆସୁଥିଲା ସାଇଁ ସାଇଁ ;..
ତଥାପି ବଞ୍ଚି ରହିଛି ସ୍ମୃତି ତାର ଆଜି ସ୍ମୃତିକାର ଅଛି ଅବା କିଏ ସ୍ମୃତି ର ଦୁଇଟି ଅକ୍ଷରର ଅର୍ଥ ବୁଝିବାକୁ ବେଳ ନାହିଁ ଖୋଜି ବାହାର..
ପ୍ରାଚୀ ମୂଳେ ଏବେ ତାଳ ବୃକ୍ଷ କରେ ଉଷା ଦେବୀ ପାଦ ପଡେ ଧିରେ ଧିରେ, ଶଯ୍ୟାତ୍ୟାଗୀ ସେହି ନବଉଢା ମାନେ ନିଜ କାର୍ଯ୍ୟ କଥା ଭାବି..
ସଂଯୋଗବଶତଃ ଏକ ସଂଯୋଗ ବେଳାରେ ସୁଯୋଗ ପାଇଲି ଜଣେ ସୁଜନର (ସୌମ୍ୟ-ସୁଦର୍ଶନ ପ୍ରାୟ)। ସୌଜନ୍ୟତାମୂଳକ ସମ୍ଭାଷଣ, ପରେ ସର୍ତ୍ତହୀନ ସମୀକ୍ଷାୟନ, ସୀମାହୀନ ସ୍ଵପ୍ନସବୁର ସମ୍ଭାବନାମୟ ପ୍ରତିଶ୍ରୁତି ସାକାର..
ବିବଶ ମୁଁ, ବିପଥଗାମୀ ନୁହେଁ ବିବ୍ରତ ମୁଁ, ବର୍ତ୍ତମାନର ବିଚାରରେ ବ୍ୟତିକ୍ରମ ବାରବାର ଘଟୁଅଛି ବିଳମ୍ବିତ ବେଳ-ବାର–ବର୍ଷରେ ବିଚାରପଣର ବିଷୋଦଗାର ଜାରିରହିଛି ବ୍ୟଥିତ ଏ ବିସ୍ଥାପିତ ମନ-ମସ୍ତିଷ୍କ..
ସକାଳ ପାହିଲେ ଏହି ଝରକା ମୋତେ ଦେଖାଏ ଖଣ୍ଡିଏ ନେଳିଆ ଆକାଶ ଯେଉଁଠି ସୁରୁଜ ଉଡୁଥାଏ ନାଲି ନାଲି ଡେଣା ଝାଡ଼ି ଝାଡ଼ି ଆଉ ଦେଖାଏ କିଚିରି..
ମନେପଡ଼େ ଆଜି ରଜର ଚକୁଳି ଆମ୍ବ ଗଛ ଦୋଳି ସୁଦଶା ବ୍ରତର ପିଠା ରଥର ଦଉଡ଼ି ବର୍ଷାରେ କବାଡ଼ି ରାଧାଷ୍ଟମି ର ମିଠା। ଦଶହରା ଛୁଟି ବାଟ..
ବସ୍ତାନି ଭିତରେ ରଫ୍ ଖାତାଟିର ସ୍ଥିତି ବଡ ଭୟଙ୍କର। ତା’ର ପ୍ରତିଟି ପୃଷ୍ଠା ଉତ୍ସର୍ଗ କରିଛି ଅନ୍ୟର ଉପକାର ପାଇଁ। ଲେଖାମାନଙ୍କର ଗହଳି ଭିତରେ ବ୍ୟସ୍ତ ରହୁଥିବା..
ନିଝୁମ ଖରାବେଳେ, ପାଲି ଆଉ ସାର ଧରି, ସେ ଚାଲିଆସେ ଲୁଡୁ ଖେଳିବାକୁ। ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ, କେତେ ଅଳିକରେ; କେତେ ଝଗଡା..
ମାତୃଭୂମି ଯାର ଓଡ଼ିଶା ଅଟଇ ମାତୃଭାଷା ଯାର ଓଡ଼ିଆ ତଥାପି କାହିଁକି ମନରେ ଏ ଭୟ କହିବାକୁ ମୁଁ ଓଡ଼ିଆ। ଓଡ଼ିଆ ହୋଇକି ଆଜି ମୁଁ ଗର୍ବିତ..
ମହୀୟସୀ କବୟିତ୍ରୀ (କୁନ୍ତଳା କୁମାରୀ ସାବତ)ଙ୍କର ଶେଫାଳି ପ୍ରତି କବିତା ବହୁତ ଉଚ୍ଚକୋଟିର ଏବଂ ତତ୍ତ୍ବ ଭିତ୍ତିକ। ଏଠାର.. More
ସୁନ୍ଦର କବିତା! ସୌଭାଗ୍ୟ କୁମାରଙ୍କର ଆହୁରି ଅନେକ କାଳଜୟୀ କବିତା ରହିଚି। ତନ୍ମଧ୍ୟରୁ କେତୋଟି ପତ୍ରସ୍ଥ କରିବାକୁ ଅନୁର.. More
ଖୁବ୍ ଭଲ ଲାଗିଲା| ସୁନୀଲ୍ ଭାଇ, ଅନେକ ଧନ୍ୟବାଦ। ସମ୍ପୂର୍ଣ ସମପର୍ଣର କଥା ଏଠାରେ ଦେଖେଇଛନ୍ତି। ଆବେଗ ରହିଛି ଏ କବିତାର.. More
ବହୁତ ସୁନ୍ଦର କବିତା। ଶବ୍ଦ ସଂଯୋଜନା ଅତି ଉତ୍ତମ।.. More
ବାଗଦେବୀ! ଲେଖା ବହୁତ୍ ଭଲ ଲାଗିଲା। ଆହୁରି ଲେଖ।.. More
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭