ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଦୁଃଶାସନ ଆସିଅଛି ବସ୍ତ୍ର ହରିବାକୁ ବସ୍ତ୍ର ଦୁର୍ଲଭ ଦିସେ ମର୍ତ୍ତେ, ସେ ହରିବ କାହାକୁ ମନେ ମନେ ଦୁଃଶାସନ ସଂସୟେ ପଡ଼ିଲା ବସ୍ତ୍ର ଅବା ଅନ୍ତବସ୍ତ୍ର କହ ଆରେ ବଳା ନାରୀ ହୋଇ ସମାଜକୁ ଭ୍ରମିତ କରୁଛୁ ପୁରୁଷ ପୋଷାକ ପିନ୍ଧି…
ଅକ୍ଷୟ କୁମାର ରାଉତ, ନୂଆଦିଲ୍ଲୀ ( ମତାମତ - 18ଟି )
ପ୍ରେମ କରେ ଯିଏରେ! ତାଠୁ ସୁଖୀ କିଏରେ! ସେହି ସିନା ମାଟ୍ରିକ୍ରେ ହାଟ୍ରିକ୍କରେ ସେହି ସିନା ରହିଯାଏ ଦି‘ ଥର ବି.ଏ ରେ! ପ୍ରେମ କରେ ଯିଏରେ! ତାଠୁ ସୁଖୀ କିଏରେ! ପହିଲେ ପହିଲେ କଫି, ଲସି ପରେ ନାଲି ପାଣି…
ଦେବାଶିଷ ମହାପାତ୍ର ( ମତାମତ - 47ଟି )