ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ନବ ପ୍ରତିଭା

୨୧ତର୍ଜମା

ନିଦ ମାଉସୀର ଦୁନିଆ ବଣରେ ସ୍ବପ୍ନ ବଣିକର ବଇଁଶି ଶୁଭିଲେ କାମ ଥାଉ ବାକି ଆଖି ଯାଏ ଲାଗି ଅଳସ ପଣରେ ଶୋଇଯିବା ପାଇଁ, କେତେ ଅଳି ହୁଏ ଲୁହ ଢାଳି ହୁଏ ପଲକରେ ନିଦ ସବାର ହୁଏ୥ ଜହ୍ନ ମାମୁଁ…

ମାନସୀ ସାହୁ, ରାଉରକେଲା  ( ମତାମତ - 5ଟି )

୨୨ବୁଢ଼ି ମା’

ତା’ ଚେହେରାର ଲାଲିମା ଡୁବିବାକୁ ବସିଲାଣି ବୟସର ଅପରାହ୍ନରେ ତା’ ପାକୁଆ ପାଟିର ହସ ପରିବାରର ମନ କିଣେ ଅସ୍ପଷ୍ଟ କଥାରେ ତା ଅଭିଜ୍ଞତା ପୁର୍ଣ୍ଣ ରୂପ ନିଏ ପରଳ ଆବଦ୍ଧ ଆଖିରେ ସେ’ ଏବେ ବି ସବୁ କିଛି ଦେଖିପାରେ…

ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ  ( ମତାମତ - 7ଟି )

୨୩ଆ’ରେ ଆ ମୋ’ କଳାକାହ୍ନୁ

ଆ’ରେ ଆ ମୋ କଳାକାହ୍ନୁ ମୋ କୋଳକୁ ଫେରିଆ ପଥର ଦେଉଳେ ପଥର ହେଲୁ ତୁ କାନ୍ଦୁଛି ଯଶୋଦା ମାଆ ୥ ୦ ୥ ସାରା ବୃନ୍ଦାବନେ ଖୋଜି ମୁଁ ଆସିଲି ଖୋଜିଲି ଯମୁନା କୂଳେ ଗୋଧନ ବାହୁଡ଼ା ପଥକୁ ଚାହିଁଲି…

ପ୍ରମିଳା ପତି, କଟକ  ( ମତାମତ - 5ଟି )

୨୪ନାରୀ

ନାରୀ କେଜାଣି କାହିଁକି ସେ ଭଲ ପାଇବା ଶିଖେ, ଅନ୍ୟକୁ ପ୍ରେମ କରିବା ଶିଖେ, ଅଯାଚିତ ଭାବରେ ହୃଦୟର ସବୁଯାକ ସାଇତା ଭଲପାଇବାକୁ ଅଜାଡ଼ି ଦେବା ଶିଖେ, ବିନା ଆଶା ଆଉ ପ୍ରତ୍ୟାଶାରେ ନିଜକୁ ସମର୍ପିତ କରିବା, ଅଜାଣତରେ ବି ଶିଖି…

ଦୀପ୍ତିମୟୀ ପାଢ଼ୀ  ( ମତାମତ - 13ଟି )

୨୫ଥିଲା ମୋର ଏକ ଶାଳୀ

ଥିଲା ମୋର ଏକ ଶାଳୀ ଦେଖିବାକୁ ଟିକେ କାଳୀ ହସିଦେଲେ ସେ ମୁକ୍ତା ଝରିପଡ଼େ କଥା କହେ ଭଳି ଭଳି ୤ ନାଁ ଟି ମଉନାବତୀ… ଚବିଶି ଘଣ୍ଟିଆ ଚ୍ୟାନେଲ୍‌ ପରି ସେ ଯାଏ ନାହିଁ କେବେ ଥକି ପିଠା ପଣା…

ଅକ୍ଷୟ ରାଉତ, ନୂଆଦିଲ୍ଲୀ  ( ମତାମତ - 5ଟି )

୨୬ଈପ୍‌ସା ଜାଗିଛି ମନରେ

ଈପ୍‌ସା ଜାଗିଛି ମନରେ ପ୍ରଭୁ ଦରଶନ ଈଶ ସେତ ଜଗତର ନୁହନ୍ତି ଅଭିନ୍ନ ୤ ଈର୍ଷା କରୁନାହିଁ ରାଧା ମୀରାଙ୍କ ସାଙ୍ଗରେ ଈଶ ସାଙ୍ଗରେ ମଜ୍ଜିବି ମୁଁ ହୋଲି ରଙ୍ଗରେ ୤ ଈଜ୍ୟା କେବେ କରିନାହିଁ ପ୍ରଭୁଙ୍କ ନିକଟେ ଈଶାନ ବୁଝିବେ…

ଶରତ କୁମାରୀ ମିଶ୍ର, ଭୁବନେଶ୍ବର  ( ମତାମତ - 1ଟା )

୨୭କମ୍ପୁଟର୍‌କୁ ନେଇ ଦୁଇ କବିତା

କମ୍ପୁଟର୍‌ କାଲିଥିଲା ଯାହା ସପନ ଆଜି ହୋଇଲା ସତ କମ୍ପୁଟର୍ ବଳେ ମଣିଷ ଏବେ ଉଡ଼ାଏ ନେତ ! ଏଇ ବସ୍ତୁ କେଡ଼େ ଅଜବ ଅଛି ତାପାଖେ ଜ୍ଞାନ ଶୂନ ଏକ ସାଥିରେ ଧରି କରେ ସବୁ ସମାଧାନ !! ସେତ…

ଅରୁଣ କୁମାର ତ୍ରିପାଠୀ , ହାଇଦରାବାଦ୍‌  ( ମତାମତ - 5ଟି )

୨୮ଜୀବନର ରୂପ

ଜୀବନର ଅନେକ ରୂପ ମୁଁ ଦେଖେ ଲୋକଙ୍କୁ ହସି ହସି ଦୁଃଖ ସହିଯିବାର ଦେଖେ, ଆଉ ନିଜ ଲୋକଙ୍କୁ ଦୁଃଖ ଦେବାର ଦୃଶ୍ୟ ବି ଦେଖେ, ଆଲୋକରୁ ବି ଅନ୍ୟାୟ ମୁଣ୍ଡ ଟେକିବାର ଦେଖେ, ଧର୍ମ-ସୌଦାଗରଙ୍କର ଏଠି ଧର୍ମ-ଦ୍ରୋହ ବି ଦେଖେ,…

ଅସିତ କୁମାର ସ୍ବାଇଁ  ( ମତାମତ - 1ଟା )

୨୯ବସ୍ତ୍ର ହରଣ

ଦୁଃଶାସନ ଆସିଅଛି ବସ୍ତ୍ର ହରିବାକୁ ବସ୍ତ୍ର ଦୁର୍ଲଭ ଦିସେ ମର୍ତ୍ତେ, ସେ ହରିବ କାହାକୁ ମନେ ମନେ ଦୁଃଶାସନ ସଂସୟେ ପଡ଼ିଲା ବସ୍ତ୍ର ଅବା ଅନ୍ତବସ୍ତ୍ର କହ ଆରେ ବଳା ନାରୀ ହୋଇ ସମାଜକୁ ଭ୍ରମିତ କରୁଛୁ ପୁରୁଷ ପୋଷାକ ପିନ୍ଧି…

ଅକ୍ଷୟ କୁମାର ରାଉତ, ନୂଆଦିଲ୍ଲୀ  ( ମତାମତ - 18ଟି )

୩୦ନିମିତ୍ୟ

ରଜତ କୁମାର ମିଶ୍ର

ସେମିତି ସମୟରେ ତୁରୀ-ଭେରୀ କମ୍ପିଗଲେ ପ୍ରାଣ ଉଡ଼େ ତୁଙ୍ଗ ଶିଖରକୁ ଶାଣଦିଆ ଶର ପରି, ଶବ୍ଦଙ୍କ ସେ ଅମାନିଆ ସେନା ପାଟହାତୀ ଶୁଣ୍ଢ ତୋଳେ, ବଙ୍କା ତେଢ଼ା ପ୍ରଶ୍ନବାଚୀ ପରି ମୃଦଙ୍ଗର ଧିମିଂ ଧିମିଂରେ ଅଣାୟତ୍ତ ହୁଏ ଶମ୍ଭୁଙ୍କ ତାଣ୍ଡବ ରାଗିଣୀ…

ରଜତ କୁମାର ମିଶ୍ର  ( ମତାମତ - 3ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ