ଆହେ ଓଡ଼ିଶାର ଜନତା
ଆହେ ଓଡ଼ିଶାର ଜନତା ପୋଡ଼ିଯାଉ ମୋର ଲେଖକ ହେବାର ନଗଲା ଯଦି ମୋ ବାରତା। ପୋଡ଼ିଯାଉ ମୋର ସଳଖ ସୁନ୍ଦର ନାନା କାରୁକାମ ଶବଦ, ପୋଡ଼ିଯାଉ ମୋର..
Loading...
ପଦ୍ୟ ଓ କବିତା
ଆହେ ଓଡ଼ିଶାର ଜନତା ପୋଡ଼ିଯାଉ ମୋର ଲେଖକ ହେବାର ନଗଲା ଯଦି ମୋ ବାରତା। ପୋଡ଼ିଯାଉ ମୋର ସଳଖ ସୁନ୍ଦର ନାନା କାରୁକାମ ଶବଦ, ପୋଡ଼ିଯାଉ ମୋର..
ନବ ବିକଶିତ ଫୁଲ ଗନ୍ଧ ନବ ସରସ କବିତା ଛନ୍ଦ ବନ ବିହଗ ମଧୁର ତାନ ଶିଶୁ ସରଳ ତରଳ ଗାନ ନବ ପ୍ରଫୁଲ୍ଲ କମଳ କାନନ..
ଛୋଟ ଛୋଟ ଫୁଲ ଛୋଟ ଛୋଟ ଶ୍ୟାମ ଘାସ ଟିକି ଓଠଧାରେ ନାଲି ଗୁଲୁଗୁଲୁ ହାସ ଛୋଟ ତରାଟିର ମିଟିମିଟି ଆଖି ଠାର ଓଦା ଆଖିତଳେ ସରୁ..
ବରଷା ରାତିରେ ଯେ ଯାହାର ଘରେ ଶୁଅନ୍ତି ସମସ୍ତେ ଯାଇଁ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ। ପହିଲି ଆଷାଢ଼େ ବରଷଇ ମେଘ ଆଣ୍ଠୁଆଣି..
ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ। ଦାସପଣେ କିଣି ଅଧବା ଆଣି କିମ୍ପା ଏତେ ସରି କଲେ ॥୧॥ ନାହିଁ ମୋ ଭରସା ଉଡ଼ୁଛି..
ଅଠାନବେ ମସିହାର କେଉଁ ଏକ ପଉଷ କାଳର ଭିଜା ଶୀତୁଆ ସଞ୍ଜରେ ଭେଟିଥିଲି ତାକୁ, ଇବ୍ ନଈ ଆରପାରି ବନ୍ଧପାଲି ଗାଁ ମୁଣ୍ଡ ଶାଳବଣ ଉହାଡ଼ରେ ବାଣ୍ଟି..
ମୂଳ ଉର୍ଦ୍ଦୁ: ଜିଲାନୀ ବାନୁ ‘ଆଜି ଯଦି ମୋ’ଫାଇଲ୍ ଉପରୁ ନଆସେ, ତେବେ ମୋର ନିଶ୍ଚିତ ମରଣ ଜାଣ !’- ବଣ୍ଟିର ଡାଡି ବ୍ରେକ୍ଫାଷ୍ଟ ମେଜ ପାଖରେ..
(ରାଗ-ମଙ୍ଗଳ) ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି। କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ। ସୁନ୍ଦର ମାଳତୀ..
ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ, ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ, ସବୁଥିରୁ କରି ନିଃସ୍ବ ଶିଖାଇ..
ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼, ଫୁଟିଥିଲା ଫୁଲ ସଙ୍ଗେ ସରି କିବା ହେବ କେବେ ଫୁଲକଢ଼! ବଡ଼ ହୁଏ ଯଦି ପୂର୍ଣ୍ଣଚନ୍ଦ୍ର ପରି..
ମାଆ ମାଆ ବୋଲି କେତେ ମୁଁ ଖୋଜିଲି ମାଆକୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି। ଖୋଜିଲି ଅରଣ୍ୟେ..
ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ। ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ?..
ଶେଫାଳି! କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁଭୁରୁ ଗନ୍ଧ ତୋର ଭାସି ଆସେ ପବନେ, ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ ହସି ହସି..
(ରାଗ-ଆଷାଢ଼ ଶୁକ୍ଳ) ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ..
ଜାଗ କଙ୍କାଳ, ଜାଗ କଙ୍କାଳ, ଜାଗ କଙ୍କାଳ ଆଜି ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ଜୀବନପାତ୍ର ମୋ ଭରିଛ କେତେ ମତେ ନ ଦେଲେ କିଛି ବୋଲି କହିବି କି ହେ ଆଉ? ଜୀବନ ପ୍ରିୟତମ ହରିଛ ମୋ ଭରମ ତରଣୀ ମୋର..
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)