ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା (ନବ ପ୍ରତିଭା)

୨୧ନାରୀ

ନାରୀ କେଜାଣି କାହିଁକି ସେ ଭଲ ପାଇବା ଶିଖେ, ଅନ୍ୟକୁ ପ୍ରେମ କରିବା ଶିଖେ, ଅଯାଚିତ ଭାବରେ ହୃଦୟର ସବୁଯାକ ସାଇତା ଭଲପାଇବାକୁ ଅଜାଡ଼ି ଦେବା ଶିଖେ, ବିନା ଆଶା ଆଉ ପ୍ରତ୍ୟାଶାରେ ନିଜକୁ ସମର୍ପିତ କରିବା, ଅଜାଣତରେ ବି ଶିଖି…

ଦୀପ୍ତିମୟୀ ପାଢ଼ୀ  ( ମତାମତ - 13ଟି )

୨୨ଥିଲା ମୋର ଏକ ଶାଳୀ

ଥିଲା ମୋର ଏକ ଶାଳୀ ଦେଖିବାକୁ ଟିକେ କାଳୀ ହସିଦେଲେ ସେ ମୁକ୍ତା ଝରିପଡ଼େ କଥା କହେ ଭଳି ଭଳି ୤ ନାଁ ଟି ମଉନାବତୀ… ଚବିଶି ଘଣ୍ଟିଆ ଚ୍ୟାନେଲ୍‌ ପରି ସେ ଯାଏ ନାହିଁ କେବେ ଥକି ପିଠା ପଣା…

ଅକ୍ଷୟ ରାଉତ, ନୂଆଦିଲ୍ଲୀ  ( ମତାମତ - 5ଟି )

୨୩ଈପ୍‌ସା ଜାଗିଛି ମନରେ

ଈପ୍‌ସା ଜାଗିଛି ମନରେ ପ୍ରଭୁ ଦରଶନ ଈଶ ସେତ ଜଗତର ନୁହନ୍ତି ଅଭିନ୍ନ ୤ ଈର୍ଷା କରୁନାହିଁ ରାଧା ମୀରାଙ୍କ ସାଙ୍ଗରେ ଈଶ ସାଙ୍ଗରେ ମଜ୍ଜିବି ମୁଁ ହୋଲି ରଙ୍ଗରେ ୤ ଈଜ୍ୟା କେବେ କରିନାହିଁ ପ୍ରଭୁଙ୍କ ନିକଟେ ଈଶାନ ବୁଝିବେ…

ଶରତ କୁମାରୀ ମିଶ୍ର, ଭୁବନେଶ୍ବର  ( ମତାମତ - 1ଟା )

୨୪କମ୍ପୁଟର୍‌କୁ ନେଇ ଦୁଇ କବିତା

କମ୍ପୁଟର୍‌ କାଲିଥିଲା ଯାହା ସପନ ଆଜି ହୋଇଲା ସତ କମ୍ପୁଟର୍ ବଳେ ମଣିଷ ଏବେ ଉଡ଼ାଏ ନେତ ! ଏଇ ବସ୍ତୁ କେଡ଼େ ଅଜବ ଅଛି ତାପାଖେ ଜ୍ଞାନ ଶୂନ ଏକ ସାଥିରେ ଧରି କରେ ସବୁ ସମାଧାନ !! ସେତ…

ଅରୁଣ କୁମାର ତ୍ରିପାଠୀ , ହାଇଦରାବାଦ୍‌  ( ମତାମତ - 5ଟି )

୨୫ଜୀବନର ରୂପ

ଜୀବନର ଅନେକ ରୂପ ମୁଁ ଦେଖେ ଲୋକଙ୍କୁ ହସି ହସି ଦୁଃଖ ସହିଯିବାର ଦେଖେ, ଆଉ ନିଜ ଲୋକଙ୍କୁ ଦୁଃଖ ଦେବାର ଦୃଶ୍ୟ ବି ଦେଖେ, ଆଲୋକରୁ ବି ଅନ୍ୟାୟ ମୁଣ୍ଡ ଟେକିବାର ଦେଖେ, ଧର୍ମ-ସୌଦାଗରଙ୍କର ଏଠି ଧର୍ମ-ଦ୍ରୋହ ବି ଦେଖେ,…

ଅସିତ କୁମାର ସ୍ବାଇଁ  ( ମତାମତ - 1ଟା )

୨୬ନିମିତ୍ୟ

ରଜତ କୁମାର ମିଶ୍ର

ସେମିତି ସମୟରେ ତୁରୀ-ଭେରୀ କମ୍ପିଗଲେ ପ୍ରାଣ ଉଡ଼େ ତୁଙ୍ଗ ଶିଖରକୁ ଶାଣଦିଆ ଶର ପରି, ଶବ୍ଦଙ୍କ ସେ ଅମାନିଆ ସେନା ପାଟହାତୀ ଶୁଣ୍ଢ ତୋଳେ, ବଙ୍କା ତେଢ଼ା ପ୍ରଶ୍ନବାଚୀ ପରି ମୃଦଙ୍ଗର ଧିମିଂ ଧିମିଂରେ ଅଣାୟତ୍ତ ହୁଏ ଶମ୍ଭୁଙ୍କ ତାଣ୍ଡବ ରାଗିଣୀ…

ରଜତ କୁମାର ମିଶ୍ର  ( ମତାମତ - 3ଟି )

୨୭ଇଚ୍ଛା ହୁଏ

ଏ ସ୍ବାର୍ଥ ବୋଳା ପରିବେଶ ରେ ବି ଇଚ୍ଛା ହୁଏ ମୋର ଭଲ ମଣିଷଟିଏ ହେବାକୁ କିଛିଟା ସ୍ବପ୍ନ ସତ ହେବ ନାହିଁ ଜାଣି ସୁଦ୍ଧା ଭଲ ଲାଗେ ବାରମ୍ବାର ଦେଖିବାକୁ କିଛିଟା କଥାରେ କାଣିଚାଏ ସତ୍ୟତା ନଥିଲେ ବି ଭଲ…

ମାନସୀ ସାହୁ, ରାଉରକେଲା  ( ମତାମତ - 6ଟି )

୨୮ଆମ ପାଇଁ ଝୁରୁଥିବା ମନ

ପ୍ରାତଃ ରୁ ସାୟାହ୍ନ ଯାଏଁ ଲକ୍ଷ୍ୟ ପଥରେ ଧାଇଁ ଧାଇଁ ଜୀବନକୁ ଉପଭୋଗ କରୁ କରୁ, ସମୟ ସୁଖର ପସରା ଭରିଦେଲାବେଳେ କେବେ କେବେ ମନକୁ ଆସେ, କଅଣ ଭାବୁଥିବ ବୋଉ ଏକା ଏକା ଘରେ ବସି, ମନେ ପକାଉଥିବ ଆମର…

କ୍ଷେତ୍ରମୋହନ ସାହୁ, ବେଙ୍ଗାଲୁରୁ  ( ମତାମତ - 1ଟା )

୨୯ପ୍ରଳୟ

ଆମେ ଖଟିଖିଆ ଆମେ ସର୍ବହରା ଆମେ ଏ ମାଟିର ସନ୍ତାନ, ଆମ ପରିଚୟ, ଆମ ସ୍ବାଭିମାନ ଆମ ପାଇଁ ଅଟେ ଗରୀୟାନ୤ ଆମ ହାତ ଲାଗି ସଉଧ ଉଠୁଛି ଭୁଷୁଡ଼ି ଯାଉଛି ଆମ ଜୀବନ, ଆମ ଛାତି ରକ୍ତ ଶୋଷୁଛ ତୁମେ…

ପ୍ରଭାକର ମହାରଣା  ( ମତାମତ - 4ଟି )

୩୦ଦେଖିଛ କି ମୋ ଓଡ଼ିଶା କୁ …?

ଦେଖିଛ କି ମୋ ଓଡ଼ିଶା କୁ …? ଶୁଭ୍ର ସୈକତ ବେଳା ରେଣୁ ଧୌତ ପୁଣ୍ୟତୋୟା ମୋ ଜନ୍ମଦାତ୍ରୀ ମାଆ କୁ …… ଏଠି ରେଣୁ ରେ ଝରଇ ମମତା… ଏଠି ରଶ୍ମିରେ ଝରଇ ତେଜ… ଏଠି ସର୍ବତ୍ର ଝଂକୃତ ପ୍ରେମ……

ପ୍ରଶାନ୍ତ କୁମାର ଭୂୟାଁ  ( ମତାମତ - 25ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ