ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା (ନବ ପ୍ରତିଭା)

୧୧ଆଳାପ

ପ୍ରିୟମ୍ବଦା ମନ ମୋର
ଫୁଲଫୁଟା ଋତୁର ବେଳରେ
ଯିବୁନାହିଁ ବସନ୍ତର ବଗିଚାକୁ

ଆଶାରାଣୀ ବେଉରା,ରାଉରକେଲା  ( ମତାମତ - 7ଟି )

୧୨ମାମା ଯଦି ଥାନ୍ତା ଏବେ

ମାମା ଯଦି ଥାନ୍ତା ଏବେ
ତାରି କୋଳରେ ଶୋଇଯାନ୍ତି

ଆଦିତ୍ୟ କୁମାର ପଣ୍ଡା, ମହୀଶୂର  ( ମତାମତ - 18ଟି )

୧୩ହସ ଖୋଜେ ମଣିଷ

ହସିବାର ଅଦମ୍ୟ ଅଭିଳାଷ
ଆଜି ଚିର ପ୍ରଶମିତ
ଛାତି ଭିତରେ ଧକ୍କା ଖାଉଥିବା
ଅଜଣା ଢେଉର ଆକ୍ରୋଶରେ
ଆକ୍ତାମାକ୍ତା ଏ ଜୀବନ|

ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, କୁଆଁଶ,ଭଦ୍ରକ  ( ମତାମତ - 18ଟି )

୧୪କବିତା

ସେ ସ୍ବପ୍ନରେ ଆସେ୤
ମେଞ୍ଚାଏ ଶବ୍ଦ ସହ
ଚିତ୍ରକଳ୍ପ ଆଙ୍କି
କିଛି ଗୋଟେ କହିବାକୁ ଆସେ୤

ପ୍ରିୟରଞ୍ଜନ ଦାସ, ନାଗାଲାଣ୍ଡ  ( ମତାମତ - 4ଟି )

୧୫ତିନୋଟି ଲଘୁ କବିତା

ଶୁଭ ସକାଳର ଶୁଭ ଅଭିନନ୍ଦନ ଘେନିବୁ ବୋଲି ମୋ ଆଶା
ଫୁଲ ଫୁଟୁଥାଉ ତୋ ଚଲାବାଟେ ପୂରଣ ହେଉ ତୋ ଆଶା୤

ଅଜୟ କୁମାର ଜେନା, ରାଉରକେଲା  ( ମତାମତ - 7ଟି )

୧୬ମୁଁ ଅହଂକାରୀ

ମୁଁ’ ଯେ କେଡ଼େ ଅହଂକାରୀ ଅତୀତର କଥା ଘାଣ୍ଟି ଦୋଷ ଖୋଜିବା ଅନ୍ୟର ଓ’ହୋ ମୋର ଭାଗ୍ୟ ! କରିବାର ଯୋଗ୍ୟ ଯଦି ତାହା ମୁଁ’ ଅଟକାଇବି ତଥାପି ପଶ୍ଚାତାପର ଟିକିଏ ଅନୁଭବ ମନ ମଧ୍ୟରେ କେବେ ବି ଆସିବ ନାହିଁ୤…

ଶଶିକାନ୍ତ ସାହୁ, ଝାରସୁଗୁଡ଼ା  ( ମତାମତ - 5ଟି )

୧୭ବିରୋଧ

ତୁମକୁ ବସିଛି ଚାହିଁ ଯୁଗ ଯୁଗ ଯାଏ ହେଲେ ତୁମେ କ’ଣ କେବେ ଭାବ? ତୁମେ କ’ଣ ଜାଣ ସତେ କେତେଦିନ ମିଶି ହୁଏ ବର୍ଷ ଆଉ କେତେ ବର୍ଷ ମିଶି ଯୁଗ ହୁଏ? ଯୋଗ ଓ ବିୟୋଗ ଯଦି ଅଳ୍ପ…

ସୁରଥ କୁମାର ପାଢୀ, ପୁଣେ, ମହାରାଷ୍ଟ୍ର  ( ମତାମତ - 9ଟି )

୧୮ପ୍ରେମର ପରିଭାଷା

ତୁମେ କି ଖୋଜୁଛ ପ୍ରେମ ରଙ୍ଗମହଲରେ ଅବା ଚିତ୍ରାର୍ପିତ ମଧୁଶାଳାପୁରେ ପ୍ରେମ କି ହୋଇଛି ବନ୍ଦୀ ରାଜ ଅନ୍ତଃପୁରେ ଅବା ଚିତ୍ରସେନ ଗନ୍ଧର୍ବର ଅମରାବତୀରେ ଅଥବା ଲୁଚିଛି କାହିଁ ଛଳନାର ଛଦ୍ମବେଶୀ ମଣିଷ ଆଖିରେ ଅବା ଅନ୍ତହୀନ କାମନାର ପଳାଶବନରେ ?…

ଆଶାରାଣୀ ବେଉରା,ରାଉରକେଲା  ( ମତାମତ - 18ଟି )

୧୯ତର୍ଜମା

ନିଦ ମାଉସୀର ଦୁନିଆ ବଣରେ ସ୍ବପ୍ନ ବଣିକର ବଇଁଶି ଶୁଭିଲେ କାମ ଥାଉ ବାକି ଆଖି ଯାଏ ଲାଗି ଅଳସ ପଣରେ ଶୋଇଯିବା ପାଇଁ, କେତେ ଅଳି ହୁଏ ଲୁହ ଢାଳି ହୁଏ ପଲକରେ ନିଦ ସବାର ହୁଏ୥ ଜହ୍ନ ମାମୁଁ…

ମାନସୀ ସାହୁ, ରାଉରକେଲା  ( ମତାମତ - 5ଟି )

୨୦ବୁଢ଼ି ମା’

ତା’ ଚେହେରାର ଲାଲିମା ଡୁବିବାକୁ ବସିଲାଣି ବୟସର ଅପରାହ୍ନରେ ତା’ ପାକୁଆ ପାଟିର ହସ ପରିବାରର ମନ କିଣେ ଅସ୍ପଷ୍ଟ କଥାରେ ତା ଅଭିଜ୍ଞତା ପୁର୍ଣ୍ଣ ରୂପ ନିଏ ପରଳ ଆବଦ୍ଧ ଆଖିରେ ସେ’ ଏବେ ବି ସବୁ କିଛି ଦେଖିପାରେ…

ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ  ( ମତାମତ - 7ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ