ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା (ନବ ପ୍ରତିଭା)

୩୧ଅସଂଜ୍ଞା

ରଜତ କୁମାର ମିଶ୍ର

ସ୍ବର କାହିଁକି ସିଢି ଚଢେ? କାହା କଥା ମାନି? “ସା ରୁ “ନି” ପର୍ଯ୍ୟନ୍ତ- ଏକ ଅଦେଖା ସ୍ପନ୍ଦନର ତାରକସି ଶୃଙ୍ଖଳାରେ ବାନ୍ଧି ହୋଇ? (୧) ସ୍ବପ୍ନ, ସ୍ମୃତି ଓ କ୍ରାନ୍ତି ର ଗୁଡ଼ିଏ ଅନାବନା ଶିହରଣ, ଦୁଇ ପାଖୁଡ଼ା ଓଦା…

ରଜତ କୁମାର ମିଶ୍ର  ( ମତାମତ - 11ଟି )

୩୨ନେପଥ୍ୟେ କୋଳାହଳ

ଶୋଷିତ ହେଉଛି ନିରୀହ ଜନତା ଶୋଷିତ ଶାସନେ ରହି ରହି, ପ୍ରତିବାଦ କଲେ ଶୋଷକ କହୁଛି ତୁହି ଅଟୁ ପରା ଦେଶଦ୍ରୋହୀ୤ ପୂଣ୍ୟପ୍ରଭା ମାଟି ସତେକି ନୀରବ ଶୋଷଣ ଶୋଷିତ ଜାଣେ ନାହିଁ, ଗଣ୍ଡେ ଖାଇ ଏଠି ଦଣ୍ଡେ ଜିଇଁବାକୁ ବିଧାତା…

ପ୍ରଭାକର ମହାରଣା  ( ମତାମତ - 4ଟି )

୩୩ମୋ ଦୁଃଖ ଓ ଭାରତର ମାନଚିତ୍ର

ମୋ ଭିତରର ଦୁଃଖ କୁ ଆଙ୍କିବାକୁ ବସିଲେ ଭାରତର ମାନଚିତ୍ର ଆଙ୍କି ହୋଇଯାଏ୥ ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ ମଝିରେ ମଦ ର ନଈ ଚିର ପ୍ରବାହିତ, ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତା ର ବାଡ଼ ଅଭାବ…

ବାଗଦେବୀ ମିଶ୍ର, ଅଟ୍ଟାୱ , କାନାଡା  ( ମତାମତ - 7ଟି )

୩୪ବାକି ଖାତା

ଏବେ ହିସାବ କରିବାର ବେଳ ପ୍ରାରମ୍ଭରୁ ବର୍ତ୍ତମାନ ବର୍ତ୍ତମାନଠାରୁ ଶେଷ ପ୍ରାନ୍ତ ଯାଏଁ ହାନିଲାଭ କ୍ଷୟକ୍ଷତି ସୁଖଦୁଃଖ ପ୍ରେମକ୍ରୋଧ ହିସାବ ଅସ୍ପଷ୍ଟ, ପ୍ରଚ୍ଛଦପଟରେ କେତେ ଯେ ଅଡ଼ୁଆ ଖିଅ ଛନ୍ଦିହେଇଯାଏ ଅଗମୂଳ ଖୋଜୁଖୋଜୁ ଜୀବନର କାଳ ପୂରିଯାଏ ତଥାପି ହିସାବ ରହିଯାଏ…

ସତ୍ୟଜିତ୍‌ ନାଥ, ଭଦ୍ରକ  ( ମତାମତ - 3ଟି )

୩୫ନିବୁଜ ପେଡ଼ି

ନିବୁଜ ପେଡ଼ି କୁଆଁ କୁଆଁ ରଡ଼ି ବଜାଇ ପାତକର ବାଡ଼ି ବାଇଶ ପାହାଚ଼ ଚଢ଼ି ପାପୁଲିରେ ସ୍ବପ୍ନର ଦିହୁଡ଼ି୤ ଖୋଲିକି ପାରିବା ଆମେ ନିବୁଜ ପେଡ଼ି ସେବକର ଦାଢ଼ି ଭୋକିଲାର ରଡ଼ି ବିରହୀର ଭିଜା ଶାଢ଼ି ବିଧବାର ଭଙ୍ଗା ଚୁଡ଼ି ପେଁ…

ପ୍ରଶାନ୍ତ କୁମାର ବିଶ୍ବାଳ, ଅଳଗୁମ, ପୁରୀ  ( ମତାମତ - 7ଟି )

୩୬ଆଗକୁ ନା ପଛକୁ

ଦିନ ଥିଲା, ସକାଳ ହେଲେ ପୂର୍ବାଶାକୁ ଆଲୋକିତ କରି ଉଠୁଥିଲା ବାଳସୂର୍ଯ୍ୟ ପୁଷ୍କରିଣୀର ନୀଳକଇଁ ସ୍ବପ୍ନ ଭାଙ୍ଗୁଥିଲା ଆଖି ମେଲି ଚାହୁଁଥିଲା ସୁର୍ଯ୍ୟଆଡେ ଅଣ୍ଟାଏ ପାଣିରେ ପଶି ଶୀତରେ ଥୁରୁଥୁରୁ ହୋଇ କଇଁଫୁଲ ତୋଳିଲାବେଳେ ଟୁବଗାଡିଆ ବନ୍ଧ ଉପର ଗଛରୁ କନିଅର…

ତଥାଗତ ବାଙ୍ମୟ, କେନ୍ଦ୍ରାପଡା  ( ମତାମତ - 6ଟି )

୩୭ମୁଁ ଜାଣେ

ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି ଅଥଚ ଏ ସାମାନ୍ୟ କଥାଟା ପାରୁନ ଏ ସୂକ୍ଷ୍ମ ଓଠରୁ ଖୋଲି କାଳେ କଳଙ୍କ ଲାଗିଯିବ ଆମ ବନ୍ଧୁତ୍ବରେ କାଳେ ନିଆଁ ଲାଗିଯିବ ଆମ ସ୍ନେହ ମୀନାରରେ ହେଲେ କେତେଦିନ ସହିଥିବ ମୁହଁ…

ଜୀବର୍ଦ୍ଧନ ରଣା  ( ମତାମତ - 3ଟି )

୩୮ହୁଁ କହୁଥିବା ଯାଏ…

ଆରମ୍ଭରେ ଶେଷ ନା ଶେଷରେ ଆରମ୍ଭ କୋଉଠି ସରିଛି ଚଲାପଥ-? ତମ ସହ ଚାଲୁଥିଲେ ବାଟ ଯେତେ ଦୂର ସେତେ ଲାଗେ ପାଖ ଅଥଚ ! ଏମିତି ଲାଗେ ଓଃ ସରନ୍ତାନିକି ଏ ଅସରନ୍ତି ଗପ ! କେବେ ମରିବ ଫୁଲଗଛ…

ଦୀନକୃଷ୍ଣ ପ୍ରଧାନ,ଅଳଗୁମ, ପୁରୀ  ( ମତାମତ - 1ଟା )

୩୯ଓଲଟା ଠିକ୍‌ ନା ଠିକ୍‌ ଓଲଟା

ଅପେକ୍ଷା କରିଛି ଭାଗ୍ୟ ଅଣ୍ଡାଳି ଖୋଜୁଛି ସମୟ ଚାହିଁଲି ହାତଘଣ୍ଟା ମନେହେଲା ସୂଚାଉଛି ଦିଗ ଦକ୍ଷିଣକୁ, ବିଶ୍ରାମ ନେଉଛି ସରୁକଣ୍ଟା ଠିକ୍‌ ତା ଓଲଟାରେ କ୍ଳାନ୍ତି ମେଣ୍ଟାଉଛନ୍ତି ଅନ୍ୟ ଦୁଇଟା ଉପରକୁ ଦେଖିଲି ସୂର୍ଯ୍ୟର ପତ୍ତାନାହିଁ କୋଳେଇ ନେଇଛି ପଣତ ବିଛେଇ…

ସନ୍ତୋଷ କୁମାର ପଣ୍ଡା, ନିଗମାନନ୍ଦ ନଗର, ଭୁବନେଶ୍ବର -୧୦  ( ମତାମତ - 1ଟା )

୪୦ଛିଣ୍ଡା ଗୁଡି

ମୁଁ ଏକ ଛିଣ୍ଡା ଗୁଡି ନଟେଇରୁ ଛିଣ୍ଡିଲା ପରେ ମୁଁ ଖୋଜିଚାଲିଛି ଭୂପୃଷ୍ଠ ହେଲେ ଅଟକିଯାଇଛି ଏକ ଅନାମଧ୍ୟେୟ ଗଛର ଡାଳରେ୤ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମତେ ତରଳିବାକୁ ହେବ ମାଘର କାଠୁଆ ଶୀତରେ ଜଳିବାକୁ ହେବ ବୈଶାଖର ତପ୍ତ ମଧ୍ୟାହ୍ନରେ…

ପ୍ରସନ୍ନ ମହାନ୍ତି, ଭୁବନେଶ୍ବର  ( ମତାମତ - 2ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ