ସମ୍ପର୍କ
ଆଖି ସାମ୍ନାରୁ ଦୂରେଇ ଗଲେ ହିଁ ଜଣାପଡ଼େ ସମ୍ପର୍କର ନିବିଡ଼ତା, ସମ୍ପର୍କମାନେ କେତେବେଳେ ବାଈ ଚଢ଼େଇର ଝୁଲନ୍ତା ବସା,
Loading...
ଆଖି ସାମ୍ନାରୁ ଦୂରେଇ ଗଲେ ହିଁ ଜଣାପଡ଼େ ସମ୍ପର୍କର ନିବିଡ଼ତା, ସମ୍ପର୍କମାନେ କେତେବେଳେ ବାଈ ଚଢ଼େଇର ଝୁଲନ୍ତା ବସା,
ଯାହାକୁ ଭୁଲିବାକୁ ମନ ଚାହେଁ, ତାକୁ ପୁଣି ଭୁଲି ତ ହୁଏନା? ଇଏ ବୋଧେ ମଣିଷର, ଆପଣା ମଣିଷ ପାଇଁ ପ୍ରେମର ଭାବନା॥
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)