ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଫତୁରାନନ୍ଦ

ଓଡ଼ିଆ କଥା ସାହିତ୍ୟରେ ଜଣେ ବଳିଷ୍ଠ ଏବଂ ଶାଣିତ ବ୍ୟଙ୍ଗ ସାହିତ୍ୟିକ ଭାବେ ଫତୁରାନନ୍ଦ (୧୯୧୫-୧୯୯୫)ପରିଚିତ। ନିଜର ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ରକୁ ପରିବର୍ତ୍ତନ କରି ଫତୁରାନନ୍ଦ ନାଁରେ ପରିଚିତ ହେବା ପରେ ନିରୁତା ବ୍ୟଙ୍ଗ ରଚନା ପାଇଁ ସେ ବେଶ୍ ପାଠକୀୟ ସ୍ବୀକୃତି ହାସଲ କରିଥିଲେ। ତାଙ୍କର ରଚନା ମଧ୍ୟରେ ‘ନାକଟା ଚିତ୍ରକର’, ‘ସାହିତ୍ୟଚାଷ’, ‘ଫମାଲୋଚନା’, ‘ଅମୃତ ବେହିଆ’ ଆଦି ଅନ୍ୟତମ। ଫତୁରାନନ୍ଦଙ୍କ ‘ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ସାମ୍ପ୍ରତିକ ବ୍ୟଙ୍ଗ ରଚନାରେ ଏକ ଅନବଦ୍ୟ ସୃଷ୍ଟି। ଓଡ଼ିଆ ସାହିତ୍ୟରେ ସାମ୍ପ୍ରତିକ ବ୍ୟଙ୍ଗଲେଖକମାନଙ୍କ ପାଇଁ ଫତୁରାନନ୍ଦଙ୍କ ଲେଖା ସର୍ବଦା ପ୍ରେରଣାଦାୟୀ ହୋଇ ରହିବ।

ବିଜୁଳି ସାହାବଙ୍କ ବାହାଘର

ବିଜୁଳି ସାହାବଙ୍କ ମୁହଁରେ ଆଉ କଥା ନାହିଁ। ନଟବାବୁ ରାନ୍ଧୁଣିଆ ଉପରେ ଚଢ଼ଉ କରନ୍ତେ ସେ ମୁହେଁ ମୁହେଁ ହାଙ୍କିଦେଲା- “ଓଲଟା ଆମକୁ ଦୋଷ, ବିଜୁଳି ସାହାବଙ୍କ...

ଡକେଇତି

ଜାଣିଥାଅ ବନା ବି ଓଲୁ ନୁହେଁ। ପଧାନକୁ ସତର ଘଣାରେ ପାଣି ପିଆଇଲାବାଲା ମୁଁ। ମୋତେ ଦୁଇଟି ମାସ ସମୟ ଦିଅ।

ଘୋଡ଼ା ପାଇଁ ଦାନା ଯୋଗାଡ଼

“ଅତିରିକ୍ତ ଯନ୍ତ୍ରୀ” ଉଚ୍ଚାରଣ କରିବାକୁ କଷ୍ଟ ହେବାରୁ ଲୋକେ ଭଗବାନ ବାବୁ ଓରଫ ଭାଗୁବାବୁଙ୍କୁ ‘ଅଯନ୍ତ୍ରୀ’ ବୋଲି ଡ଼ାକୁଥିଲେ। ଅଯନ୍ତ୍ରୀ ନହେବା ଯାଏଁ ସେ ବାହାଘର ନାଁ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP