ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଆଳାପ

ପ୍ରିୟମ୍ବଦା ମନ ମୋର ଫୁଲଫୁଟା ଋତୁର ବେଳରେ ଯିବୁନାହିଁ ବସନ୍ତର ବଗିଚାକୁ ବନ୍ଦି କରିଦେବ ତୋତେ ନାଗଫେଣୀ କଣ୍ଟାର ଅରଣ୍ୟ କିଏ ବା କରିବ ମୁକ୍ତ? ପକ୍ଷୀରାଜ..

ବଂଶୀ ଓ ବନ୍‌ଶୀ

ବିସ୍ତୃତ ଏକ ପ୍ରାନ୍ତର ବକ୍ଷରେ କ୍ଷୁଦ୍ର ଜଳପୂର୍ଣ୍ଣ ସରୋବରଟିଏ। ଅନତିଦୂରରେ, ପଥ ପାର୍ଶ୍ବରେ ଗୋଟିଏ ଭଗ୍ନସ୍ତୂପାକୃତି ଦେବାଳୟ। ମୃତଗୌରବ ଦେବାଳୟର ଜୀବନ୍ତ ପ୍ରତୀକ ସ୍ବରୂପ ତାର ଜୀର୍ଣ୍ଣ..

ଫକୀର ମୋହନଙ୍କ ପ୍ରଥମ ଗଳ୍ପ ‘ରେବତୀ’ରେ ଲୋକ ସାହିତ୍ୟିକ ଉପାଦାନ

ଉତ୍କଳୀୟ ନବ ଜାଗରଣ ଯୁଗର ଜଣେ ସମୟ ସଚେତନ କର୍ମୀ ଓ କଳାକାର, ଓଡ଼ିଆ ସାହିତ୍ୟରେ ଏକ ଅଭିନବ ଗଦ୍ୟରୀତିର ପ୍ରବର୍ତ୍ତକ ଓ ସଫଳ ପରୀକ୍ଷାକାରୀ ରୂପେ..

ଚେଷ୍ଟା

ଘିଅମିଶା ସିନ୍ଦୁରକୁ କପାଳରେ ଗୋଲ କରି ଲଗେଇଲା ରମେଇ ମାଁ। ଆଖିରେ କଜ୍ବଳ, ବେକରେ ମନ୍ଦାର ହାର, ମୁକୁଳା ଘନକେଶ। ମାଟି କାନ୍ଥରେ ଟଙ୍ଗା ହୋଇଥିବା ଦର୍ପଣରେ..

ପୁଣି କାଳିଆ ଲେଉଟିଛି

ଖବରକାଗଜଟାକୁ ଦେଖାଇ ଶ୍ରୀମତୀ ହସମୁଖରାଙ୍କ ଉଦ୍ଦେଶ୍ୟରେ କହିଲେ, ଏଇ ଦେଖ ଓଡ଼ିଶା ସରକାର ଏବେ ଯୋଜନା କରିଛନ୍ତି, ଆସନ୍ତା ମାସଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସବୁ କାଗଜପତ୍ର ଓଡ଼ିଆରେ..

ଗୁରୁ ଘଣ୍ଟାଳ

ନିହାତି ଏ ଗାଁଟାକୁ ନ ଛାଡ଼ିଲେ ନୁହେଁ। ଚାରିଆଡ଼ୁ ଯେମିତି କେଞ୍ଚାକେଞ୍ଚି ଚାଲିଛି, ଶେଷରେ ଏ ପ୍ରାଣଟା ବି ଯିବ। ନ ହେଲେ ଏ ଗାଁ ଲୋକେ..

ପ୍ରିୟ ଭୂମି

ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ ବିସ୍ତୀର୍ଣ୍ଣ ପ୍ରକୃତି ଜହିଁ ଦିଗମ୍ବର ବେଶେ ବୃକ୍ଷହୀନ-ହେମକାନ୍ତ-ସିକତା ବିସ୍ତାର ମହୋଦଧି ତଟ-ପ୍ରାନ୍ତେ। ସିନ୍ଧୁ ସିକତାରେ କ୍ରୀଡ଼ନ୍ତି ନିଶୀଥେ ତହିଁ..

ଲିଙ୍ଗରାଜ ଏବଂ ଓଡ଼ିଶାରେ ଅଶୋକାଷ୍ଟମୀ

ଏକ୍ରାମ କ୍ଷେତ୍ରର ଅଧୀଶ୍ବର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ। ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ..

କ୍ଷଣିକା

ସୂର୍ଯ୍ୟ ଉଠି ନଥା’ନ୍ତି। ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି। ଖରାଦିନ। ମଟର ବସ୍‌ କଟକ ଷ୍ଟେସନ୍‌ ଛାଡ଼ିଲା। ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା। ମୋର ସେଇଆଡ଼େ..

ସଙ୍ଗୀତ

(ରାଗ-ମାୟାମାନବ ଗୌଡ଼ା) ସମୀରଣ ବହଇ ମରମରି ମରମରେ ପୂରଇ ଗିରିଦରୀ; ମରମରେ ପୂରଇ ପରାଣ ରହି ରହି, କାହିଁ ଯାଉଛି ବହି ଥରିଥରି? ଅରୁଣେ ହସି ହସି..

ଭାବର ଶିହରଣ

ଆସ ପ୍ରିୟା ହୋଇଯିବା ମିଥୁନ ମୁଦ୍ରାରେ ଶିଳାରେ ଖୋଦିତ ମୂର୍ତ୍ତି ମନୋରମ, ନିହଣ ମୁନରେ ଫୁଟି ଉଠିବ ସୃଷ୍ଟିର ସୂକ୍ଷ୍ମ ଅନୁପମ ।୧। ମନ୍ଦିର କାନ୍ଥରେ ଜୀବନ୍ତ..

ଦ୍ରୁତ ଏ ଦିନାଙ୍କ

ଦ୍ରୁତ ଏ ଦିନାଙ୍କ ଦିଏ ଦନ୍ତୁରିତ ଦଂଶନର ଦାଗ ପ୍ରଜନ୍ମର ପ୍ରଜ୍ଜ୍ୱଳନ ପ୍ରସାରିତ ପ୍ରଶିରା ପର୍ଯ୍ୟନ୍ତ ଆରବୀୟ ଅନ୍ଧକାର ଆବୋରୁ ଏ ଇନ୍ଦ୍ରପ୍ରସ୍ଥ ଆଗ ୟା’ପରେ ମୋ..

ହସ ଖୋଜେ ମଣିଷ

ହସିବାର ଅଦମ୍ୟ ଅଭିଳାଷ ଆଜି ଚିର ପ୍ରଶମିତ ଛାତି ଭିତରେ ଧକ୍କା ଖାଉଥିବା ଅଜଣା ଢେଉର ଆକ୍ରୋଶରେ ଆକ୍ତାମାକ୍ତା ଏ ଜୀବନ। ପୁନେଇଁ ଚାନ୍ଦର ଆତ୍ମୀୟତାର ହସ..

କବିତା

ସେ ସ୍ବପ୍ନରେ ଆସେ। ମେଞ୍ଚାଏ ଶବ୍ଦ ସହ ଚିତ୍ରକଳ୍ପ ଆଙ୍କି କିଛି ଗୋଟେ କହିବାକୁ ଆସେ। ଥରେ ଥରେ ସେ ଚାପିଦିଏ ତାର ସ୍ନେହବସର ପଣତ ତଳେ..

ନାରୀ

କି ଦେଇ ପୂଜିବି ତୋତେ ଭକତିର ଚେନା ଫୁଲେ ବାସନାର ଗନ୍ଧ କାହିଁ ଆଜି? ନୈବେଦ୍ୟର ଥାଳି ହାତେ ଧରି ରକ୍ତ ରଙ୍ଗେ କେ ଖେଳିଛି ହୋରି?..

ଦୋଳ

ଚାହୁଁ ଚାହୁଁ ଝରିଗଲା ଋତୁ ଫୁଲର ରଙ୍ଗ ଶୀତ ଛାଡ଼ି ଉଷୁମେଇ ଗଲା ଦିନ ପକ୍ଷାଘାତ ପବନର ହାଲୁକା ହାତ ଗୋଡ଼ ହଲା ଝୁଲା ଭିତରେ କେମିତି..

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP