ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ପଦ୍ୟ ଓ କବିତା

ନିମିତ୍ୟ

ସେମିତି ସମୟରେ ତୁରୀ-ଭେରୀ କମ୍ପିଗଲେ ପ୍ରାଣ ଉଡ଼େ ତୁଙ୍ଗ ଶିଖରକୁ ଶାଣଦିଆ ଶର ପରି, ଶବ୍ଦଙ୍କ ସେ ଅମାନିଆ ସେନା ପାଟହାତୀ ଶୁଣ୍ଢ ତୋଳେ, ବଙ୍କା ତେଢ଼ା..

ପ୍ରଳୟ

ଆମେ ଖଟିଖିଆ ଆମେ ସର୍ବହରା ଆମେ ଏ ମାଟିର ସନ୍ତାନ, ଆମ ପରିଚୟ, ଆମ ସ୍ବାଭିମାନ ଆମ ପାଇଁ ଅଟେ ଗରୀୟାନ। ଆମ ହାତ ଲାଗି ସଉଧ..

ଅସଂଜ୍ଞା

ସ୍ବର କାହିଁକି ସିଢି ଚଢେ? କାହା କଥା ମାନି? “ସା ରୁ “ନି” ପର୍ଯ୍ୟନ୍ତ- ଏକ ଅଦେଖା ସ୍ପନ୍ଦନର ତାରକସି ଶୃଙ୍ଖଳାରେ ବାନ୍ଧି ହୋଇ? (୧) ସ୍ବପ୍ନ,..

ନେପଥ୍ୟେ କୋଳାହଳ

ଶୋଷିତ ହେଉଛି ନିରୀହ ଜନତା ଶୋଷିତ ଶାସନେ ରହି ରହି, ପ୍ରତିବାଦ କଲେ ଶୋଷକ କହୁଛି ତୁହି ଅଟୁ ପରା ଦେଶଦ୍ରୋହୀ। ପୂଣ୍ୟପ୍ରଭା ମାଟି ସତେକି ନୀରବ..

ତୁମେ ଚାଲିଗଲା ପରେ

ତୁମେ ଯେବେ ଆସି କବାଟକୁ ମୋର ଧଡ଼ଧାଡ଼ ପିଟୁଥିଲ, ଖଟତଳେ ଲୁଚି ବସିଥିଲି ମୁଁ। କାନେଇ କାନେଇ ଶୁଣି ପାରୁଥିଲି ତୁମ ସକେଇ ସକେଇ କାନ୍ଦିବାର ଧ୍ୱନି।..

ବାକି ଖାତା

ଏବେ ହିସାବ କରିବାର ବେଳ ପ୍ରାରମ୍ଭରୁ ବର୍ତ୍ତମାନ ବର୍ତ୍ତମାନଠାରୁ ଶେଷ ପ୍ରାନ୍ତ ଯାଏଁ ହାନିଲାଭ କ୍ଷୟକ୍ଷତି ସୁଖଦୁଃଖ ପ୍ରେମକ୍ରୋଧ ହିସାବ ଅସ୍ପଷ୍ଟ, ପ୍ରଚ୍ଛଦପଟରେ। କେତେ ଯେ ଅଡ଼ୁଆ..

ଆଗକୁ ନା ପଛକୁ

ଦିନ ଥିଲା, ସକାଳ ହେଲେ ପୂର୍ବାଶାକୁ ଆଲୋକିତ କରି ଉଠୁଥିଲା ବାଳସୂର୍ଯ୍ୟ ପୁଷ୍କରିଣୀର ନୀଳକଇଁ ସ୍ବପ୍ନ ଭାଙ୍ଗୁଥିଲା ଆଖି ମେଲି ଚାହୁଁଥିଲା ସୁର୍ଯ୍ୟଆଡ଼େ ଅଣ୍ଟାଏ ପାଣିରେ ପଶି..

ମୁଁ ଜାଣେ

ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି ଅଥଚ ଏ ସାମାନ୍ୟ କଥାଟା ପାରୁନ ଏ ସୂକ୍ଷ୍ମ ଓଠରୁ ଖୋଲି କାଳେ କଳଙ୍କ ଲାଗିଯିବ ଆମ ବନ୍ଧୁତ୍ବରେ..

ଓଲଟା ଠିକ୍‌ ନା ଠିକ୍‌ ଓଲଟା

ଅପେକ୍ଷା କରିଛି ଭାଗ୍ୟ ଅଣ୍ଡାଳି ଖୋଜୁଛି ସମୟ ଚାହିଁଲି ହାତଘଣ୍ଟା ମନେହେଲା ସୂଚାଉଛି ଦିଗ ଦକ୍ଷିଣକୁ, ବିଶ୍ରାମ ନେଉଛି ସରୁକଣ୍ଟା ଠିକ୍‌ ତା ଓଲଟାରେ କ୍ଳାନ୍ତି ମେଣ୍ଟାଉଛନ୍ତି..

ଛିଣ୍ଡା ଗୁଡ଼ି

ମୁଁ ଏକ ଛିଣ୍ଡା ଗୁଡ଼ି ନଟେଇରୁ ଛିଣ୍ଡିଲା ପରେ ମୁଁ ଖୋଜିଚାଲିଛି ଭୂପୃଷ୍ଠ ହେଲେ ଅଟକିଯାଇଛି ଏକ ଅନାମଧ୍ୟେୟ ଗଛର ଡାଳରେ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମତେ..

ଆତ୍ମବିଶ୍ବାସ

ତୁମର ଆତ୍ମବିଶ୍ବାସ ଭାଙ୍ଗିବାରେ ଅନ୍ୟର ଅଧିକାର ଅଛି କି ନା ମୁଁ ଜାଣିନି ତେଣୁ ଭାବିନେଲି ତୁମର ସେ ଆତ୍ମବିଶ୍ବାସ ଅତୁଟ ରହୁ ଏବଂ ମୋର କି..

ସମ୍ପର୍କ

ମୁଁ ଏକ ଜ୍ୟାମିତିକ ବିନ୍ଦୁ ସ୍ଥିତି ଅଛି ଆୟତନ ନାହିଁ ପରିଧି ମୁଁ ନିଜେ ମୁହିଁ ପରିସୀମା ଖୋଜି ପାଏ ନାହିଁ ।୧। ତୁମେ ଦୂରେ କାହିଁ..

ନିସ୍ପନ୍ଦ

ଏମିତି ବି ହୁଏ, ଚିହ୍ନା ଚିହ୍ନା ହସ ଓ ଲୁହରେ ବି ହଜିଯାଏ ବେଳେବେଳେ ନିଜର ସ୍ବରୂପ, ଆଶାର ଝଡରେ କି ସ୍ବପ୍ନର ଜୁଆରରେ ଅକ୍ଷତ ଅକ୍ଷୁଣ୍ଣ..

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP