ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଉଧାରଶୁଝା

‘‘ଦେଶରୁ ତଡ଼ା ଖାଇଥିବା ଜଣେ ଅଭାବଗ୍ରସ୍ତ ଯୁବକକୁ ମୁଁ ପଇସା ଦେଇଥିଲି। ଏଡ଼େବଡ଼ ଗୋଟାଏ ଦେଶର ସଭାପତିକୁ ଉଧାର ଦେଇଥିଲେ ସିନା ବର୍ତ୍ତମାନ ତାଙ୍କରିଠାରୁ ପରିଶୋଧ ନେଇଥାନ୍ତି!’’

ଝରକା

ସକାଳ ପାହିଲେ ଏହି ଝରକା ମୋତେ ଦେଖାଏ ଖଣ୍ଡିଏ ନେଳିଆ ଆକାଶ ଯେଉଁଠି ସୁରୁଜ ଉଡୁଥାଏ ନାଲି ନାଲି ଡେଣା ଝାଡ଼ି ଝାଡ଼ି ଆଉ ଦେଖାଏ କିଚିରି..

ବୋତଲ ଅଧିବେଶନ

ଏମିତି ଗୋଟିଏ ଭଙ୍ଗାକାଚ ବ୍ୟବସାୟୀର ଘର ସାମ୍ନାରେ ଅନେକ କାଚ ଶିଶି ବୋତଲକୁ ମୁଁ ଏକ ନିଝୁମ ସନ୍ଧ୍ୟାରେ ଦେଖିଥିଲି। ସହକାର ବୃକ୍ଷରେ ସେତେବେଳେ ପେଚକ ସୁମଧୁର..

ମନେପଡ଼େ

ମନେପଡ଼େ ଆଜି ରଜର ଚକୁଳି ଆମ୍ବ ଗଛ ଦୋଳି ସୁଦଶା ବ୍ରତର ପିଠା ରଥର ଦଉଡ଼ି ବର୍ଷାରେ କବାଡ଼ି ରାଧାଷ୍ଟମି ର ମିଠା। ଦଶହରା ଛୁଟି ବାଟ..

ରଫ୍ ଖାତା

ବସ୍ତାନି ଭିତରେ ରଫ୍ ଖାତାଟିର ସ୍ଥିତି ବଡ ଭୟଙ୍କର। ତା’ର ପ୍ରତିଟି ପୃଷ୍ଠା ଉତ୍ସର୍ଗ କରିଛି ଅନ୍ୟର ଉପକାର ପାଇଁ। ଲେଖାମାନଙ୍କର ଗହଳି ଭିତରେ ବ୍ୟସ୍ତ ରହୁଥିବା..

ଅଷ୍ଟକ ବିହାରୀ ଗୀତା

କଳି ଘୋଟିଲା ଚାରିଦିଗେ ମୁଖେ ପ୍ରଭୁଙ୍କୁ ଡାକ ସର୍ବେ॥ କଥା ହେଲାଣି ଅସମ୍ଭାଳ ଏ ପିଣ୍ଡ ପ୍ରାଣକୁ ସମ୍ଭାଳ॥ କାଳ ଯେ ଗୃହେ ପଶିଲାଣି ରୋଗ ପରାୟ..

ପରଦା ତଳେ

ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି-କେତେ ହସକାନ୍ଦର ଅସରନ୍ତି କଥା। ଭିକାରୁଣୀ ରୂପରେ କେତେ ରୂପସୀ ‘ତାରକା’ଙ୍କ ରକ୍ତିମ ଅଧରରେ ଖେଳିଗଲା ମନ ଭୁଲାଣିଆ..

ଗୁପ୍ତ ଭୋଟ

(ରାଗ-କୌଶିକ) ଭାଇ ଭୋଟର, ଗୁପ୍ତ ଭୋଟ ଦେ ନ ଯା’ରେ ; କ୍ଷମତାଭିଳାଷୀ ପଦବୀଲାଳସୀ ଦେଲେ ହେଲେ ତତେ ହଜାରେ।(ଘୋଷା)। ମତବାଦୀ ଚିହ୍ନ ଘେନି ଭିନ୍ନ ଭିନ୍ନ-..

ରବିବାର

ରବିବାର ଦିନ କେମିତି ସକାଳୁ ହେବାକୁ ଡେରି ଡେରି ହୁଏ। ଡେରିରେ ବି ଘଣ୍ଟାବାଜେ ଚା’ ଶୋଷ ଖୁବ୍‌ ବଢ଼ିଯାଏ॥ ସକାଳଟା ବଡ଼ ମିଠା, ବଡ଼ ମିଠା..

କମଳ ଲୋଚନ ଚଉତିଶା

କମଳ ଲୋଚନ ଶ୍ରୀହରି। କରେଣ ଶଙ୍ଖ ଚକ୍ର ଧାରୀ॥ ଖଗ ଆସନେ ଖଗପତି। ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ॥ ଗରୁଡ଼ ଆସନେ ମୁରାରି। ଗୋପରେ ରଖିଲେ ବାଛୁରୀ॥ ଘନ..

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP