ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ପଦ୍ୟ ଓ କବିତା

ଶରୀରତତ୍ତ୍ୱ ଜ୍ଞାନ

ଶୁଣ ସୁଧିରେ ଭକ୍ତବୀର। କହିବା ଶରୀରାର୍ଥ ସାର॥ ବ୍ରହ୍ମା ଯେ ନାଭି କମଳରେ। ବାସ ତା ହୃଦୟ ମଣ୍ଡଳେ॥ ସେଠାରୁ ଝରୁଛି କଳ୍ପଣା। ମନ ପବନ ଯୋଗ..

ଓଡ଼ିଆ

ଧର୍ମର ଭୟ କ୍ଷମତାର ଭୟ ଜୀବନର ଭୟ ପ୍ରତିବାଦର ଭୟ! ଭୟ! ଭୟ! ସମଗ୍ର ଜାତିର ରକ୍ତକଣିକା ଖାଲି ଭୟର ବୀଜାଣୁରେ ଭରପୁର ଆଃ କେଡ଼େ ବ୍ୟାଧିଗ୍ରସ୍ତ..

ଏ ଜୀବନେ

ଆଶା ବିଲୋଳ କୁସୁମ ଅୟନେ ରତ ଥିଲି ଯେବେ ଫୁଲ ଚୟନେ କିଏ ଚୁପି ଚୁପି ଆସେ ସେ ବେଳେ ଆଖି ଥାପିଲା ଯେବେ ଏ ନୟନେ॥..

ପ୍ରତିବାଦ କର

ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ! ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ॥ ଅତ୍ୟାଚାରକୁ ସହିବାର..

ଭଜୁ କିନା ରାମ ନାମ

ଭଜୁ କିନା ରାମ ନାମରେ ରାଜନ ବୋଲୁ କିନା ରାମ ନାମ, ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ। କି କରିବେ..

ଖୋଲାଝର୍କା

ଚୁପ୍‌ ଚାପ୍‌ ବସିଥିଲି ମଝିରେ ମଝିରେ ଚାହିଁ ଉଇଲଗା ଛାତେ ଗଣୁଥିଲି କଡ଼ି କାଠ ବର୍ଗା ଜୀର୍ଣ୍ଣ ପାଣ୍ଡୁଲିପି ତଳେ ପାଶୋରା ପ୍ରେମର ଛିନ୍ନ ଚିଠି ପରି..

ରକ୍ତ-ସୂର୍ଯ୍ୟ

ବିଶ୍ୱ-ପ୍ରାଚୀ-ଗଗନ-କ୍ଷେତ୍ରେ ରକ୍ତ-ସୂର୍ଯ୍ୟ ଉଠେ ବିଶ୍ୱ-ଶୋଷିତ-ମନ-ସରୋବରେ ରକ୍ତ-ପଦ୍ମ ଫୁଟେ। ମୁକୁଳା-କେଶର-ବିନ୍ୟାସେ ନାରୀ ରକ୍ତ-ଓଢ଼ଣା ଟାଣି ରକ୍ତ-ଡାଲାରେ ରକ୍ତ ଗୋଲାପ ପାରିଜାତ ରଖେ ଆଣି। ରକ୍ତ-ମାନସେ ହୃଦୟ-ହରଷେ ରକ୍ତ-ଝୁଣା-ସୁଗନ୍ଧେ ରକ୍ତ-ପ୍ରଦୀପ..

ଗୁଜବ୍‌

ଦିନ ଭଳି ଜହ୍ନ ପଡ଼ିବା କଥା ଆଦୌ ଗୁଜବ୍‌ ନୁହଁ॥ ଖରାଭଳି ଜହ୍ନରେ ବି ଛାଇ ପଡ଼େ। ମୁର୍ଦ୍ଦାର ହସିବା କଥା ଆଦୌ ଗୁଜବ୍‌ ନୁହେଁ, ବେକରେ..

ସର୍ବହରା

ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା। ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ..

ନୀରବ

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି-ଶଶୀ-ତାରା, ନୀରବେ ବଢ଼ଇ ତରୁଲତା-ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର। ମହା-କାଳ-ପାରାବାର ଅନନ୍ତ ଗରଭେ..

ଅଭିଯୋଗ

ସବୁଦେଇ ଶୂନ୍ୟ କରିଅଛ ମୋତେ ପୂରାଅ ସକଳ ଦେଇଣ। ନେଲ ମୋତେ ହରି ନେଲ ମୋତେ ଧରି ଜୀବନେ ବଞ୍ଚାଇ ମାରିଣ। ନେଲ ଗୁଣ, ଜ୍ଞାନ ନେଲ..

ଭଲପାଏ ମୁହିଁ

ଭଲପାଏ ମୁହିଁ କଅଁଳ ଫୁଲେ କାକର ଟୋପି ଟୋପି ପତର ଆଖି ପତାର ଲୁହ ବରଷା ଥୋପି ଥୋପି। ଝରଇ ଯେବେ ଫଗୁ ଫଗୁଆ କିରଣ ବାଟବଣା..

କିଣିଖିଆ ଗୁହାରି

ଘେନାକର ସରକାର କିଣିଖିଆ ଗୁହାରି କିଣିଖିଆ ଗୁହାରି । ଘୋଷା । ଅଖା ପଟ ବୋହି ବୋହି କୁରୁମ ଆମେ, ପଶୁଠୁଁ ହୀନ ବହିଛୁଁ ମଣିଷ ନାମେ..

ଜହ୍ନମାମୁଁ

(ରାଗ-ଆଷାଢ଼ ଶୁକ୍ଳ) ଅମ୍ବର ସର ଦିଶଇ ମଞ୍ଜୁଳ। ମାମୁଁ ତହିଁରେ ତ ପଙ୍କଜ ଫୁଲ। ଉଜ୍ଜ୍ୱଳ କୁମୁଦ ତାରା ସଙ୍କୁଳ। ଗ୍ରହ ଗ୍ରାହରେ ହୋଇଛି ଆକୁଳ। ଚନ୍ଦିକ୍ରା..

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP