/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ଆଧୁନିକ

ଝୁମା

ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା !..

ଚୋର

ହେଡ୍‌ମାଷ୍ଟର ପୂରା ଫର୍ଦ୍ଦଭର୍ତ୍ତି ଚିଠି ଲେଖିଲେ୤ ତାଙ୍କ ଝରକଲମ ଥରକୁଥର କାଳିଦୁଆତରେ ବୁଡୁଥାଏ, ଉଠୁଥାଏ ଓ କାଗଜ ଉପରେ ରଚରଚ ହେଉଥାଏ୤ ବାପାଙ୍କ ଉପରେ ମାଆ ରାଗିଲେ..

ଛାଇ ଆଲୁଅ

ବତାସୀ ଠେକିଟାକୁ ଖଜୁରୀ ଗଛରୁ ଓହ୍ଲାଇ ଖୁବ୍ ସନ୍ତର୍ପଣରେ ତଳକୁ ଆସିଲା୤ ସଜ ତାଡ଼ି ପିଇବାକୁ ଢେର ଗରାଖ୤ ହାଁ କରି ଉପରକୁ ଅନେଇ ଠିଆ ହେଇଛନ୍ତି..

ରାୟବାହାଦୁରଙ୍କ ବାହାଦୁରି

କଥାଟି ଭାରତରେ ଇଂରେଜ ଶାସନ ଶେଷ ହେବାର କିଛି ବର୍ଷ ପରର। ସମସ୍ତ କ୍ଷୁଦ୍ର ଓ ବୃହତ୍ ରାଜ୍ୟ, ଗଡ଼ଜାତ ରାଜ୍ୟ ଏବଂ ଜମିଦାରମାନଙ୍କ ଜମିଦାରୀ ସରକାରଙ୍କ..

ଝଡ଼ର ପରାଜୟ

ପୁଅର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭିତରବାହାର ହେଉଥିଲେ ସୁନନ୍ଦା। ଗାଡ଼ି ରହିବା ଶବ୍ଦ ଶୁଣିବା ମାତ୍ରେ ଦୌଡ଼ିଯାଉଥିଲେ ବାହାରକୁ। ଗାଡ଼ି ଚାଲିଗଲେ ପୁଣି ଘରକୁ ଫେରିଆସୁଥିଲେ ଦୁଃଖରେ।..

ମୁଁ ତୁମକୁ ଭଲପାଏ

ମୁମ୍ବାଇ ନଗରୀ। ଭାରତବର୍ଷର ସବୁଠୁ ବଡ଼ ସହର। ହୋଇପାରେ ଦିଲ୍ଲୀ ଭାରତର ରାଜଧାନୀ, କିନ୍ତୁ ମୁମ୍ବାଇ ଭାରତର ବାଣିଜ୍ୟିକ ରାଜଧାନୀ। ଦିଲ୍ଲୀରେ ରାଜନେତା ଓ ହାକିମଙ୍କ ପ୍ରତିପତ୍ତି,..

ସହବାସ

॥ ୧॥ ଅନୁପମାର ପ୍ରସ୍ତାବ ଚକିତ କରିଥିଲା ସୁବ୍ରତକୁ। ସୁବ୍ରତ ଓ ଅନୁପମା ଗୋଟିଏ ଆପାର୍ଟମେଣ୍ଟରେ ଅଲଗା ଅଲଗା ଫ୍ଲାଟରେ ରହୁଥିଲେ। ଦୁହେଁ ଗୋଟିଏ କମ୍ପାନୀପାଇଁ କାମ..

ଝଡ଼ର ଗତିପଥ

ହୁ-ହୁ ବତାସ। ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁ ଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍‌ ମୁକ୍ତି ପାଇ ତା’ର ଅସୀମ..

ନାମ ଫଳକ

ନାମଫଳକ – କମଳା ଶତପଥି ଦୀର୍ଘବର୍ଷର ଲୀଳାଖେଳା ସାରି ଆଜି ହଠାତ୍‌ ସକାଳୁ ସକାଳୁ ଏ ଇହଧାମ ତ୍ୟାଗ କଲି ମୁଁ। ରାତିରେ ସବୁକିଛି ଠିକ୍‌ଠାକ୍‌ ଥିଲା,..

ସ୍ମାରକ

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ପ୍ରତିଦ୍ବନ୍ଦିତାର ଆହ୍ବାନ ଦେଇ ଗାଁର ସେ ପୁରାତନ ବଟବୃକ୍ଷଟା ଛାୟା ପ୍ରଦାନପୂର୍ବକ ପଞ୍ଚ ପରମେଶ୍ବରଙ୍କୁ ସନ୍ତୁଷ୍ଟି ଦେଉଥିଲା। ଶଙ୍କରା ସମେତ ଅନ୍ୟ ଗ୍ରାମବାସୀବୃନ୍ଦ..

ବାପା

ବର୍ଷା ଆସିଲେ ହିଁ ନିତ୍ୟାନନ୍ଦଙ୍କର ମନ ଭିତରଟା ଗୋଟାପଣେ ଓଦା ହୋଇଯାଏ। ସେଦିନ ବି ଆକାଶରେ ଥିଲା ଏମିତି କଳାହାଣ୍ଡିଆ ମେଘ। ସେଦିନ ଅଫିସ୍‌ ଛୁଟି ଟାଇମ୍‌..

ପତ୍ରଲେଖକର ପ୍ରେମିକା

ସ୍ମୃତିକୁ ନ ଦେଖିଲା ଯାଏ ମୋର ଗୋଟିଏ ଧାରଣା ଥିଲା ଯେ, ରାସ୍ତାଘାଟରେ ଆଖିକୁ ସୁନ୍ଦର ଦିଶୁଥିବା ତଥାକଥିତ ସୁନ୍ଦରୀ ଝିଅମାନଙ୍କ ଭିତରୁ, କାହା ପାଖରେ ବି..

ମାଧୁରୀ, ଇଶ୍ୱର ଓ ଚାକିରୀ

ମାଧୁରୀ ଦିକ୍ଷିତ-ବମ୍ବେର ଅପହଞ୍ଚ ସିନେମା ତାରକା, ଅଥଚ ଅବିନାଶର ନିଃସଙ୍ଗତାର ଚିରସାଥୀ। ଈଶ୍ବର-ଏବେ ସୁଦ୍ଧା ଅବିନାଶ ପାଇଁ ଏକ କୁହେଳିକା, ଅଥଚ ତାଙ୍କର ନାମମାତ୍ର ଉଚ୍ଚାରଣରେ କେଡ଼େ..

ଆଉ ଏକ ନଚିକେତା

ବୋଧହୁଏ ନଚିକେତାର ପିଇବାଟା ମାତ୍ରାତିରିକ୍ତ ହୋଇଯାଇଥିଲା। ସେଥିପାଇଁ ତା’ର ଲମ୍ବା ଲମ୍ବା ଗୋଡ଼ ଦୁଇଟା ତା’ମନ ସହ ଅସହଯୋଗ କରିବା ଆରମ୍ଭ କରିଦେଇଥିଲେ। ବାଧ୍ୟହୋଇ ଅନ୍ଧାରୁଆ ରେଷ୍ଟସେଡ଼୍‌..

ଦାରୁଭୂତ

ଦେଖିବାକୁ ଗଲେ ଆଦୌ କଷ୍ଟକର କାମ ନୁହେଁ। ବାଳ ପ୍ରମାଣେ ସୂତାଟାର ବା ଜୋର କେତେ? କିନ୍ତୁ ପରିସ୍ଥିତି ଦେଖ, ପୋଷାକ ସିଲେଇ ରିଲ୍‌ ସୂତା ଖଣ୍ଡକରେ..

NEWSLETTER

Enter your email address below to subscribe to my newsletter

ଆପଣଙ୍କ ଭୋଟ

How Is My Site?

View Results

Loading ... Loading ...
ଲୋକପ୍ରିୟ ଲେଖା
ପ୍ରବାସରେ ସାହିତ୍ୟ
advertisement
ads
ପାଠକୀୟ ମତାମତ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP