ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଏଗୁଡା କି ଅଭ୍ୟାସ?

  • ଗୋଟେ ଜିନିଷ କିଣିବାର ନାହିଁ କିନ୍ତୁ ମଲ୍‌ରେ ପଶି ଗୋଟେ ପରେ ଗୋଟେ ଜିନିଷ ପରଖିବା
    ହୋଟେଲରେ ନିରାମିଷ ଖାଇବାକୁ ଅର୍ଡର କରି, ପଛରେ ଟିକେ ଚିକେନ ଝୋଳ ମାଗିବା।

    ଗୁପ୍‌ଚୁପ୍‌ ବାଲାକୁ ଭାଇ ଡାକି ବାରମ୍ବାର ଆଳୁ ଚୋଖା ଆଉ ଶୁଖିଲା ଗୁପଚୁପ ଖାଇବା
    ଦହିବରା ୧୫ ଟଙ୍କାର ଖାଇକି ୫ ଥର ଦହି ମାଗି ପିଇବା।

    ଭୋଜିରେ ଖାଇଲା ବେଳେ ତରକାରୀ ପରଷିବା ଲୋକକୁ ଆସୁଥିବା ଦେଖି ଶୀଘ୍ର ଶୀଘ୍ର ଖାଇଦେବା
    ଭୋଜି ଯେତେ ଭଲ ହେଲେ ମଧ୍ୟ ଟିକେ ନିନ୍ଦା କରିଦେବା।

    କଦଳୀ କିଣିଲା ବେଳେ ଅଙ୍ଗୁରୁ କିଲୋ କେତେ ପଚାରି ୪-୬ ଟା ଖାଇଦେବା
    ଗୋଟେ ପ୍ରକାର ପରିବା କିଣିବାକୁ ଯାଇ ଅନ୍ୟ ପରିବାକୁ ଚିପି ଚିପି ନଷ୍ଟ କରିବା।

    ନିଜେ ବେନିୟମ କାର୍ଯ୍ୟ କରି ଅନ୍ୟକୁ ନିୟମ ଭିତରେ ରହି କାର୍ଯ୍ୟ କରିବାକୁ ଉପଦେଶ ଦେବା
    ମିଠା ମିଠା କଥା କହି ଶୋଷଣ କରିବା।

    ନିଜର ଅନେକ ଦୋଷ ତ୍ରୁଟି ଥାଇ ଅନ୍ୟକୁ ସମାଲୋଚନା କରିବା
    ଅସତ ଉପାୟରେ ଟଙ୍କା ରୋଜଗାର କରି ବଡ ଲୋକ ହେବା।

    ପର ନିନ୍ଦା ପର ଚର୍ଚ୍ଚା କରି ଚାଲିଥିବା
    ଏମିତି କରି କରି ଦୁନିଆରୁ ଯିବା॥

    ପାଠକୀୟ ଆଦୃତି

    ୭୨ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ଡ. ଗଣେଶ ଚନ୍ଦ୍ର କୁଣ୍ଡ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା

    -: ଆଉ କେତୋଟି କବିତା :-

    ପ୍ରେମ

    -: ପାଠକୀୟ ମତାମତ :-

    ଆପଣଙ୍କ ମତାମତ କ’ଣ?

    କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ପାକ୍ଷିକ ସାହିତ୍ୟ ଇ-ପତ୍ର
    ads
    ସର୍ବାଧିକ ଦୃଷ୍ଟି ଆକର୍ଷଣ
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP