ବସନ୍ତ ବହିଲା
ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷେ ଦେଲେ ପତ୍ର ଝଡ଼ା ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ। ଆମ୍ବକେରି ଘେନିଯିବା ଗୋ ସଜନୀ ଦେଖିବା..
Loading...
କାବ୍ୟ ଓ କବିତା
ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷେ ଦେଲେ ପତ୍ର ଝଡ଼ା ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ। ଆମ୍ବକେରି ଘେନିଯିବା ଗୋ ସଜନୀ ଦେଖିବା..
କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ। କରମାଳିକର ମହା ଖରତର କମଳ କୁମାର ପରାୟେ। ସୁଜନେ, କି କହିବା ମହୀ ତପତ। କରାଇଲା..
ବିଜନ କୁଟୀରେ ବସି ଲେଖଇ କବିତା ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ ଅନାୟାସେ ଧରା ଦିଏ..
ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ, ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ। ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ, ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ।..
ଶୁଣ ସୁଧିରେ ଭକ୍ତବୀର। କହିବା ଶରୀରାର୍ଥ ସାର॥ ବ୍ରହ୍ମା ଯେ ନାଭି କମଳରେ। ବାସ ତା ହୃଦୟ ମଣ୍ଡଳେ॥ ସେଠାରୁ ଝରୁଛି କଳ୍ପଣା। ମନ ପବନ ଯୋଗ..
(୧) ଆହା, ଯଉବନ ଥରେ ଗଲେ ଆଉ ଆସେନା। ବୃଥା ବିଧୁର ପରାଣେ ଝୁରେ ବାସନା। ଫୁଲ ଫୁଟେ, ଫୁଲ ଝଡ଼େ ପୁଣି ଫୁଟେ ସେ, ପୂରନିମା..
ଧର୍ମର ଭୟ କ୍ଷମତାର ଭୟ ଜୀବନର ଭୟ ପ୍ରତିବାଦର ଭୟ! ଭୟ! ଭୟ! ସମଗ୍ର ଜାତିର ରକ୍ତକଣିକା ଖାଲି ଭୟର ବୀଜାଣୁରେ ଭରପୁର ଆଃ କେଡ଼େ ବ୍ୟାଧିଗ୍ରସ୍ତ..
ଆଶା ବିଲୋଳ କୁସୁମ ଅୟନେ ରତ ଥିଲି ଯେବେ ଫୁଲ ଚୟନେ କିଏ ଚୁପି ଚୁପି ଆସେ ସେ ବେଳେ ଆଖି ଥାପିଲା ଯେବେ ଏ ନୟନେ॥..
ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ! ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ॥ ଅତ୍ୟାଚାରକୁ ସହିବାର..
ଭଜୁ କିନା ରାମ ନାମରେ ରାଜନ ବୋଲୁ କିନା ରାମ ନାମ, ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ। କି କରିବେ..
ଚୁପ୍ ଚାପ୍ ବସିଥିଲି ମଝିରେ ମଝିରେ ଚାହିଁ ଉଇଲଗା ଛାତେ ଗଣୁଥିଲି କଡ଼ି କାଠ ବର୍ଗା ଜୀର୍ଣ୍ଣ ପାଣ୍ଡୁଲିପି ତଳେ ପାଶୋରା ପ୍ରେମର ଛିନ୍ନ ଚିଠି ପରି..
ବିଶ୍ୱ-ପ୍ରାଚୀ-ଗଗନ-କ୍ଷେତ୍ରେ ରକ୍ତ-ସୂର୍ଯ୍ୟ ଉଠେ ବିଶ୍ୱ-ଶୋଷିତ-ମନ-ସରୋବରେ ରକ୍ତ-ପଦ୍ମ ଫୁଟେ। ମୁକୁଳା-କେଶର-ବିନ୍ୟାସେ ନାରୀ ରକ୍ତ-ଓଢ଼ଣା ଟାଣି ରକ୍ତ-ଡାଲାରେ ରକ୍ତ ଗୋଲାପ ପାରିଜାତ ରଖେ ଆଣି। ରକ୍ତ-ମାନସେ ହୃଦୟ-ହରଷେ ରକ୍ତ-ଝୁଣା-ସୁଗନ୍ଧେ ରକ୍ତ-ପ୍ରଦୀପ..
ଦିନ ଭଳି ଜହ୍ନ ପଡ଼ିବା କଥା ଆଦୌ ଗୁଜବ୍ ନୁହଁ॥ ଖରାଭଳି ଜହ୍ନରେ ବି ଛାଇ ପଡ଼େ। ମୁର୍ଦ୍ଦାର ହସିବା କଥା ଆଦୌ ଗୁଜବ୍ ନୁହେଁ, ବେକରେ..
କାହିଁ ସେ ରାଇଜ କାହିଁ ସେ ଭୂଇଁ? ଜୀବନ ଯେଉଁଠି ଜୀବନ ଚାହେଁ? ଝଲମଲ ସିଏ ହେଉଛି କାହିଁ ପ୍ରଭାତୀ ଆକାଶେ ରଙ୍ଗ ପ୍ରାୟେ କେତେ ଦୂର..
ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା। ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ..
ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି-ଶଶୀ-ତାରା, ନୀରବେ ବଢ଼ଇ ତରୁଲତା-ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର। ମହା-କାଳ-ପାରାବାର ଅନନ୍ତ ଗରଭେ..
Enter your email address below to subscribe to my newsletter
ମହୀୟସୀ କବୟିତ୍ରୀ (କୁନ୍ତଳା କୁମାରୀ ସାବତ)ଙ୍କର ଶେଫାଳି ପ୍ରତି କବିତା ବହୁତ ଉଚ୍ଚକୋଟିର ଏବଂ ତତ୍ତ୍ବ ଭିତ୍ତିକ। ଏଠାର.. More
ସୁନ୍ଦର କବିତା! ସୌଭାଗ୍ୟ କୁମାରଙ୍କର ଆହୁରି ଅନେକ କାଳଜୟୀ କବିତା ରହିଚି। ତନ୍ମଧ୍ୟରୁ କେତୋଟି ପତ୍ରସ୍ଥ କରିବାକୁ ଅନୁର.. More
ଖୁବ୍ ଭଲ ଲାଗିଲା| ସୁନୀଲ୍ ଭାଇ, ଅନେକ ଧନ୍ୟବାଦ। ସମ୍ପୂର୍ଣ ସମପର୍ଣର କଥା ଏଠାରେ ଦେଖେଇଛନ୍ତି। ଆବେଗ ରହିଛି ଏ କବିତାର.. More
ବହୁତ ସୁନ୍ଦର କବିତା। ଶବ୍ଦ ସଂଯୋଜନା ଅତି ଉତ୍ତମ।.. More
ବାଗଦେବୀ! ଲେଖା ବହୁତ୍ ଭଲ ଲାଗିଲା। ଆହୁରି ଲେଖ।.. More
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭