ଖୋଲାଝର୍କା
ଚୁପ୍ ଚାପ୍ ବସିଥିଲି ମଝିରେ ମଝିରେ ଚାହିଁ ଉଇଲଗା ଛାତେ ଗଣୁଥିଲି କଡ଼ି କାଠ ବର୍ଗା ଜୀର୍ଣ୍ଣ ପାଣ୍ଡୁଲିପି ତଳେ ପାଶୋରା ପ୍ରେମର ଛିନ୍ନ ଚିଠି ପରି..
Loading...
ପଦ୍ୟ ଓ କବିତା
ଚୁପ୍ ଚାପ୍ ବସିଥିଲି ମଝିରେ ମଝିରେ ଚାହିଁ ଉଇଲଗା ଛାତେ ଗଣୁଥିଲି କଡ଼ି କାଠ ବର୍ଗା ଜୀର୍ଣ୍ଣ ପାଣ୍ଡୁଲିପି ତଳେ ପାଶୋରା ପ୍ରେମର ଛିନ୍ନ ଚିଠି ପରି..
ବିଶ୍ୱ-ପ୍ରାଚୀ-ଗଗନ-କ୍ଷେତ୍ରେ ରକ୍ତ-ସୂର୍ଯ୍ୟ ଉଠେ ବିଶ୍ୱ-ଶୋଷିତ-ମନ-ସରୋବରେ ରକ୍ତ-ପଦ୍ମ ଫୁଟେ। ମୁକୁଳା-କେଶର-ବିନ୍ୟାସେ ନାରୀ ରକ୍ତ-ଓଢ଼ଣା ଟାଣି ରକ୍ତ-ଡାଲାରେ ରକ୍ତ ଗୋଲାପ ପାରିଜାତ ରଖେ ଆଣି। ରକ୍ତ-ମାନସେ ହୃଦୟ-ହରଷେ ରକ୍ତ-ଝୁଣା-ସୁଗନ୍ଧେ ରକ୍ତ-ପ୍ରଦୀପ..
ଦିନ ଭଳି ଜହ୍ନ ପଡ଼ିବା କଥା ଆଦୌ ଗୁଜବ୍ ନୁହଁ॥ ଖରାଭଳି ଜହ୍ନରେ ବି ଛାଇ ପଡ଼େ। ମୁର୍ଦ୍ଦାର ହସିବା କଥା ଆଦୌ ଗୁଜବ୍ ନୁହେଁ, ବେକରେ..
କାହିଁ ସେ ରାଇଜ କାହିଁ ସେ ଭୂଇଁ? ଜୀବନ ଯେଉଁଠି ଜୀବନ ଚାହେଁ? ଝଲମଲ ସିଏ ହେଉଛି କାହିଁ ପ୍ରଭାତୀ ଆକାଶେ ରଙ୍ଗ ପ୍ରାୟେ କେତେ ଦୂର..
ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା। ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ..
ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି-ଶଶୀ-ତାରା, ନୀରବେ ବଢ଼ଇ ତରୁଲତା-ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର। ମହା-କାଳ-ପାରାବାର ଅନନ୍ତ ଗରଭେ..
ସବୁଦେଇ ଶୂନ୍ୟ କରିଅଛ ମୋତେ ପୂରାଅ ସକଳ ଦେଇଣ। ନେଲ ମୋତେ ହରି ନେଲ ମୋତେ ଧରି ଜୀବନେ ବଞ୍ଚାଇ ମାରିଣ। ନେଲ ଗୁଣ, ଜ୍ଞାନ ନେଲ..
ଭଲପାଏ ମୁହିଁ କଅଁଳ ଫୁଲେ କାକର ଟୋପି ଟୋପି ପତର ଆଖି ପତାର ଲୁହ ବରଷା ଥୋପି ଥୋପି। ଝରଇ ଯେବେ ଫଗୁ ଫଗୁଆ କିରଣ ବାଟବଣା..
ଘେନାକର ସରକାର କିଣିଖିଆ ଗୁହାରି କିଣିଖିଆ ଗୁହାରି । ଘୋଷା । ଅଖା ପଟ ବୋହି ବୋହି କୁରୁମ ଆମେ, ପଶୁଠୁଁ ହୀନ ବହିଛୁଁ ମଣିଷ ନାମେ..
(ରାଗ-ଆଷାଢ଼ ଶୁକ୍ଳ) ଅମ୍ବର ସର ଦିଶଇ ମଞ୍ଜୁଳ। ମାମୁଁ ତହିଁରେ ତ ପଙ୍କଜ ଫୁଲ। ଉଜ୍ଜ୍ୱଳ କୁମୁଦ ତାରା ସଙ୍କୁଳ। ଗ୍ରହ ଗ୍ରାହରେ ହୋଇଛି ଆକୁଳ। ଚନ୍ଦିକ୍ରା..
(ରାଗ- ତୋଡ଼ି ପରଳ, ତାଳ-ଏକତାଳ) ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲି ରେ ଜଣାଶୁଣା ସରଣୀ ଛାଡ଼ିଲି ରେ। ଉଣା ଟିଣା ବୁଦ୍ଧିରେ ତେଲି ଘଣା ମଧ୍ୟରେ..
ଏବେ ଗ୍ରୀଷମ କାଳ ଗଲା। ବରଷା ଋତୁ ପ୍ରକାଶିଲା। ସକଳ ଋତୁଙ୍କର ସାର। ଶସ୍ୟ ସମ୍ପଦ ମଞ୍ଚ ପୁର। ମେଘେ ମିଳିଲେ ଶୂନ୍ୟପଥେ। ବିଜୁଳି ଶବଦ ସଙ୍ଗତେ।..
ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ ବିସ୍ତୀର୍ଣ୍ଣ ପ୍ରକୃତି ଜହିଁ ଦିଗମ୍ବର ବେଶେ ବୃକ୍ଷହୀନ-ହେମକାନ୍ତ-ସିକତା ବିସ୍ତାର ମହୋଦଧି ତଟ-ପ୍ରାନ୍ତେ। ସିନ୍ଧୁ ସିକତାରେ କ୍ରୀଡ଼ନ୍ତି ନିଶୀଥେ ତହିଁ..
(ରାଗ-ମାୟାମାନବ ଗୌଡ଼ା) ସମୀରଣ ବହଇ ମରମରି ମରମରେ ପୂରଇ ଗିରିଦରୀ; ମରମରେ ପୂରଇ ପରାଣ ରହି ରହି, କାହିଁ ଯାଉଛି ବହି ଥରିଥରି? ଅରୁଣେ ହସି ହସି..
ଦେଖରେ ତାରା ଦେଖ ଆକାଶେ ତୁମରି କବି ଲୋତକେ ଭାସେ ଏ ଧୂଳି ତଳେ କାଙ୍ଗାଳ ବେଶେ ଭ୍ରମର କିବା ଭିକ୍ଷାର ଆଶେ। ମଳିନ କ୍ଷୀଣ ଧୂସର..
ମୂଳ ଲେଖା – କେ.ଶିବରାମ କରନ୍ଥ ଅନୁବାଦ – ଅସିତ୍ ମହାନ୍ତି ସୋନାଲି ପତ୍ରିକା ଦୁଇଟି ପଢ଼ିସାରି ଗୋଟାଏ କଡ଼କୁ ରଖିଦେଲା। ପତ୍ରିକା ଦୁଇଟି ଥିଲା ‘ପ୍ରଭାତ’..
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)