Loading...
ଜଣେ ଶିକ୍ଷୟିତ୍ରୀଭାବେ କର୍ମମୟ ଜୀବନର ଜଞ୍ଜାଳ ମଧ୍ୟରେ ସୁନ୍ଦରଗଡ଼ ପରି ଉପାନ୍ତ ସହରରେ ନିଜର ସାହିତ୍ୟ ସାଧନା ଅବ୍ୟାହତ ରଖିଛନ୍ତି ଶ୍ରୀମତୀ ଲଳିତା ଖଣ୍ଡା। ଏକାଧିକ ସମ୍ମାନ ଓ ପୁରସ୍କାର ପାଇଥିବା ଶ୍ରୀମତୀ ଖଣ୍ଡା ନିଜସ୍ବ ଉଦ୍ୟମରେ ଲାବଣ୍ୟ ନାମକ ଏକ ସାହିତ୍ୟ ପତ୍ରିକା ଆରମ୍ଭ କରିଥିଲେ। ବିଶେଷ କରି ନାରୀମାନଙ୍କର ବିଭିନ୍ନ ସମସ୍ୟା ଓ ବିଷୟ ଉପରେ ଗଳ୍ପ ଲେଖି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ସେ।
No posts found for this author.
ଓଡ଼ିଆସାହିତ୍ୟ ଘର ନଂ.- S3H1-2, ଆର୍-ଡି-ଏ କଲୋନୀ କଳିଙ୍ଗ ବିହାର, ଛେଣ୍ଡ୍ ରାଉରକେଲା-୭୬୯୦୧୫ ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭