ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ କୁନ୍ତଳା କୁମାରୀ ସାବତ

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ(୧୯୦୦-୧୯୩୮) ନାରୀ କବି ଭାବରେ ଓଡ଼ିଶା ସାହିତ୍ୟରେ ଏକ ସୁପରିଚିତ ନାମ। ଉଭୟ ଗୁଣ ଓ ପରିମାଣରେ ପ୍ଲାବନ କଲାଭଳି ସେପରି ସାହିତ୍ୟିକ ବ୍ୟକ୍ତିତ୍ବ ଏପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ।

ତାଙ୍କର ଲେଖାଗୁଡ଼ିକରେ କବି ପ୍ରବଣତା, କୁସଂସ୍କାର ଦୂର କରିବାର ପ୍ରଚେଷ୍ଟା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଦାର୍ଶନିକ ଭାବର ଅନୁପମ ଚିତ୍ର ପ୍ରତିଫଳିତ ହୋଇଛି। ମାତ୍ର ୩୮ ବର୍ଷର ଜୀବନ ମଧ୍ୟରେ ସେ ରଚନା କରିଥିବା କବିତା ସଙ୍କଳନ ‘ଅଞ୍ଜଳି’, ‘ଅର୍ଚ୍ଚନା’, ‘ଆହ୍ବାନ’ ସମେତ ୯ଟି ଉପନ୍ୟାସ ତାଙ୍କର ଉଲ୍ଲେଖନୀୟ ସୃଷ୍ଟି।

ଗଡ଼ଜାତ କୃଷକ

ପର ମୂଲ ଖଟି ଖଟି ଗୋକୁଳିଟି ରାତିକୁ ଫେରେ ଅରଜନଯାକ ଭାତକୁ ନଅଣ୍ଟ, ଚାଉଳ ସେରେ। ବୁଲି ବାରବାଡ଼ି ବୁଢ଼ୀକାଳେ, ଖୁଡ଼ି ଖୋଜନ୍ତି ଶାଗ କାନିସିରି କଣ୍ଟା...

ପାଦଚିହ୍ନ

କେ ତୁହି ବାଟୋଇ ଚାଲୁ ଚାଲୁ ଛିଡ଼ା ଶ୍ରାନ୍ତେ କାତରେ ପ୍ରାନ୍ତରେ, ନିବିଡ଼ ଦୁରୀଶା ମାୟା ମରୀଚିକା ଭୁଲାଇ ବଥାଏ ଅନ୍ତରେ। ହେବ ହେବ ଶେଷ ଦୀର୍ଘ...

ଅଭିଯୋଗ

ସବୁଦେଇ ଶୂନ୍ୟ କରିଅଛ ମୋତେ ପୂରାଅ ସକଳ ଦେଇଣ। ନେଲ ମୋତେ ହରି ନେଲ ମୋତେ ଧରି ଜୀବନେ ବଞ୍ଚାଇ ମାରିଣ। ନେଲ ଗୁଣ, ଜ୍ଞାନ ନେଲ...

ଛୋଟ ବଡ଼

ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼, ଫୁଟିଥିଲା ଫୁଲ ସଙ୍ଗେ ସରି କିବା ହେବ କେବେ ଫୁଲକଢ଼! ବଡ଼ ହୁଏ ଯଦି ପୂର୍ଣ୍ଣଚନ୍ଦ୍ର ପରି...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP