ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଗୋବିନ୍ଦ ତ୍ରିପାଠୀ

ଗୋବିନ୍ଦ ତ୍ରିପାଠୀ

ଗୋବିନ୍ଦ ତ୍ରିପାଠୀ(୧୮୯୯-୧୯୬୨) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ବ। ଅଳ୍ପ କିଛି ଉପନ୍ୟାସ ଏବଂ ନାଟକ ଲେଖିଥିଲେ ସୁଦ୍ଧା ବିଭିନ୍ନ ବିଷୟ ଉପରେ ତାଙ୍କ ଦ୍ବାରା ଲିଖିତ ପ୍ରବନ୍ଧଗୁଡ଼ିକ ପାଇଁ ସେ ପ୍ରତିଷ୍ଠା ଲାଭ କରିଥିଲେ। ତାଙ୍କ ପ୍ରବନ୍ଧଗୁଡ଼ିକରେ ଓଡ଼ିଆ ଏବଂ ଓଡ଼ିଶାର ସ୍ବାଭିମାନର ଚିତ୍ର ବେଶ୍‌ ବଳିଷ୍ଠ ରୁପରେ ପର୍ଯ୍ୟବେଶିତ। ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ଜୀବନ ଓ ସାହିତ୍ୟ ସମେତ ଜାତୀୟତାର ଭାବନା ପ୍ରତିଫଳିତ ହୋଇଥିଲା। ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଇତିହାସରେ ଏକ ଅଭିନବ ରୀତି ପ୍ରବର୍ତ୍ତନ କରି ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଯାଇଛନ୍ତି। ତାଙ୍କ ରଚିତ ପ୍ରବନ୍ଧ ସଙ୍କଳନ ମଧ୍ୟରେ ବଟୁଆ, କଖାରୁ ଫୁଲ, ଆକାଶ କଇଁଆ ଆଦି ଅନ୍ୟତମ।

କବିତାରେ ବିଷୟ ବିଚାର

କବି କଳ୍ପିତ ବିଷୟରେ ନିଜର ପୂର୍ଣ୍ଣ ବିଶ୍ବାସ ସମ୍ବନ୍ଧେ ଆମ୍ଭମାନଙ୍କ ମନରେ ଯଦି ଧ୍ରୁବ ଧାରଣ ଆଣିପାରେ, ତା’ହେଲେ ଯେକୌଣସି ଉପସଂହାରରେ ଉପନୀତ ହେଉପଛକେ, ସେଥିରେ ବିଶେଷ...

ଅସୀମର ଆହ୍ୱାନ

ମୁକ୍ତିପାଇଁ ପ୍ରେରଣା ମନୁଷ୍ୟର ଅନ୍ତର୍ନିହିତ। ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି। ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ; ତଥାପି ଅତି ଦୂର,...

ବଟୁଆ

ବଟୁଆ ଓଡ଼ିୟାମିର ଗୋଟାଏ ଚିହ୍ନ-ଓଡ଼ିୟାମିମାନେ ଖାଣ୍ଟି ଓଡ଼ିୟାମି; ବଙ୍ଗୋଡ଼ିଆ ବା ବିହାରୋଡ଼ିଆ ବା ତେଲଙ୍ଗୋଡ଼ିଆ ଏ ଚିହ୍ନଟାକୁ ଜାତି ଚିହ୍ନ ବୋଲି ମାନିବାକୁ ରାଜି ନୁହଁନ୍ତି। କଲିକତିଆ...

ମିଛକଥା

ବଡ଼ ବଡ଼ ପଣ୍ଡିତମାନେ କହିଯାଇଛନ୍ତି ନ ମିଥ୍ୟାତ୍‌……. ପରମ୍‌। ବଡ ପଣ୍ଡିତଙ୍କର ବଡ଼ କଥା, ଅତଏବ ମାନିବାକୁ ପଡ଼ିବ। କିନ୍ତୁ ଧରି ବାନ୍ଧି ଢିଙ୍କି ଗିଳେଇଲେ ତ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP