ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଦୀନକୃଷ୍ଣ ଦାସ

ଭକ୍ତକବି ଦୀନକୃଷ୍ଣ ଦାସ ଜଣେ ମଧ୍ୟଯୁଗୀୟ କବିଭାବେ ପରିଚିତ ଥିଲେ। ବିଶେଷ କରି ଭକ୍ତି ରସାତ୍ମକ ରଚନାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କ ରଚିତ ବିଭିନ୍ନ ଗ୍ରନ୍ଥ ମଧ୍ୟରେ ‘ରସ କଲ୍ଲୋଳ’, ‘ରସ ବିନୋଦ’ ଆଦି ଅନ୍ୟତମ।

ପ୍ରକୃତିର ଶୋଭା ବର୍ଣ୍ଣନା ଓ ପ୍ରଭୁ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା ସମ୍ପର୍କୀତ ତାଙ୍କ ରଚନାଗୁଡ଼ିକ ବେଶ୍‌ ଲୋକପ୍ରିୟ। ଅନେକ ଅଭାବ, ଅସୁବିଧା ଏବଂ ଶାରିରୀକ ଅସୁସ୍ଥତା ସତ୍ତ୍ୱେ ମଧ୍ୟ କବି ଦୀନକୃଷ୍ଣଙ୍କ ରଚିତ କବିତା ଓ କାବ୍ୟଗୁଡ଼ିକ ସ୍ୱତନ୍ତ୍ର ମାନ୍ୟତା ପାଇପାରିଛି।

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP