| ପ୍ରକାଶନ ସ୍ଥାନ: | ଭୁବନେଶ୍ୱର |
| ପ୍ରକାଶନ ଆରମ୍ଭ ବର୍ଷ: | ୨୦୧୨ |
| ପ୍ରତିଷ୍ଠାତା: | ସବିତାରାଣୀ ବେହେରା |
| ପ୍ରତିଷ୍ଠାତା ସମ୍ପାଦକ: | ସବିତାରାଣୀ ବେହେରା |
| ପତ୍ରିକା ପ୍ରକାଶନ କାଳ: | ତ୍ରୟମାସିକ |
| ପତ୍ରିକା ସମ୍ପର୍କୀତ ତଥ୍ୟ: | ଏହି ପତ୍ରିକା ମୁଖ୍ୟତଃ ଏକ ସାହିତ୍ୟ ପତ୍ରିକାଭାବେ ପ୍ରକାଶ ପାଉଛି। ଏହା ସହିତ ଏଥିରେ ଚିନ୍ତା ଓ ଚେତନାଧର୍ମୀ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗକୁ ନେଇ ଲେଖା ପ୍ରକାଶିତ ହେଉଛି। ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହା ମହିଳାମାନଙ୍କ ଦ୍ୱାରା ପରିଚାଳିତ। |