ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କବିତା ପାଠ – ମାଧ୍ୟମ

  • ପାଠକୀୟ ଆଦୃତି

    ୨୩୬ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    କାମାକ୍ଷୀ ପ୍ରସାଦ ଦାଶ, ରାୟଗଡ଼ା

    କୈଶୋରରେ ଆରମ୍ଭ ହୋଇଥିବା ଅନ୍ଧତ୍ବଦ୍ବାରା ଜୀବନ ଅନ୍ଧକାର ହେଲେ ମଧ୍ୟ ଅବିଚଳ ବୀର ଶ୍ରୀଯୁକ୍ତ ଦାଶ ଅନେକ ଯୋଗ୍ୟତାର ଅଧିକାରୀ ହୋଇ ତା’ପରେ ସମ୍ମାନଜନକ ଅଧ୍ୟାପନା ବୃତ୍ତିରେ ଅବସ୍ଥାପିତ୤ ଶିକ୍ଷାଦାନ ବ୍ୟତୀତ କବିତା ଲେଖା ଓ ପ୍ରବନ୍ଧ ଆଲୋଚନାମାନଙ୍କରେ ଯୋଗ ଦେବା ତାଙ୍କର ନିଶା୤ ପ୍ରତିକୂଳ ପରିସ୍ଥିତି ମଧ୍ୟ ଜୀବନସଂଗ୍ରାମରେ ହାରି ନଯାଇ ନିଜର ଅଧ୍ୟବସାୟ ଜାରି ରଖିଛନ୍ତି ଶ୍ରୀ ଦାଶ୤ ସାମାଜିକ ବ୍ୟବସ୍ଥା ସହିତ ସର୍ବଦା ଜଡ଼ିତ ରହିବାକୁ ପସନ୍ଦ କରୁଥିବା ଶ୍ରୀ ଦାଶ ଅଦ୍ୟାବଧି ବ୍ରେଲ୍ ଲିପିରେ ହଜାରେରୁ ଅଧିକ କବିତା ସାଇତି ରଖିଛନ୍ତି୤ ଭାରତୀୟ ଦର୍ଶନରେ ରୁଚି ରଖିଥିବା ଶ୍ରୀଯୁକ୍ତ ଦାଶ ଇଂରାଜୀ ଓ ଓଡ଼ିଆ ଭାଷାରେ ସାମାଜିକ ସମସ୍ୟା ଉପରେ ବହୁ ନିବନ୍ଧ ରଚନା କରିଛନ୍ତି୤

    ତାଙ୍କ ଦ୍ବାରା ରଚିତ ଇତିହାସ ସମ୍ପର୍କିତ ପାଞ୍ଚ ଖଣ୍ଡ ପାଣ୍ଡୁଲିପି ପ୍ରକାଶ ଅପେକ୍ଷାରେ ରହିଛି୤ ବିଭିନ୍ନ ସମୟରେ ରେଡ଼ିଓ ତଥା ସାଧାରଣ ସଭାରେ ନିଜର ଓଜସ୍ବିନୀ ବକ୍ତୃତା ମାଧ୍ୟମରେ ନସାଧାରଣଙ୍କୁ ଅନୁପ୍ରେରିତ କରିପାରିଛନ୍ତି ଶ୍ରୀ ଦାଶ୤ ରାୟଗଡ଼ା ପରି ଅନୁନ୍ନତ ଜିଲ୍ଲାରେ ଦୃଷ୍ଟିହୀନମାନଙ୍କ ପାଇଁ ଏକ ବିଦ୍ୟାଳୟ ସ୍ଥାପନ କରିବାରେ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ୤

    ଶ୍ରୀଯୁକ୍ତ ଦାଶଙ୍କର “ମୋ ଇଲାକା” କବିତା ସଙ୍କଳନ , “ଭାରତ ଇତିହାସର ସଂକ୍ଷିପ୍ତ ପରିଚୟ” , “ଆହ୍ବାନ” ପୁସ୍ତକସମୂହ ବହୁ ପାଠକୀୟ ଆଦୃତି ଲାଭ କରିଅଛି ୤ ଶ୍ରୀଯୁକ୍ତ ଦାଶଙ୍କ ଜୀବନ ଗାଥା ସମସ୍ତ ଦୃଷ୍ଟିହୀନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଅଟେ୤

    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP