/  ଅନ୍‌ଲାଇନ୍ ଓଡ଼ିଆ
/  ସାଧାରଣ ପ୍ରଶ୍ନ
/  
/  

Loading...

ବାକି ଖାତା

  • ଏବେ ହିସାବ କରିବାର ବେଳ
    ପ୍ରାରମ୍ଭରୁ ବର୍ତ୍ତମାନ
    ବର୍ତ୍ତମାନଠାରୁ ଶେଷ ପ୍ରାନ୍ତ ଯାଏଁ
    ହାନିଲାଭ କ୍ଷୟକ୍ଷତି
    ସୁଖଦୁଃଖ ପ୍ରେମକ୍ରୋଧ
    ହିସାବ ଅସ୍ପଷ୍ଟ, ପ୍ରଚ୍ଛଦପଟରେ।

    କେତେ ଯେ ଅଡ଼ୁଆ ଖିଅ
    ଛନ୍ଦିହେଇଯାଏ
    ଅଗମୂଳ ଖୋଜୁଖୋଜୁ
    ଜୀବନର କାଳ ପୂରିଯାଏ
    ତଥାପି ହିସାବ ରହିଯାଏ ବାକି
    ଆର ଜନ୍ମକୁ, ବାକି ଖାତାରେ।

    ପାଠକୀୟ ଆଦୃତି

    ୨୯ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ସତ୍ୟଜିତ୍‌ ନାଥ, ଭଦ୍ରକ

    -: ଆଉ କେତୋଟି କବିତା :-

    ପ୍ରେମ

    -: ପାଠକୀୟ ମତାମତ :-

    ଆପଣଙ୍କ ମତାମତ କ’ଣ?

    କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ

    ଉପୋରକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ପାକ୍ଷିକ ସାହିତ୍ୟ ଇ-ପତ୍ର
    ଆପଣଙ୍କ ଭୋଟ

    How Is My Site?

    View Results

    Loading ... Loading ...
    ସର୍ବାଧିକ ଦୃଷ୍ଟି ଆକର୍ଷଣ
    ବିଦେଶରେ ସାହିତ୍ୟ
    advertisement
    ads
    ପାଠକୀୟ ମତାମତ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP