/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ସ୍ମରଣୀୟ ଲେଖା

ସ୍ମୃତି

ଜେଜେ ଦିନେ ମୋତେ ଡାକି କହିଲେ, ‘ମୋ ହାତ ବାକ୍ସଟା ଆଣ ତ’। ଛୋଟ ହାତ ବାକ୍ସଟି ଖଟ ଉପରେ ଗୋଟେ ପାଖକୁ ଥୁଆ ହୋଇଥିଲା, ଆଣି..

ସଞ୍ଜୟଙ୍କ ପଳାୟନ, ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀଙ୍କ ବନେଦାହ

ଶୁଣ ହୋ ବଇସୁତ ମନୁ ବଦୟନ୍ତି ଅଗସ୍ତି ବିଦୁର ମଲାର ହୋଇଲା ବରଷକ ସଂଗତି ।୧। ଜ୍ୟେଷ୍ଠା ନକ୍ଷତ୍ର ଯେ ଅଟଇ ସେ ଦିନର ନାଗ ନାମରେ..

ନୀଳ ମାଷ୍ଟ୍ରାଣୀ

ଓହୋ, କି ଦାରୁଣ ଦୃଶ୍ୟ! ମାସ ଦୁଇଟା ନୀଳମାଷ୍ଟ୍ରାଣୀ ମଦନା ଘରେ ବୋହୂ ହୋଇ ରହିଲା। ତା’ପରେ ଆସିଲା ଭୀଷଣ ପରିସ୍ଥିତି। ନାଟ ଆଖଡ଼ା ଭାଜିଗଲା। ଅର୍ଜ୍ଜୁନଙ୍କ..

ତାରକାର ଲୁହ

ଦିନେ ବି ଆଖିରେ ଦେଖିନି ତୁମକୁ ପାଇଛି ତମର ମାଳା ଗୋ, ହେ ଦୂରଭାଷିନୀ, କୁସୁମ ହାସିନୀ ଦୂର ଜନପଦ ବାଳା ଗୋ! ହେବ କି ନହେବ..

କୋକିଳ ଓ ଖଦ୍ୟୋତ

ପଲ୍ଲି ଚୂତତରୁ ଶାଖେ ରାବେ ବସି ପିକ ଶୁଣନ୍ତି ସାନନ୍ଦମନେ, ବହୁଳ କୃଷକ। ନିଶୀଥେ କ୍ଷୂଧାର୍ତ୍ତେ ଦିନେ କୋକିଳ ଦୁଃଖିତ, ଗାଢ଼ ଅନ୍ଧକାରେ ବସି ରାବେ ଅତୃପତ।..

ବାରମାସୀ କୋଇଲି

ଆରେ ବାବୁ ଚାପଧାରୀ କି ଦଣ୍ଡ ଦେଲା ତୋହରି କାନ୍ଦି କଉଶଲ୍ୟା ବୋଲନ୍ତି କୈକେୟୀ ଅରଜିବ କେଉଁ ଶିରୀ ଲୋ। କୋଇଲି ଶୁଣ ଲୋ। (୧) ଏହି..

ଉଧାରଶୁଝା

ଫ୍ରାନ୍‌ସ୍‌ ଦେଶର ରାଜଧାନୀ ପାରିସ୍‌। ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି। ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ। ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି। ସଞ୍ଜ ବୁଡ଼ି..

ବୋତଲ ଅଧିବେଶନ

ଉଚ୍ଚ ଉଚ୍ଚ କାନ୍ଥଦିଆ ଘରେ ବି ଚୋର ଭୟ ଥାଏ। ସେଇ ଉଚ୍ଚ କାନ୍ଥରେ ଭଙ୍ଗାକାଚ ଦେଇ ମାଲିକ ନାକରେ ଶୋରିଷ ତେଲ ପକାଇ ଶୁଏ। ସେଇ..

ଚତୁର ବିନୋଦ କଥା

କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା। ସେ ଅତ୍ୟନ୍ତ ବଳବନ୍ତ ଅଟଇ। ତା’ ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରେ କେହି ନ ଥିଲେ। ସେ..

ଅଷ୍ଟକ ବିହାରୀ ଗୀତା

କଳି ଘୋଟିଲା ଚାରିଦିଗେ ମୁଖେ ପ୍ରଭୁଙ୍କୁ ଡାକ ସର୍ବେ॥ କଥା ହେଲାଣି ଅସମ୍ଭାଳ ଏ ପିଣ୍ଡ ପ୍ରାଣକୁ ସମ୍ଭାଳ॥ କାଳ ଯେ ଗୃହେ ପଶିଲାଣି ରୋଗ ପରାୟ..

ପରଦା ତଳେ

ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି-କେତେ ହସକାନ୍ଦର ଅସରନ୍ତି କଥା। ଭିକାରୁଣୀ ରୂପରେ କେତେ ରୂପସୀ ‘ତାରକା’ଙ୍କ ରକ୍ତିମ ଅଧରରେ ଖେଳିଗଲା ମନ ଭୁଲାଣିଆ..

ଗୁପ୍ତ ଭୋଟ

(ରାଗ-କୌଶିକ) ଭାଇ ଭୋଟର, ଗୁପ୍ତ ଭୋଟ ଦେ ନ ଯା’ରେ ; କ୍ଷମତାଭିଳାଷୀ ପଦବୀଲାଳସୀ ଦେଲେ ହେଲେ ତତେ ହଜାରେ।(ଘୋଷା)। ମତବାଦୀ ଚିହ୍ନ ଘେନି ଭିନ୍ନ ଭିନ୍ନ-..

NEWSLETTER

Enter your email address below to subscribe to my newsletter

ଆପଣଙ୍କ ଭୋଟ

How Is My Site?

View Results

Loading ... Loading ...
ଲୋକପ୍ରିୟ ଲେଖା
ପ୍ରବାସରେ ସାହିତ୍ୟ
advertisement
ads
ପାଠକୀୟ ମତାମତ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP