ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଆଧୁନିକ

ଘର

ଗଲା କାଲି ରାତିଅଧରୁ ସାଉଁଟି ଆଣିଥିବା ଆଞ୍ଜୁଳାଏ ଅନ୍ଧାରକୁ ନେଇ ତିଆରିଛି ଗୋଟେ ଘର। ସକାଳ ନରମ ଖରାରୁ ଖଣ୍ଡେ କାଟି ଆଣି ତିଆରିଛି କବାଟ ଝରକା।..

ମହିଷାସୁର

ମୋ ମୁଣ୍ଡ, ମୋ ଧମନୀ ମୋ ଛାତି, ମୋ ଉଲ୍ଲାସର ରକ୍ତରେ ଗାଧୋଇ ଫେରିଛ ତ? କାଇଁ ଟିକେବି ବିଭତ୍ସ ଦିଶୁନ! ଏଇ ଟିକକ ଆଗରୁ କେତେ..

ବିରଳ ପ୍ରଜାତି

ବିରଳ ପ୍ରଜାତି ପ୍ରେମ ବଦଳି ଯାଉଚି ଗୀତରେ ଗୀତ ବଦଳି ଯାଉଚି ପ୍ରେମରେ ଗଛରେ ଗଛେ ପକ୍ଷୀ ଗଛେ ଗୀତ ଗଛେ ପ୍ରେମ। ମଣିଷ ପକ୍ଷୀଠୁ ଶିଖିଥିଲା..

ଦୁଇଟି କବିତା

ଯୀଶୁ ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ କେମିତି ଫିଙ୍ଗିବି? ଯୁଆଡ଼େ ଫିଙ୍ଗିଲେ ବି କେହି ନା କେହି ତ ରକ୍ତାକ୍ତ ହେବ। କିମ୍ଭୀରିଣୀ ମୁଁ ମୂର୍ଖ ମାଙ୍କଡ଼..

ତମେ ଚାଲିଯିବା ପରେ

ତମେ ଚାଲିଯିବା ପରେ ସମୟ ଦିଶିଲା ଏକ ରାତି ଅଧ ବିମାନବନ୍ଦର। ରାତି ଭିତରକୁ ଲମ୍ବିଯାଇଥିଲେ ନୀଳବତୀମାନ। ବକ୍ତବ୍ୟ ତ ପରିଷ୍କାର, ବତୀଙ୍କ ଉତ୍ତାରୁ ଅପ୍ରମିତ ଅନ୍ଧକାର..

ବେଶ୍ୟା

ଅନାଦର କରିଚି କେଉଁ ମର୍ଦ୍ଦକୁ। ଲଣ୍ଡିତ ମୁଣ୍ଡ ପଣ୍ଡିତ ହେସ୍ରାରବରେ ଉନ୍ମତ୍ତ ସମ୍ରାଟ ଧନିକପୁତ୍ର, ସୌଦାଗର, ଆପଣା ବିବେକ ସହ ତର୍କରେ ପରାଜିତ ମଠ ମହନ୍ତ ଶାଣିତ..

ପରିକ୍ରମା

ଅଫିସ୍‌ରୁ ଫେରୁଥିବା କେଉଁ ଏକ କିରାଣିର ବ୍ୟସ୍ତ ଓ ବିବ୍ରତ ମନ ପରି ସାଇକେଲ୍ ଚକ ମୋର ଘିର୍ ଘିର୍ ଘୂରେ ଆହା ଏ ସହର ଧୂସର..

ସମୟର ଶବ୍ଦ

ମଣିଷ କି ଜାଣିପାରେ ତାର କେଉଁ ଶବ୍ଦ ହୋଇବ ଅନ୍ତିମ? ଗଛ ତ ବୁଝେନା କେବେ କେଉଁ ଡାଳ ଶ୍ମଶାନେ ଜଳିବ ଶଙ୍ଖାରି କି ଜାଣିପାରେ, କେଉଁ..

ତାରା

ସେମାନଙ୍କ ସହିତ ଆମର ଅନେକ ଦିନରୁ ପରିଚୟ ଓ ବନ୍ଧୁତା ଚାଟଶାଳୀ ଅବଧାନଙ୍କର ଓ ବାପାବୋଉଙ୍କ ଝାମେଲାରୁ ମୁକ୍ତିପାଇ ଆମେ ମୁହଁସଞ୍ଜରେ ଗାଁ ଦାଣ୍ଡରେ ବୋହୁଚୋରି ଲୁଚକାଳି..

ମଳୟ ସନ୍ତ୍ରାସ

ଦଶ ଦିଗେ ଆଗ୍ନେୟ ଉତ୍ତରୀ ଲେଖି ଦକ୍ଷିଣରୁ ଆସିଅଛି ମଳୟ ସନ୍ତ୍ରାସ, ସମସ୍ତ ପତ୍ରରେ ଲେଖା ଓଡିଶା ମୋ’ ରକ୍ତରଙ୍ଗା କରବୀର ଦେଶ। ସୃଜନ ସାଜିଛି ଗଙ୍ଗା…ମହେନ୍ଦ୍ରର..

ବୟସ

କୈଶୋର: ତମେ ବା ଜାଣିବ କିଆଁ ମୁଁ କାହିଁକି ଚୁପ୍‌ଚାପ୍‌ ବସେ ମନହେଲେ ଖେଳେବୁଲେ ଆଇନାରେ ମୁହଁ ଦେଖେ, ଅକସ୍ମାତ୍‌- ଆଇନାକୁ ପଥର ଫୋପାଡ଼େ ତା’ପରେ ବାରମ୍ବାର..

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP