ଝୁମା
ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା !..
Loading...
ଗଳ୍ପ
ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା !..
ହେଡ୍ମାଷ୍ଟର ପୂରା ଫର୍ଦ୍ଦଭର୍ତ୍ତି ଚିଠି ଲେଖିଲେ ତାଙ୍କ ଝରକଲମ ଥରକୁଥର କାଳିଦୁଆତରେ ବୁଡୁଥାଏ, ଉଠୁଥାଏ ଓ କାଗଜ ଉପରେ ରଚରଚ ହେଉଥାଏ ବାପାଙ୍କ ଉପରେ ମାଆ ରାଗିଲେ..
ବତାସୀ ଠେକିଟାକୁ ଖଜୁରୀ ଗଛରୁ ଓହ୍ଲାଇ ଖୁବ୍ ସନ୍ତର୍ପଣରେ ତଳକୁ ଆସିଲା ସଜ ତାଡ଼ି ପିଇବାକୁ ଢେର ଗରାଖ ହାଁ କରି ଉପରକୁ ଅନେଇ ଠିଆ ହେଇଛନ୍ତି..
‘ମନ୍ କଲା ବାଈ ଦେହେ ହିଁ ଭରିଗଲା କାଣା ଆଉ କରିଥିଁତି ପିଲାକେ କୁଡ଼ିଏ ହଜାର ଟଙ୍କା, ସୁନାର ମୁଦି, ଘଡ଼ି ଦେଲି ଟୁକେଲ୍ କେ ଭି..
ମୋ ଟେବୁଲ୍ ଉପରେ ଭିଜିଟିଂ କାର୍ଡ଼ଟି ଦେଖି ମୁଁ ବିସ୍ମିତ ହେଲି ଭିଜିଟିଂ କାର୍ଡ଼ ଦେଖି ମୁଁ ଜଣଜଣକୁ ଡାକି ବିଦା କରୁଥାଏ ସପ୍ତାହକୁ ଗୋଟିଏ ଦିନ..
କଥାଟି ଭାରତରେ ଇଂରେଜ ଶାସନ ଶେଷ ହେବାର କିଛି ବର୍ଷ ପରର। ସମସ୍ତ କ୍ଷୁଦ୍ର ଓ ବୃହତ୍ ରାଜ୍ୟ, ଗଡ଼ଜାତ ରାଜ୍ୟ ଏବଂ ଜମିଦାରମାନଙ୍କ ଜମିଦାରୀ ସରକାରଙ୍କ..
ଏକ୍ରାମ କ୍ଷେତ୍ରର ଅଧୀଶ୍ବର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ। ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ..
ପୁଅର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭିତରବାହାର ହେଉଥିଲେ ସୁନନ୍ଦା। ଗାଡ଼ି ରହିବା ଶବ୍ଦ ଶୁଣିବା ମାତ୍ରେ ଦୌଡ଼ିଯାଉଥିଲେ ବାହାରକୁ। ଗାଡ଼ି ଚାଲିଗଲେ ପୁଣି ଘରକୁ ଫେରିଆସୁଥିଲେ ଦୁଃଖରେ।..
ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ। ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ।..
ମୁମ୍ବାଇ ନଗରୀ। ଭାରତବର୍ଷର ସବୁଠୁ ବଡ଼ ସହର। ହୋଇପାରେ ଦିଲ୍ଲୀ ଭାରତର ରାଜଧାନୀ, କିନ୍ତୁ ମୁମ୍ବାଇ ଭାରତର ବାଣିଜ୍ୟିକ ରାଜଧାନୀ। ଦିଲ୍ଲୀରେ ରାଜନେତା ଓ ହାକିମଙ୍କ ପ୍ରତିପତ୍ତି,..
॥ ୧॥ ଅନୁପମାର ପ୍ରସ୍ତାବ ଚକିତ କରିଥିଲା ସୁବ୍ରତକୁ। ସୁବ୍ରତ ଓ ଅନୁପମା ଗୋଟିଏ ଆପାର୍ଟମେଣ୍ଟରେ ଅଲଗା ଅଲଗା ଫ୍ଲାଟରେ ରହୁଥିଲେ। ଦୁହେଁ ଗୋଟିଏ କମ୍ପାନୀପାଇଁ କାମ..
ହୁ-ହୁ ବତାସ। ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁ ଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍ ମୁକ୍ତି ପାଇ ତା’ର ଅସୀମ..
ଦୀର୍ଘବର୍ଷର ଲୀଳାଖେଳା ସାରି ଆଜି ହଠାତ୍ ସକାଳୁ ସକାଳୁ ଏ ଇହଧାମ ତ୍ୟାଗ କଲି ମୁଁ। ରାତିରେ ସବୁକିଛି ଠିକ୍ଠାକ୍ ଥିଲା, ଖିଆପିଆ ବି ବେଶ୍ କରିଥିଲି।..
ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ପ୍ରତିଦ୍ବନ୍ଦିତାର ଆହ୍ବାନ ଦେଇ ଗାଁର ସେ ପୁରାତନ ବଟବୃକ୍ଷଟା ଛାୟା ପ୍ରଦାନପୂର୍ବକ ପଞ୍ଚ ପରମେଶ୍ବରଙ୍କୁ ସନ୍ତୁଷ୍ଟି ଦେଉଥିଲା। ଶଙ୍କରା ସମେତ ଅନ୍ୟ ଗ୍ରାମବାସୀବୃନ୍ଦ..
ବର୍ଷା ଆସିଲେ ହିଁ ନିତ୍ୟାନନ୍ଦଙ୍କର ମନ ଭିତରଟା ଗୋଟାପଣେ ଓଦା ହୋଇଯାଏ। ସେଦିନ ବି ଆକାଶରେ ଥିଲା ଏମିତି କଳାହାଣ୍ଡିଆ ମେଘ। ସେଦିନ ଅଫିସ୍ ଛୁଟି ଟାଇମ୍..
ସ୍ମୃତିକୁ ନ ଦେଖିଲା ଯାଏ ମୋର ଗୋଟିଏ ଧାରଣା ଥିଲା ଯେ, ରାସ୍ତାଘାଟରେ ଆଖିକୁ ସୁନ୍ଦର ଦିଶୁଥିବା ତଥାକଥିତ ସୁନ୍ଦରୀ ଝିଅମାନଙ୍କ ଭିତରୁ, କାହା ପାଖରେ ବି..
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)