ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସାରଦା ପ୍ରସାଦ ମିଶ୍ର

ସାରଦା ପ୍ରସାଦ ମିଶ୍ର

ସାରଦା ପ୍ରସାଦ ମିଶ୍ର(୧୯୬୨-୨୦୧୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ। ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରୁଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ତାଙ୍କୁ ବିଶେଷ ପରିଚିତି ଆଣି ଦେଇଥିଲା। ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ଉତ୍ତାନପାଦ’,‘ଜୁଲି’ ଓ ‘ଜୀବାଶ୍ମ’ ସହିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଅପହଞ୍ଚ ଇଲାକାର ଅଧୀଶ୍ୱର’, ‘ରାତିର ଅଜବ ଦୃଶ୍ୟ’ ଏବଂ ‘ଆହୁରି ଉପରକୁ ହାତ’ ଆଦି ଅନ୍ୟତମ।

ନିରବ ଝଡ଼

ଗୋଟେ ବୋଲି ପୁଅ। ଘରକୁ ନ ଫେରିବା ଯାଏଁ ବସିଥାଏ ଫାତିମା। ଚାରିଟାଯାକ ଝିଅ ଯାହାତାହା ଖାଇଦେଇ ଶୋଇବାକୁ ଚାଲିଯାନ୍ତି। ଶେଯକୁ ଯାଆନ୍ତି ସିନା, ତାଙ୍କୁ ନିଦ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP