ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସହଦେବ ସାହୁ

ଓଡ଼ିଶା ଅର୍ଥ ସେବା ଅଧୀନରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସହଦେବ ସାହୁ ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ମୁଖ୍ୟସ୍ରୋତର ଲେଖକ। ଚାରିପାଖରେ ଚଳପ୍ରଚଳ ହେଉଥିବା ସାଧାରଣ ଲୋକ ହିଁ ତାଙ୍କ ଗଳ୍ପର ଚରିତ୍ର। ତାଙ୍କର ପ୍ରତ୍ୟେକ ଗଳ୍ପ ପରିବର୍ତ୍ତନଶୀଳ ସମାଜର ଗୋଟିଏ ଗୋଟିଏ ପ୍ରତିଛବି। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଅପରାହ୍ନର ଭୂତ’, ‘ଚକ୍ରବ୍ୟୁହ’, ‘ଲତା’ ଆଦି ଗଳ୍ପ ସଙ୍କଳନ ଓ ‘କାଶତଣ୍ଡୀର ସ୍ବପ୍ନ’ ଆଦି ଉପନ୍ୟାସ ଅନ୍ୟତମ। ବିଷୁବ ଝଙ୍କାର ଗଳ୍ପ ସମ୍ମାନ ସହିତ ଏକାଧିକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଶ୍ରୀ ସାହୁ।

No posts found for this author.

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP