ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ରମାକାନ୍ତ ରଥ

୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିବା କବି ରମାକାନ୍ତ ରଥ ଆଧୁନିକ ଓଡ଼ିଆ କବିତାର ଜଣେ ଦିଗନିର୍ଣ୍ଣାୟକ କବି ଭାବରେ ପ୍ରସିଦ୍ଧ। ଆଧ୍ୟାତ୍ମିକତା ଏବଂ ମାନବବାଦୀ ଚେତନାରେ ଉଦ୍‌ବୁଦ୍ଧ କବି ଶ୍ରୀ ରଥ ତାଙ୍କର କବିତା ଶୈଳୀର ନୂତନତ୍ବ ଓ କାବ୍ୟଭାବନାର ମୌଳିକତା ପାଇଁ ଆଧୁନିକ ଭାରତୀୟ କବିତାର ଅନ୍ୟତମ ବିଶିଷ୍ଟ କବି ଭାବରେ ସମ୍ମାନିତ।

ଏକାଧାରରେ ଜଣେ ବରିଷ୍ଠ ପ୍ରଶାସକ ସହିତ ପ୍ରତିଷ୍ଠିତ କବି ଭାବେ ଶ୍ରୀ ରଥ ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ସରସ୍ବତି ସମ୍ମାନ, ସାହିତ୍ୟ ଏକାଡ଼େମୀର ଫେଲୋ ଓ ପଦ୍ମଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନରେ ରାଜ୍ୟର ଗୌରବ ବୃଦ୍ଧି କରିଥିବା କବି ଶ୍ରୀ ରଥ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଉପ-ସଭାପତି ଓ ସଭାପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।

ତାଙ୍କ ରଚିତ ଏବଂ ପ୍ରକାଶିତ କାବ୍ୟ ଗ୍ରନ୍ଥ ମଧ୍ୟରେ ‘କେତେ ଦିନର’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀରାଧା’, ‘ଶ୍ରୀପଳାତକ’ ଆଦି ଅନ୍ୟତମ।

ଶ୍ରୀରାଧା

କେହି ଛୁଇଁନାହୁଁ କାହାକୁ, ପଦେ ବି କଥା କହିନାହୁଁ କେହି, କିଏ ସେ ପରତେ ଯିବ ଯେ ଏପରି ସାରା ରାତି ଗଲା ପାହି? ଆଗରୁ ତମକୁ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP