Loading...
ଜଣେ ନୂତନ ପିଢ଼ୀର ଲେଖିକା ଭାବେ ପରିଚିତ ମୋନାଲିସା ମିଶ୍ର ବୃତିରେ ଜଣେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ଗଳ୍ପ ଓ କବିତା ଲେଖିବା ତାଙ୍କର ନିଶା। ବିଶେଷତଃ ରୋମାଞ୍ଚକର ଅନୁଭୂତିପୁର୍ଣ୍ଣ ଲେଖା ଲେଖୁଥିବା ଶ୍ରୀମତୀ ମିଶ୍ରଙ୍କ ପ୍ରତ୍ୟେକଟି ଲେଖାରେ ସମାଜ ପାଇଁ ଦିଗ୍ଦର୍ଶନ ରହିଥାଏ। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଉଭାନ ଫେରିବାଲା’- କବିତା ସଙ୍କଳନ ଏବଂ ‘ବାଘରାତି’ ଗଳ୍ପ ସଙ୍କଳନ ଅନ୍ୟତମ।
No posts found for this author.
ଓଡ଼ିଆସାହିତ୍ୟ ଘର ନଂ.- S3H1-2, ଆର୍-ଡି-ଏ କଲୋନୀ କଳିଙ୍ଗ ବିହାର, ଛେଣ୍ଡ୍ ରାଉରକେଲା-୭୬୯୦୧୫ ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭