ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କୁଞ୍ଜବିହାରୀ ଦାଶ

ଜଣେ ସମାଲୋଚକ ସହିତ କବି ଓ ଲେଖକଭାବେ କୁଞ୍ଜବିହାରୀ ଦାଶ(୧୯୧୪-୧୯୯୪) ଓଡ଼ିଆ ସାହିତ୍ୟରେ ସୁପରିଚିତ। ସରଳ ଭାଷାରେ ଗ୍ରାମ୍ୟ ତଥା ସାଧାରଣଲୋକଙ୍କ କଥା ବର୍ଣ୍ଣନା ତାଙ୍କ ରଚନାର ବିଶେଷତ୍ବ। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶ୍ରୀ ଦାଶଙ୍କ ଲେଖାଗୁଡ଼ିକ ଓଡ଼ିଆ ସାହିତ୍ୟର ଅମଳିନ ସୃଷ୍ଟି।

ତାଙ୍କ ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ମାଟି ଓ ଲାଠି’, ‘କଙ୍କାଳର ଲୁହ’ , ‘ଫସିଲ୍‌ ଓ ଫସଲ’ ଏବଂ ‘ଛିନ୍ନମସ୍ତା’ ସମେତ ଭ୍ରମଣ କାହାଣୀ – ‘ଲଙ୍କା ଯାତ୍ରୀ’, ‘ମୋ ସ୍ବପ୍ନର କାଶ୍ମୀର’, ସମାଲୋଚନା ଗ୍ରନ୍ଥ- ‘ଓଡ଼ିଆ ଲୋକଗୀତ ଓ କାହାଣୀ’ ଆଦି ଅନ୍ୟତମ।

କବିତା ଓ କଙ୍କାଳ

ବିଜନ କୁଟୀରେ ବସି ଲେଖଇ କବିତା ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ ଅନାୟାସେ ଧରା ଦିଏ...

କଙ୍କାଳର ସ୍ମୃତିଲିପି

ପଦ୍ମପଲାଶ-ଲୋଚନ….ଅର୍ଦ୍ଧେନ୍ଦୁଲଲାଟ…ଚନ୍ଦ୍ରମୁଖ….ଜବାଧର….ଗୋଲାପଗଣ୍ଡ….ମୃଣାଳବାହୁ……ଚମ୍ପକାଙ୍ଗୁଳି- ଜୀବନ୍ତ ଓ ଯୌବନକୁ ଘେନି ତ କାବ୍ୟ। ଏ ତ ଗୋଟାଏ କଙ୍କାଳ-ଉଲଗ୍ନ…ନିରଳଙ୍କାର; କାହାର ଗେଲବସର ପୁତ୍ର ଥିଲା ସେ। କାହାର ଅଲିଅଳି କନ୍ୟା? କାହାର...

ଭଲପାଏ ମୁହିଁ

ଭଲପାଏ ମୁହିଁ କଅଁଳ ଫୁଲେ କାକର ଟୋପି ଟୋପି ପତର ଆଖି ପତାର ଲୁହ ବରଷା ଥୋପି ଥୋପି। ଝରଇ ଯେବେ ଫଗୁ ଫଗୁଆ କିରଣ ବାଟବଣା...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP