ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କାଶୀନାଥ ନନ୍ଦୀ

ପେଶାରେ ଶିକ୍ଷକତା କରୁଥିବା କାଶୀନାଥ ନନ୍ଦୀଙ୍କ ନିଶା ହେଉଛି ଗଳ୍ପ ଲେଖିବା। ଏହା ବ୍ୟତୀତ ସେ କେତୋଟି ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି। ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ‘ତିନିକାଳ’ ଓ ‘ଭଲ ମଣିଷ’ ଆଦି ଅନ୍ୟତମ। ଇସ୍ପାତ ସହରର ଜଣେ ଜଣାଶୁଣା ଗାଳ୍ପିକ ଭାବେ ପରିଚିତ ଶ୍ରୀ ନନ୍ଦୀଙ୍କର ଅନେକ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି। ଅଦ୍ୟାବଧି ସେ ବେଦବ୍ୟାସ ସାହିତ୍ୟ ସମ୍ମାନ, ପଞ୍ଚମସ୍ତମ୍ଭ ସାହିତ୍ୟ ସମ୍ମାନ, କାରୁବାକୀ ସାହିତ୍ୟ ସମ୍ମାନ ଆଦି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।

No posts found for this author.

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP