ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଫକୀର ମୋହନ ସେନାପତି

ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ସହିତ ସ୍ବତନ୍ତ୍ର ଓଡ଼ିଆ ଭାଷା ଆନ୍ଦୋଳର ଜଣେ କର୍ଣ୍ଣଧାର ଭାବେ ବ୍ୟାସକବି ଫକୀର ମୋହନ ସେନାପତି(୧୮୪୩-୧୯୧୮)ଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ କାଳଜୟୀ ସ୍ରଷ୍ଟା ସହିତ ସରଳ ଓ ସାବଲୀଳ ଭାଷାରେ ଲେଖିଥିବା ତାଙ୍କର ସମସ୍ତ ସୃଷ୍ଟିଗୁଡ଼ିକ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ରତ୍ନ। ସାମାଜିକ ବ୍ୟବସ୍ଥା ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ତାଙ୍କର ଲେଖାଗୁଡିକ ଗୋଟିଏ ଲେଖା ମାଇଲ୍‌ ଖୁଣ୍ଟ ସଦୃଶ।

‘ଛ ମାଣ ଆଠଗୁଣ୍ଠ’, ‘ମାମୁଁ’ ପରି ଉପନ୍ୟାସ ସହିତ ‘ରେବତୀ’, ‘ରାଣ୍ଡିପୁଅ ଅନନ୍ତା’, ‘ପେଟେଣ୍ଟ ମେଡିସିନ୍‌’ ଆଦି ତାଙ୍କର ବହୁ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ମଧ୍ୟରୁ ଅନ୍ୟତମ। ଏହା ସହିତ ତାଙ୍କର ସମସ୍ତ କ୍ଷୁଦ୍ରଗଳ୍ପଗୁଡ଼ିକର ଦୁଇଟି ଭାଗରେ ପ୍ରକାଶିତ ସଂକଳନ-‘ଗଳ୍ପସ୍ୱଳ୍ପ-୧’ ଓ ‘ଗଳ୍ପସ୍ୱଳ୍ପ-୨’ ବେଶ୍‌ ପରିଚିତ ଓ ପ୍ରସାରିତ।

ଉତ୍କଳ ଭ୍ରମଣ

Educated ବାବୁମାନଙ୍କର ବ୍ୟବହାର ଦେଖି ଦେଖି ହେଲିଣି ମୁଁ ନିହାତି ନାଚାର। Old fool prejudice ପକାଇଛ କାଟି, କଥାବେଳେ ମେଲିଯାଏ ଦେଢ଼ଫୁଟ ପାଟି। Science, logic...

ମୌନାମୌନୀ

ପ୍ରାୟ ଅର୍ଦ୍ଧଶତ ବର୍ଷପୂର୍ବେ ଖଣ୍ଡଗିରି ଓ ତତ୍‌ ଚତୁର୍ଦ୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟ ବୃକ୍ଷ ଓ ଲତା, ଜାଲରେ ବେଷ୍ଟିତ ଥିଲା। କେବଳ ଗୁମ୍ଫା ଓ...

ରେବତୀ

ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ଜବାବ ନାହିଁ।

ଡାକ ମୁନ୍‌ସି

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ଆଜକୁ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP