ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ବରେନ୍ଦ୍ର କୃଷ୍ଣ ଧଳ

ବରେନ୍ଦ୍ର କୃଷ୍ଣ ଧଳ

ଏକାଧାରରେ ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକଭାବେ ବରେନ୍ଦ୍ରକୃଷ୍ଣ ଧଳ
(୧୯୩୯-୨୦୧୬) ପ୍ରତିଷ୍ଠାଲାଭ କରିଥିଲେ। ଏହା ସହିତ ଓଡ଼ିଶା ଲେଖକ ସାମ୍ମୁଖ୍ୟ ଏବଂ ଭୁବନେଶ୍ୱର ପୁସ୍ତକ ମେଳା କମିଟି ପରିଚାଳନା ଆଦି କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରି ସେ ଜଣେ ଉତ୍ତମ ସଙ୍ଗଠକଭାବେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ। ତାଙ୍କର ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ସନ୍ଧ୍ୟାର ମୂକୁର’, ‘ବିଦଗ୍ଧ ବିହଙ୍ଗୀ’, ‘କବଚ’, ‘ନାୟିକା’ – ଉପନ୍ୟାସ, ‘ପାଣିଗାର’, ଏକାକୀ ଅଭିମନ୍ୟୁ’ – ଗଳ୍ପ ସଙ୍କଳନ, ‘ମୁକ୍ତ ବିଚାର’ – ପ୍ରବନ୍ଧ ସଙ୍କଳନ ଆଦି ଅନ୍ୟତମ। ଏହା ସହିତ ‘ ମୋ ଜୀବନ କାହାଣୀ’ ନାମରେ ତାଙ୍କର ଆତ୍ମ ଜୀବନୀ ଏବଂ ଏକାଧିକ ଅନୁବାଦ ଗ୍ରନ୍ଥ ମଧ୍ୟ ତାଙ୍କର ସାହିତ୍ୟ କୃତି ମଧ୍ୟରେ ଅନ୍ୟତମ।

ନେତାଙ୍କ ହାଟ

ବିଧାନସଭାର ଫଳ ଥିଲା ଅମୀମାଂସିତ। …ଗଣକଂଗ୍ରେସ କିମ୍ବା ଜନ ସଂକେତ-କାହାରି ପାଖରେ ସେହି ମ୍ୟାଜିକ୍‌ ଏକାଅଶି ନ ଥିଲେ। ଶହେ ଷାଠିଏ ସଭ୍ୟ ବିଶିଷ୍ଟ ବିଧାନସଭାରେ ଏକାଅଶି...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP