ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ବଳରାମ ଦାସ

ପଞ୍ଚସଖା ଯୁଗର ଅନ୍ୟତମ ସାଧକ ବଳରାମ ଦାସ ଓଡ଼ିଶାର ବାଲ୍ମିକୀ ଓ ଶୂଦ୍ରମୁନି ଭାବେ ସୁପରିଚିତ। ସେ ଗଜପତି ପ୍ରତାପରୁଦ୍ର ଦେବ ଓ ଶ୍ରୀଚୈତନ୍ୟଙ୍କ ସମସାମୟିକ ଥିଲେ।

କବି ‘ଜଗମୋହନ ରାମାୟଣ’, ‘ଗୁପ୍ତ ଗୀତା’, ‘ଭାବ ସମୁଦ୍ର’, ‘ବ୍ରହ୍ମାଣ୍ଡ ଭୂଗୋଳ’, ‘ବଟ ଅବକାଶ’, ‘ବିରାଟ ଗୀତା’, ‘ଅମରକୋଷ ଗୀତା’, ‘ଲକ୍ଷ୍ମୀପୁରାଣ’ ଆଦି ରଚନା କରିଯାଇଛନ୍ତି। ‘ଲକ୍ଷ୍ମୀପୁରାଣ’ ପାଇଁ କବି ଓଡ଼ିଶାର ଘରେ ଘରେ ପରିଚିତ।

କମଳ ଲୋଚନ ଚଉତିଶା

କମଳ ଲୋଚନ ଶ୍ରୀହରି। କରେଣ ଶଙ୍ଖ ଚକ୍ର ଧାରୀ॥ ଖଗ ଆସନେ ଖଗପତି। ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ॥ ଗରୁଡ଼ ଆସନେ ମୁରାରି। ଗୋପରେ ରଖିଲେ ବାଛୁରୀ॥ ଘନ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP