ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କାଣା କହେମି

  • ପାହାଡ଼୍‌ କହୁଛେ ଚଢ଼୍‌ ମୋର ଉପ୍‌ରେ
    ଆଲ୍‌ମାଲ୍‌ ଚଢ଼ିଗଲ ବଲ୍‌ଲେ,
    ଫସିକରି ରହେଲ ନ ହେତାର୍‌ଠାନେ।

    ହେକ୍‌ତେ ପଚ୍‌ରାବା କେନ୍ତା ଚଢ଼୍‌ଲ
    ଆରୁ କେଁ ଉନିହାଟା ନି ଥେଇ
    କହେବା ଆରୁ ନି ଚଢ଼୍‌ବ ନ
    କାହାରିର୍‌ ଉପ୍‌ରେ କେଭେ ଆରୁ
    ଉତାର୍‌ କେ ଉତାର୍‌

    ଲମ୍‌ହେ ଲିଷ୍ଟ ଦେବା ଇଟା
    କର୍‌ବ, ସେଟା ନେଇଁ କର୍‌ବ।

    ଆରୁ ମୋର ନୁ ଶୁନବାର୍‌ କାଜେ
    ହେ ନି ଥିବା ନ କେହେନି ଠାନେ।
    କାଁ ବଲି ହେଲେ କହେଁସି ମୁଇଁ
    ଜାନି ଜାନି ଭାବ ରଁଗ ଏତ୍‌କି।

    ଘରବୁଡ଼ି ପାଏନ୍‌ ଆଁଠେ
    ଦଁ ଦଁ ଭି ଜଲୁଛେ ଜୁଏ
    ହେଲେ ଜନ୍‌କେ ନି ପାରୁଛେ
    ତତେଇ ଟିକେ ରଁଚେ
    ଆରୁ ଭି ନି ପାରୁଛେ
    ବେଲା କେ ସିତ୍‌ଲେଇ।

    କାଣା କହେମି କାହାକେ
    ଇନ୍‌କେ କିହେ ଜନେ ଅଧେ ଆସ୍‌ଲେ ତ
    ଜାହା ବୁଝଲ ଥଉ ହେତ୍‌କି ଥି
    ମତେ କହିଦେବ ବଏଲେ ଦିଅ କହି
    ମୁଇଁ ସଲା ଦେହାତି ପାହାଡ଼ି।

    ପାଠକୀୟ ଆଦୃତି

    ୧୦୫ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ଗଜାନନ ମିଶ୍ର, ବଲାଙ୍ଗୀର

    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-
    • ୧. ସୋମନାଥ ବେହେରା | ମେ ୩୧, ୨୦୧୯ - ୧୧:୩୪ ପୂର୍ବାହ୍ନ

      ଆମକୁ ଦେଖାବାର୍ କେ ଅଛେ ଯେ ଆମର୍ ଭାଷା ଭି କାହାରିର୍ ନୁ କମ୍ ନେଇଁ ସେ..ଆପଣଙ୍କୁ ଅଶେଷ୍ ଧନ୍ୟବାଦ୍..ସାହିତ୍ୟ ଜାରି ରହୁ।

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP